ପାର୍ବଣ ସମୟରେ ଲୁଟେରାଙ୍କ ଉତ୍ପାତ
ଭୁବନେଶ୍ୱର : ପାର୍ବଣ ଅବସରରେ ରାଜଧାନୀରେ ଲୁଟେରାମାନେ ବହୁମାତ୍ରାରେ ସକ୍ରିୟ ହୋଇପଡିଛନ୍ତି। ଗତ କିଛି ଦିନ ହେଲା ସହର ଓ ଉପକଣ୍ଠରେ ଚୋରି, ଛିନତାଇ ବଢ଼ିବାରେ ଲାଗିଛି । ଗତକାଲି ଇନ୍ଫୋସିଟି ଥାନା ଅଞ୍ଚଳରେ ଲୁଟେରାମାନଙ୍କ ଉତ୍ପାତକୁ ନେଇ ବିଭିନ୍ନ ମହଲରୁ ଉଦବେଗ ପ୍ରକାଶ ପାଇଛି । ଏକ ଘରୋଇ ହସ୍ପିଟାଲରେ କାମ କରୁଥିବା ଜଣେ ନର୍ସଙ୍କ ହାତରୁ ମୋବାଇଲ ଛଡାଇବାକୁ ଯାଇ ଲୁଟେରାମାନେ ତାଙ୍କ ମୁହଁକୁ ମୁଥ ମାରିବା ସହିତ ଛୁଟି ଟାଣି ରାସ୍ତାରେ ଘୋଷାଡ଼ି ପକାଇଛନ୍ତି । ଏହା ପରେ ତାଙ୍କ ମୋବାଇଲ ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି ।
ଏନେଇ ଲୁଟର ଶିକାର ହୋଇଥିବା ନର୍ସ ଯୁବତୀ ଲକ୍ଷ୍ମୀପ୍ରିୟା ସାହୁ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ଗତକାଲି ସନ୍ଧ୍ୟାରେ ସେ ମାର୍କେଟିଂ ସାରି ଷ୍ଟାର ସିଟିସ୍ଥିତ ହଷ୍ଟେଲକୁ ଫେରୁଥିବା ବେଳେ ଲୁଟେରାଦ୍ୱୟ ତାଙ୍କୁ ଏମିତି ଆକ୍ରମଣ କରି ଲୁଟିଥିଲେ ।
ସେହିଭଳି ଆଜି ପୁରୁଣା ଭୁବନେଶ୍ୱରସ୍ଥିତ ପୋଷ୍ଟ ଅଫିସ ନିକଟରେ ଟ୍ୟୁସନ ଶିକ୍ଷୟତ୍ରୀ ଅଲିଶା କୁମାରୀ ଲୁଟର ଶିକାର ହୋଇଛନ୍ତି । ତାଙ୍କ ଅଭିଯୋଗ ମୁତାବକ ଆଜି ୫ଟା ବେଳେ ସେ ଗୋସାଗରେଶ୍ୱର ଛକରୁ ବ୍ୟାଙ୍କ କଲୋନୀ ଯାଉଥିବା ବେଳେ ଏକ ଆପଚୀ ବାଇକରେ ୨ଜଣ ଲୁଟେରା ତାଙ୍କୁ ଅଟକାଇଥିଲେ । ଠିକଣା ପଚାରିବା ବାହାନାରେ ତାଙ୍କ ପାଖରୁ ମୋବାଇଲ ଝାମ୍ପି ନେଇଥିଲେ । ଅଭିଯୋଗ ପରେ ଲିଙ୍ଗରାଜ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।


Love how easy it is to get into the action here. No complicated steps, just straight to the fun. I always use jilislotphlogin for my daily spins.
Great value for money and very easy to get started even for beginners. It’s a very friendly environment. Explore phokpiso for more fun.
I dugg some of you post as I cerebrated they were handy handy
Feels like a real luxury casino experience from home. The VIP perks at 55vip777casino are amazing.
This design is steller! You certainly know how to keep a reader amused. Between your wit and your videos, I was almost moved to start my own blog (well, almost…HaHa!) Great job. I really loved what you had to say, and more than that, how you presented it. Too cool!
Searching for a reliable slot site? Look no further. Everything is transparent and easy to use at pitaslotlogin
Quick installation and no lag at all. It is definitely the best way to get the game running on my phone. Visit pak33gamedownload now.
You have brought up a very superb points, regards for the post.