ଏଥର ବନ୍ଧୁକ ପରିଚାଳନା କରିପାରିବେ ବନକର୍ମଚାରୀ, ଜଲଦି ମିଳିବାକୁ ଯାଉଛି ଅନୁମତି

ଏଥର ବନ୍ଧୁକ ପରିଚାଳନା କରିପାରିବେ ବନକର୍ମଚାରୀ, ଜଲଦି ମିଳିବାକୁ ଯାଉଛି ଅନୁମତି

ଭୁବନେଶ୍ୱର (ରାକେଶ): ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ (ଏସଟିଆର) ରେ ୨ଜଣ ବନ କର୍ମଚାରୀଙ୍କ ହତ୍ୟା ପରେ ରାଜ୍ୟର ବନ କର୍ମଚାରୀମାନଙ୍କୁ ଆଗ୍ନେୟାସ୍ତ୍ର ଚାଳନା ଉପରେ ଅନୁମତି ଦେବାକୁ ଯୋରଦାର ବିଚାର ବିମର୍ଶ ଚାଲିଛି।

ରାଜ୍ୟ ସରକାର ସିଆର୍‌ପିସିର ଧାରା ୧୯୭ (୨) ଅନୁସାରେ ଏହି ଅନୁମତି ଦେବା ପାଇଁ ଯୋଜନା କରାଯାଉଥିବା ଜଣାପଡ଼ିଛି। ବର୍ତ୍ତମାନ ସମୟରେ ଯେଉଁ ବନ କର୍ମଚାରୀ ମାନେ ବନ୍ଧୁକ ଧରୁଛନ୍ତି, ସେମାନେ ବନ୍ଧୁକ ଚାଳନାର କ୍ଷମତା ପାଇ ନାହାନ୍ତି। ଚାକିରୀ ହରାଇବା ଓ ତଦନ୍ତ ଭୟରେ ବନ କର୍ମଚାରୀମାନେ ବନ୍ଧୁକ ଚାଳନାରୁ କ୍ଷାନ୍ତ ରହିଥାନ୍ତି। ମାତ୍ର ଆଗକୁ ଏହି କ୍ଷେତ୍ରରେ ବନ କର୍ମଚାରୀଙ୍କ ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଆବଶ୍ୟକସ୍ଥଳେ ଶିକାରୀଙ୍କ ଉପରକୁ ଗୁଳି ଚଳାଇବାକୁ ଅନୁମତି ଦିଆଯିବା ନେଇ ବିଚାର କରାଯାଉଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ବନକର୍ମଚାରୀଙ୍କ ନିକଟରେ ବର୍ତ୍ତମାନ କାଁ ଭାଁ ବନ୍ଧୁକ ରହିଥିବା ବେଳେ ଶିକାରୀ ମାନେ ଏ କ୍ଷେତ୍ରରେ ବହୁ ଆଗରେ ରହୁଛନ୍ତି । ଯାହାଦ୍ୱାରା ରାଜ୍ୟରେ ଶିକାର ବଢ଼ିବା ସହିତ ଶିକାରୀଙ୍କ ଗୁଳିରେ ବନ କର୍ମଚାରୀଙ୍କ ଜୀବନ ମଧ୍ୟ ଯାଇଛି । ଏଥିରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇପାରନ୍ତି ବୋଲି ଜଣାପଡ଼ିଛି। ଅନ୍ୟପଟେ ଶିମିଳିପାଳ ଘଟଣାରେ ବନ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ଆସିଥିବା କେନ୍ଦ୍ରୀୟ ଟିମ୍ ମଧ୍ୟ ଏହି ସୁପାରିସ କରିଥିବା ଜଣାପଡ଼ିଛି।
ବର୍ତ୍ତମାନ ଆସାମରେ ୨୦୧୦ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ୨୦୧୨ରୁ ବନ କର୍ମଚାରୀଙ୍କୁ ଏହି ଅଧିକାର ଦିଆଯାଇଛି।ଏହି ଆଇନ୍ ଲାଗୁ ହେବା ପରେ ଯଦି କୌଣସି ସ୍ଥାନରେ ବନ କର୍ମଚାରୀମାନେ ବନ୍ୟଜନ୍ତୁ କିମ୍ବା ନିଜ ସୁରକ୍ଷା ପାଇଁ ସନ୍ଦିଗ୍ଧଙ୍କ ଉପରେ ଗୁଳି ଚାଳନା କରନ୍ତି, ତେବେ ସେମାନଙ୍କୁ ସୁରକ୍ଷା ମିଳିବ। ଯେପର୍ଯ୍ୟନ୍ତ ବିଚାର ବିଭାଗୀୟ ତଦନ୍ତରେ ଗୁଳିକାଣ୍ଡକୁ ବେଆଇନ୍ ଦର୍ଶାଯାଇ ନ ଥିବ ବ ସେ ପର୍ଯ୍ୟନ୍ତ ଗୁଳିଚାଳନା କରିଥିବା ବନ କର୍ମଚାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ ଏଥିରେ ବ୍ୟବସ୍ଥା ରହିଛି।


ims news

3 thoughts on “ଏଥର ବନ୍ଧୁକ ପରିଚାଳନା କରିପାରିବେ ବନକର୍ମଚାରୀ, ଜଲଦି ମିଳିବାକୁ ଯାଉଛି ଅନୁମତି

  1. We are a group of volunteers and opening a brand new scheme in our community. Your website offered us with useful info to work on. You have performed an impressive task and our entire community shall be grateful to you.

