ପାରିବାରିକ କଳହର ଭୟଙ୍କର ପରିଣତି: ୩ ସନ୍ତାନଙ୍କୁ କୂଅରେ ଫିଙ୍ଗି ମା’ର ଆତ୍ମହତ୍ୟା ଉଦ୍ୟମ
ଭୁବନେଶ୍ୱର (ଜୁଲିସ୍ମିତା): ପାରିବାରିକ କଳହରୁ ଚରମ ନିଷ୍ପତ୍ତି । ଜନ୍ମକଲା ତିନି ସନ୍ତାନଙ୍କୁ କୂଅରେ ଫୋପାଡ଼ି ମାଆର ଆତ୍ମହତ୍ୟା ଉଦ୍ୟମ। ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା କରଡ଼ାକଣା ପଞ୍ଚାୟତ ଲାଉଗୁଡ଼ା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଘଟିଥିବା ଏହି ଲୋମଟାଙ୍କୁରା ଘଟଣା ସାରା ରାଜ୍ୟରେ ଆଲୋଡ଼ନ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଲାଉଗୁଡ଼ା ଗ୍ରାମର କୋରା ଗୌଡ଼ଙ୍କ ପୁଅ ବଳିଆ ଗୌଡ଼ ଆଜକୁ ପ୍ରାୟ ୧୦ବର୍ଷ ପୂର୍ବେ କୁଶପଲ୍ଲୀ ଗ୍ରାମର ରଶ୍ମିତାଙ୍କୁ ବିବାହ କରିଥିଲେ। ବିବାହ ପରେ ବଳିଆ ଓ ରଶ୍ମିତା କୋରାଙ୍କଠାରୁ ଅଲଗା ହୋଇ ରହୁଥିଲେ। ଇତିମଧ୍ୟରେ ବଳିଆଙ୍କ ୨ଝିଅ ଏବଂ ଗୋଟିଏପୁଅ ଜନ୍ମ ହୋଇଥିଲେ। ବଳିଆ ଶ୍ରମିକ ଭାବେ ତାମିଲନାଡୁର ଚେନ୍ନାଇ ସହରରେ ରହି କାମ କରନ୍ତି। ତେବେ ବଳିଆ ଏବଂ ରଶ୍ମିତାଙ୍କ ମଧ୍ୟରେ ମୋବାଇଲରେ ଅଧିକାଂଶ ସମୟରେ ଝଗଡ଼ା ହୋଇଥାଏ |
ରବିବାର ରାତିରେ ମଧ୍ୟ କୌଣସି କାରଣକୁ ନେଇ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ରଶ୍ମିତା ରାତି ପ୍ରାୟ ଗୋଟାଏରେ ନିଜ ୨ଝିଅ ଏବଂ ପୁଅକୁ ନେଇ ଘରଠାରୁ ପ୍ରାୟ ୪୦ ମିଟର ଦୂରରେ ଥିବା ଏକ କୂଅ ପାଖକୁ ଯାଇଥିଲେ । କୂଅ ପାଖରେ ପହଞ୍ଚିବା ପରେ ପ୍ରଥମେ ସାନ ଝିଅ ଆଲିଶା (୯ ମାସ), ପରେ ପୁଅ ଆଶିଷ (୫ ବର୍ଷ) ଏବଂ ବଡ଼ଝିଅ ଗୁଞ୍ଜନ (୯ ବର୍ଷ) ଙ୍କୁ କୂଅରେ ଫିଙ୍ଗିଦେବା ପରେ, ନିଜେ କୂଅକୁ ଡେଇଁ ପଡ଼ିଥିଲେ। ତେବେ ବଡ଼ଝିଅ ଗୁଞ୍ଜନ କୂଅରେ ପଡ଼ିବା ପରେ କୂଅ ମଧ୍ୟରେ ଥିବା ଏକ ପଥରକୁ ଧରି ଜୀବନ ବିକଳରେ ଚିତ୍କାର କରିଥିଲେ।
ଗୁଞ୍ଜନଙ୍କ ଚିତ୍କାର ଶୁଣି ଯଜ୍ଞ ମଣ୍ଡପରେ ଶୋଇଥିବା କେତେଜଣ ଗ୍ରାମବାସୀ କୂଅ ନିକଟରେ ପହଞ୍ଚିଥିଲେ। ସେତେବେଳେ ଗୁଞ୍ଜନ ପଥରକୁ ଧରି ପାଣି ଭିତରେ ଓହଳି ରହିଥିଲେ। ରଶ୍ମିତା ପାଣିରେପହଁରୁଥିଲେ। ଗ୍ରାମବାସୀ ବହୁ କଷ୍ଟରେ ଗୁଞ୍ଜନ ଏବଂ ରଶ୍ମିତାଙ୍କୁ ଜୀବିତ ଉଦ୍ଧାର କରିଥିଲେ। ତେବେ କୂଅରେ ପ୍ରାୟ ୨୦ ଫୁଟ ଉଚ୍ଚ ପାଣି ଥିବାରୁ ସାନଝିଅ ଆଲିଶା ଏବଂ ପୁଅ ଆଶିଷଙ୍କୁ ଉଦ୍ଧାର କରିପାରି ନ ଥିଲେ। ଗୁଞ୍ଜନ ଏବଂ ରଶ୍ମିତାଙ୍କୁ ତୁରନ୍ତ ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଚିକିତ୍ସିତ ହେବା ପରେ ରଶ୍ମିତା ଓ ଗୁଞ୍ଜନ ସୁସ୍ଥ ହୋଇ ଘରକୁ ଫେରିଥିଲେ।
ଅନ୍ୟପଟେ ଦୁଇ ଶିଶୁ କୂଅରେ ପଡ଼ିଥିବା ଖବର ଶେରଗଡ଼ ଅଗ୍ନିଶମ ବାହିନୀ ନିକଟରେ ସକାଳ ୮ଟାରେ ପହଞ୍ଚିବା ପରେ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେତେବେଳକୁ ଉଭୟଙ୍କ ମୃତ୍ୟୁ ହୋଇସାରିଥିଲା। ତେବେ ପୁଅ ଏବଂ ସାନ ଝିଅର ମୃତଦେହ ଦେଖି ରଶ୍ମିତା ପୁନର୍ବାର ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏକ ଧାରୁଆ ଅସ୍ତ୍ରରେ ସେ ନିଜ ଜିଭ କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଛି।
