ବ୍ରହ୍ମପୁରରେ ବିଜେଡିର ବାଜିମାତ୍ : ବିଜେଡି ପ୍ରାର୍ଥୀନୀ ସଂଘମିତ୍ରା ଦଳେଇ ମେୟର ଭାବେ ନିର୍ବାଚିତ

ବ୍ରହ୍ମପୁର : ବ୍ରହ୍ମପୁରରେ ବାଜି ମାରିନେଲା ବିଜେଡି । ବିଜେଡି ମେୟର ପ୍ରାର୍ଥୀନୀ ସଂଘମିତ୍ରା ଦଳେଇ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀନୀ ସଂଘମିତ୍ରା ଦଳେଇ ୨୦,୨୮୬ ଅଧିକ ଭୋଟ ପାଇଁ ବିଜୟୀ ହୋଇଛନ୍ତି । ସଙ୍ଘମିତ୍ରାଙ୍କୁ ୬୬ ହଜାର ୬୮ ଖଣ୍ଡ ଭୋଟ ମିଳିଛି ।ତାଙ୍କ ନିକଟ ତମ ପ୍ରତିଦ୍ୱନ୍ଦି ସବିତା ସୁଆରଙ୍କୁ ୪୫ ହଜାର ୭ଶହ ୮୨ ଖଣ୍ଡ ଭୋଟ ମିଳିଛି । ସେହପରି ତୃତୀୟ ସ୍ଥାନରେ ରହିଛି ଆମ ଆଦମୀ ପାର୍ଟି । […]
I’m nnow nnot sufe where yoou aare getting you info, hoever goood topic.
I mut spend a while learning more orr understasnding more.
Thank youu for magnificent info I was searhing for this information ffor mmy mission.