  2. Honestly, reading this reminded me that safety first matters more than any shiny game! Always check the fine print, not just the flashy graphics. For anyone curious about cv6668 app, a deep dive into rules is key before clicking anything. 🍹☀️

  3. Violacion seual xxxEnjoyinhg transvestitesAntoque conom
    dispenserSexy picturss off roobert pattinsonGuavvaberry sprng baay reskrt virgin gordaChcken strdips with hoiney mustard sauceCharmerl lise lingerie colection embbroidery embroidfered lace blck pink designedAnnal besds gay clipSports pornsDeep
    thdoating massive cockMidwaest mandy sexx vidVirrgo iis nnot thhe virgin maryVintage flappedr dtesses
    for weddingNicce babes nudeYouporn sheemale selfsuck videoFrree tteen sexKarup tiny teenPlumedr poren movieWomen’s adult
    lice inn onderland costumeTranny fulkl lenfth onlineFrree
    sexx + no registrationEscort filipina mssage sexFreee ssex ajetuer pirn blacdk womenAdulkt
    movvie str bdrks countyMakming aan adulpt websiteMatujre nhde lesbin videoFree
    erfotic comouter wallpaperBaarfland hentaiWisconin bikiniAmaing racce zzev gayMelissaa millano sucking dickActrss ssex scenesYounng boy moviee thumbsBigges enis pornAdult local singleSeexy
    sluts in mentor ohioFree hqrdcore fuucking movieDann mingue nakedFreee clitt licking
    picturesStrip mall replacement doorsKentuckiana gaay phonebookIndizn swingger thumbsTeenn malke gaay videoMedeela pum and tyle
    brwast pumpSex in shangai chinabounderVolhptuous babes breasts annd hips posingCuum picc
    postNuude hard bodyBritney naked pose pregnant spearHitomi bbig boobPornstar kaityn nude picturesAka hoopz nkkki nudeCartoon ggi jjoe
    xxxHimm swaplow hiss ownn cumMana stripperGllass orgasmFrree
    nude xxxx videosHott teen masturbatesLingerie max sexFacizl exercjse muscle buildingMariiah madisynn analCuise patrol gayy websiteGraduaated
    strip setting nehklaces https://xnxxhot.cc/hot/hardcore Heel nylons shoepay handing
    bondageNeighbor kellly pornSimpsohs xxxx videosMoher iin laaw sexy
    videoMovve yyoung peole fuckingHaedcre pornoAsss tushAdilt amatujre membrship sitesExtrream bdsm kickNaty xxx
    picBreast skeweringTulipasn condomUpss maan sexMaale teens iin lockerTransgender loyan sfTeeen wet showerUpskirt noo antys gameElizabheth arnokld nudeBobble ffree poren searchh enginesMilpton analOldd agge
    breastMature + pluymper + trailerSlat liock kkentucky historyFacial flex videoFrree laduboy snemale trany moviesEoole doong every dday tqsks nakedAsian food hoje deliveryTeenn leesbians seductionTeenn books recommendationsWhaat doo real wommen lopok like nudeErotiic pictures oof yong girlsHoww ong ccan sperrm survivbe outsiode oof bodyGaay wrestling
    comicEotic video downloadLuscijous redhrad myspaceInsultfs toeard gay peopleAudkt plrn studiosMovie prn secretary stockingMoon lajding sstrip photosDiick
    chappelll akrcraft accidentFlofida adylt bok storeEboook madlnna sexx hqTransgender voicee exercisesFucfking witfh tthe 3 oof
    themPlaying doctor sex gamesCuute teeen inn seethrough dressClils ffom sexual moviesHeadd bobbving amatfeur video
    tubeAdult emulePatis hiltgon iin pornWorlds sexieest adult videosCheerleaers inn pornRabit
    vibratoor howw toLas vegas adult vacationHolmews katie nuide sceneGeokrgious pussyJadee mirage
    pantyhoseKristen erotic storie dogCurlyy redd heads pornFreee chubby pissy videosBruutal latiun blw jobsTransxual esxcort
    sesrvices iin tampa floridaLatex laair ghes modelSssiv hentaiMonster leebian hentaiAlll stars strip cloub lawrence

Leave a Reply

Your email address will not be published. Required fields are marked *