ପାରିବାରିକ କଳହ ପଛରେ କେଉଁ ରହସ୍ୟ ଲୁଚି ରହିଛି ଓ ରଶ୍ମିତା କାହିଁକି ଏଭଳି ଏକ ଚରମ ପଦକ୍ଷେପ ନେଲେ ଏହା ଜାଣିବା ପାଇଁ ତଦନ୍ତକୁ ତ୍ବରାନ୍ବିତ କରାଯାଇଛି ବୋଲି ଶେରଗଡ଼ ଥାନାଧିକାରୀ କହିଛନ୍ତି। ଏହି ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।


I simply could not leave your site prior to suggesting that I actually enjoyed the usual information a person supply on your guests? Is going to be back frequently in order to investigate cross-check new posts
The user journey aspect is key; focusing only on the deposit steps misses the initial discovery. Check out 1111 vpn app for a smoother first-time experience. Great overview!
This VIP setup seems pretty comprehensive, but remember to approach any gaming site with caution! Analyzing the psychology behind the ‘premium experience’ is key. Check out ppvi গেমস for more insights.
Honestly the best experience I’ve had recently. The games load fast and the payouts are legit. Definitely check out ph65jili if you want some real action!
Hello my famiy member! I wish too saay that ths podt iss
amazing, greatt writtten and com with approximaqtely all sinificant
infos. I’d lkke tto lok extra posts like tthis . xnxx
This deep dive into platform structure is useful. Thinking about the underlying value, the regulatory compliance aspect is key. For more tools, check out wilyonaryo slot download; it adds a solid layer.
Finally found an app that actually works without lagging. The graphics are great and winning feels so much easier here. Highly recommend downloading luckywingameapk.
Honestly, the focus on ‘efficient session control’ is key. It reminds me of cognitive load management. Makes you think about structuring play, not just chasing wins. Check out beeking ph game for a different angle.
This platform seems super streamlined, especially the mobile focus! It’s interesting how they nail the local feel. If you’re curious about the mechanics, check out okada play slot download; gives a good feel for the whole ecosystem.
As soon as I discovered this website I went on reddit to share some of the love with them.