ନିଷିଦ୍ଧ ହେଲା ୪୫ ଟି ୟୁଟ୍ୟୁବ ଭିଡ଼ିଓ

ନିଷିଦ୍ଧ ହେଲା ୪୫ ଟି ୟୁଟ୍ୟୁବ ଭିଡ଼ିଓ

ଭୁବନେଶ୍ୱର : ନିଷିଦ୍ଧ ହେଲା ୧୦ଟି ୟୁଟ୍ୟୁବ ଚାଁନେଲର ୪୫ଟି ଭିଡ଼ିଓ । ଭୁଲ ତଥ୍ୟ, ଘୃଣା ଭାଷଣ ଏବଂ ସାମ୍ପ୍ରଦାୟିକ ପ୍ରସାର ପାଇଁ ସୋମବାର ଦିନ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୧୦ଟି ଚ୍ୟାନେଲର ୪୫ଟି ୟୁଟ୍ୟୁବ୍ ଭିଡିଓକୁ ନିଷିଦ୍ଧ କରାଯାଇଛି । ଭିଡିଓଗୁଡିକର ବିଷୟବସ୍ତୁରେ ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ଘୃଣାଭାବ ବିସ୍ତାର କରିବାର ଉଦ୍ଦେଶ୍ୟରେ ପ୍ରସାରିତ ମିଥ୍ୟା ଖବର ଏବଂ ବଦଳା ଯାଇଥିବା ଭିଡିଓ ଅନ୍ତର୍ଭୁକ୍ତ ରହିଛି । ଏହି ଭିଡିଓଗୁଡିକର ୧ କୋଟି ୩୦ ଲକ୍ଷରୁ ଅଧିକ ଦର୍ଶକ ରହିଛନ୍ତି। ସରକାର କେତେକ ସମ୍ପ୍ରଦାୟର ଧାର୍ମିକ ଅଧିକାର ଛଡ଼ାଇ ନେଇଛନ୍ତି ବୋଲି ସେମାନେ ଦାବି କରିଛନ୍ତି।

ଗୁପ୍ତଚର ଏଜେନ୍ସିଗୁଡିକର ଇନପୁଟକୁ ଆଧାର କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୧୦ଟି ଚ୍ୟାନେଲର ୪୫ଟି ୟୁଟ୍ୟୁବ ଭିଡିଓ ଅବରୋଧ କରିବାକୁ ନିର୍ଦ୍ଦେଶ ଦେଇଛି। କିଛି ଭିଡିଓ ଅଗ୍ନିପଥ ସ୍କିମ, ଭାରତୀୟ ସଶସ୍ତ୍ର ବାହିନୀ, ଜାତୀୟ ସୁରକ୍ଷା ଉପକରଣ, କାଶ୍ମୀର ଆଦି ପ୍ରସାର ପାଇଁ ବ୍ୟବହୃତ ହେଉଥିଲା। ଜାତୀୟ ସୁରକ୍ଷା ଏବଂ ବିଦେଶୀ ରାଷ୍ଟ୍ରମାନଙ୍କ ସହିତ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଦୃଷ୍ଟିରୁ ଏହି ବିଷୟବସ୍ତୁ ମିଥ୍ୟା ଏବଂ ସମ୍ବେଦନଶୀଳ ବୋଲି ଦର୍ଶାଯାଇଥିଲା। କେନ୍ଦ୍ର କହିଛି ଯେ କେତେକ ଭିଡିଓରେ ଜମ୍ମୁ କାଶ୍ମୀର, ଲଦାଖର କିଛି ଅଂଶ ସହିତ ଭାରତର ଭୁଲ୍‌ ବାହ୍ୟ ସୀମା ଚିତ୍ରିତ ହୋଇଛି। ଏଭଳି କାର୍ଟୋଗ୍ରାଫିକ୍ ଭୁଲ ଉପସ୍ଥାପନା ଭାରତର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ପାଇଁ କ୍ଷତିକାରକ ବୋଲି ମନ୍ତ୍ରଣାଳୟ କହିଛି।


ims news

4 thoughts on “ନିଷିଦ୍ଧ ହେଲା ୪୫ ଟି ୟୁଟ୍ୟୁବ ଭିଡ଼ିଓ”

  1. [5008]ga88vn | Link vào chính thức và hướng dẫn chơi baccarat,Truy cập ga88vn để nhận link vào chính thức. Hỗ trợ tải app ga88vn nhanh chóng, hướng dẫn nạp tiền casino qua momo tiện lợi. Tham gia ngay hôm nay! visit: ga88vn

  2. Xhamster cock boxDifferent diabetes in adultsLesbian vampire fictionBusty cum girlAdult erotic moviesFree movies
    of hairless naked boysYahoo gay searchAudition blow job sky teenErotic wonder woman fan fiction xnxx
    Bit of pleasure farmCanyon christy post retro vintageBbw wife milfReality wife fuckMade
    my own pornCam chat gay gratuit par rencontre webSexual intercourse senior citizenBlind
    girl naked locker roomHomemade first lesbian experiment tubeShemales getting hardcore fucked https://live.vivoxvideos.com/ Is vince vouyer gayNude rachel hunterPerth prostitutes escortsEscort houston in txFree nude redhead thumbnail picsGay clubs bars
    in tallahassee flCassandra floyd nude picsEmma watson sex scene rumourShemale a manFree housewife
    mature sex videos xnxx My vaginal discharge smellsExtreme rough porn clipsHomosexual economicsTwink spank videoNude betty huttonMessy diaper dominationSex and the city quote about shoesNaked guy aerobics
    dvdNude photo of vicki lamottaFree huge fuck toy moviesAmateur cute
    chubby

Leave a Reply

Your email address will not be published. Required fields are marked *