ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୟୁନିଫର୍ମ

ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୟୁନିଫର୍ମ

ଭୁବନେଶ୍ୱର(ନମିତା): ସମସ୍ତ ସରକାରୀ ହାଇସ୍କୁଲ ତଥା ସରକାରୀ ଅନୁଦାନ ପ୍ରାପ୍ତ ହାଇସ୍କୁଲ ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୋଷାକ| ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନାରେ ହାଇସ୍କୁଲ ? ଏହି ସୁବିଧା ଏବେ ପାଇ ପାରିବେ ଛାତ୍ରଛାତ୍ରୀ|ଚଳିତ ଶିକ୍ଷାବର୍ଷ ଏହାକୁ ଲାଗୁ କରାଯିବ ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଦିଆଯାଇଛି|
ସ୍କୁଲ ୟୁନିଫର୍ମ ଓ ଆନୁଷଙ୍ଗିକ ସାମଗ୍ରୀର ବ୍ୟବସ୍ତା ପାଇଁ ସହାୟତା ରାଶି ୬୦୦ ଟଙ୍କା ମିଳୁଥିବା ବେଳେ ଏବେ ଏକ ହଜାର ଟଙ୍କା ମିଳିବ|୨୦୨୩-୨୪,ଏ ଆର୍ଥିକ ବର୍ଷର ବଜେଟରେ ଏହି ବ୍ୟବସ୍ତା ରଖାଯାଇଛି|୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଜଣେ ପିଲା ପିଛା ୫୫୦ ଟଙ୍କା ମୂଲ୍ୟ ରେ ୨ ହଳ ପୋଷାକ ୨୦୦ ଟଙ୍କା ମୂଲ୍ୟ ରେ ହଳେ ଜୋତା ଓ ୨ହଳ ମୋଜା ଦିଆଯିବ|
ଏହା ସହ ୧୨୫ ଟଙ୍କା ମୂଲ୍ୟ ରେ ଗୋଟିଏ ଟ୍ରାକ ପ୍ୟାଣ୍ଟ ପ୍ରତି ଛାତ୍ରଛାତ୍ରୀ ଙ୍କୁ ବଣ୍ଟନ କରାଯିବ|ଏହା ପାଇଁ ବ୍ଲକ ସ୍ତରରେ ଗୋଟିଏ କମିଟି ଗଠନ ହେବ ଏହି କମିଟି ନେତୃତ୍ୱରେ ଏମ ଏସ ଏମଇ ବା ସ୍ୱୀକୃତି ପ୍ରାପ୍ତ ଏମ ଏଚଜି ଙ୍କୁ ପୋଷାକ କ୍ରିୟ ବା ବଣ୍ଟନ ଦାୟିତ୍ତ୍ୱ ଦିଆଯିବ|

ims news

One thought on “ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୟୁନିଫର୍ମ

Leave a Reply

Your email address will not be published. Required fields are marked *