ଏସ୍‌ସିବିରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ରାଜ୍ୟର ଦ୍ବିତୀୟ ମଦର୍‌ ମିଲ୍କ ବ୍ୟାଙ୍କ

ଏସ୍‌ସିବିରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ରାଜ୍ୟର ଦ୍ବିତୀୟ ମଦର୍‌ ମିଲ୍କ ବ୍ୟାଙ୍କ

ଭୁବନେଶ୍ୱର: ପରିତ୍ୟକ୍ତ ଅଥବା ମା ଛେଉଣ୍ଡ ଶିଶୁ ଆଉ ମା କ୍ଷୀରରୁ ବଂଚିତ ହେବେନି। ଏଥିପାଇଁ ଏସ୍‌ସିବିରେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ମଦର୍‌ ମିଲ୍କ ବ୍ୟାଙ୍କ |

ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗର ଉପରମହଲାରେ ତିଆରି ହୋଇଥିବା ବ୍ୟାପକ ସ୍ତନ୍ୟପାନ ପରିଚାଳନା କେନ୍ଦ୍ରରେ ୫୦ରୁ ୬୦ଜଣ ମା ପ୍ରତ୍ୟେକ ଦିନ ସେମାନଙ୍କ କ୍ଷୀରକୁ ସଂରକ୍ଷିତ ରଖିପାରିବେ। ଏଥିପାଇଁ ୨୫ଲକ୍ଷ ଟଙ୍କା ବ୍ୟୟରେ କେନ୍ଦ୍ର ତିଆରି କରାଯାଇଥିବା ବେଳେ ୨୨ଲକ୍ଷ ଟଙ୍କାର ଉପକରଣ ରଖାଯାଇଛି। ଏହି କେନ୍ଦ୍ରର କାମ ସରିଆସିଥିବା ବେଳେ ଖୁବ୍‌ଶୀଘ୍ର ଏହାର ଲୋକାର୍ପଣ କରାଯିବ।

ଶିଶୁରୋଗ ବିଭାଗୀୟ ମୁଖ୍ୟଙ୍କ ଅଧୀନରେ ‌ମଦର ମିଲ୍କ ବ୍ୟାଙ୍କ ପରିଚାଳିତ ହେବ। ଏହା କାର୍ଯ୍ୟକ୍ଷମ ହେଲେ ରାଜ୍ୟର ୨ୟ ମଦର ମିଲ୍କ ବ୍ୟାଙ୍କ ଭବେ ଏହା ମାନ୍ୟତା ପାଇବ। ପୂର୍ବରୁ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲରେ ମଦର ମିଲ୍କ ବ୍ୟାଙ୍କ ରହିଛି।

ଏହି ମଦର ମିଲ୍କ ବ୍ୟାଙ୍କ ପାଇଁ ମାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଅଧିକରୁ ଅଧିକ ମା କିପରି କ୍ଷୀର ଏହି ବ୍ୟାଙ୍କକୁ ଦେବେ ସେ ​ଦିଗରେ ସଚେତନତା ସୃଷ୍ଟି କରାଯିବ। ଏହା ଅନାଥ ଆଉ ପରିତ୍ୟକ୍ତ ଶିଶୁଙ୍କ ପାଇଁ ବରଦାନ ସଦୃଶ ହେବ।

ims news

12 thoughts on “ଏସ୍‌ସିବିରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ରାଜ୍ୟର ଦ୍ବିତୀୟ ମଦର୍‌ ମିଲ୍କ ବ୍ୟାଙ୍କ”

  1. I’ve tested many tools, but this platform’s security architecture stands out. The gcash app casino offers transparent metrics and efficient interfaces for serious players seeking data-driven entertainment experiences today.

  2. Smile for fortune hardcoreAdolecentes cojiendo xxxNews
    women sexy legsVintage jesus curriculumMichael mathison sexExtreme largest cocks picsSweet tiffany
    teen xnxx Seductive foreplay lesbian sex moviesFree online black pornoSon and father
    naked togetherNaked actresses during sexBrown posed nudeBlacks on mature
    videosPhillipines and pussyWicked woman dvd cover jenna adultBest deals for us virgin islandMiki nude https://newxxx.jumpandread.com Nude pic of tatuHot sex picsHolly
    madison free pic nudeSaskia burmeister sexySexy pics tiffani amber thiessen implantsIs it in yet small dickGirsl in plaid skirts sucking cockFree submitted adult videos real people xnxx Clitoris
    grandeDicks sporting goods electronic couponsMetcalf bottom trailSpanking and bukkakeFree sex movie xxx
    videoShoosh adultSoft porn fuckingAunt handjobWeird bdsm 3d porn

  3. It’s fascinating how easily accessible gaming has become! Seeing platforms like OkayPlay prioritize both security and user experience-from registration to funding-is key. Need a quick okayplay login? It’s a smart approach to building trust with players, especially in a growing market.

Leave a Reply

Your email address will not be published. Required fields are marked *