ଏଥର ବନ୍ଧୁକ ପରିଚାଳନା କରିପାରିବେ ବନକର୍ମଚାରୀ, ଜଲଦି ମିଳିବାକୁ ଯାଉଛି ଅନୁମତି
ଭୁବନେଶ୍ୱର (ରାକେଶ): ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ (ଏସଟିଆର) ରେ ୨ଜଣ ବନ କର୍ମଚାରୀଙ୍କ ହତ୍ୟା ପରେ ରାଜ୍ୟର ବନ କର୍ମଚାରୀମାନଙ୍କୁ ଆଗ୍ନେୟାସ୍ତ୍ର ଚାଳନା ଉପରେ ଅନୁମତି ଦେବାକୁ ଯୋରଦାର ବିଚାର ବିମର୍ଶ ଚାଲିଛି।
ରାଜ୍ୟ ସରକାର ସିଆର୍ପିସିର ଧାରା ୧୯୭ (୨) ଅନୁସାରେ ଏହି ଅନୁମତି ଦେବା ପାଇଁ ଯୋଜନା କରାଯାଉଥିବା ଜଣାପଡ଼ିଛି। ବର୍ତ୍ତମାନ ସମୟରେ ଯେଉଁ ବନ କର୍ମଚାରୀ ମାନେ ବନ୍ଧୁକ ଧରୁଛନ୍ତି, ସେମାନେ ବନ୍ଧୁକ ଚାଳନାର କ୍ଷମତା ପାଇ ନାହାନ୍ତି। ଚାକିରୀ ହରାଇବା ଓ ତଦନ୍ତ ଭୟରେ ବନ କର୍ମଚାରୀମାନେ ବନ୍ଧୁକ ଚାଳନାରୁ କ୍ଷାନ୍ତ ରହିଥାନ୍ତି। ମାତ୍ର ଆଗକୁ ଏହି କ୍ଷେତ୍ରରେ ବନ କର୍ମଚାରୀଙ୍କ ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଆବଶ୍ୟକସ୍ଥଳେ ଶିକାରୀଙ୍କ ଉପରକୁ ଗୁଳି ଚଳାଇବାକୁ ଅନୁମତି ଦିଆଯିବା ନେଇ ବିଚାର କରାଯାଉଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।
ବନକର୍ମଚାରୀଙ୍କ ନିକଟରେ ବର୍ତ୍ତମାନ କାଁ ଭାଁ ବନ୍ଧୁକ ରହିଥିବା ବେଳେ ଶିକାରୀ ମାନେ ଏ କ୍ଷେତ୍ରରେ ବହୁ ଆଗରେ ରହୁଛନ୍ତି । ଯାହାଦ୍ୱାରା ରାଜ୍ୟରେ ଶିକାର ବଢ଼ିବା ସହିତ ଶିକାରୀଙ୍କ ଗୁଳିରେ ବନ କର୍ମଚାରୀଙ୍କ ଜୀବନ ମଧ୍ୟ ଯାଇଛି । ଏଥିରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇପାରନ୍ତି ବୋଲି ଜଣାପଡ଼ିଛି। ଅନ୍ୟପଟେ ଶିମିଳିପାଳ ଘଟଣାରେ ବନ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ଆସିଥିବା କେନ୍ଦ୍ରୀୟ ଟିମ୍ ମଧ୍ୟ ଏହି ସୁପାରିସ କରିଥିବା ଜଣାପଡ଼ିଛି।
ବର୍ତ୍ତମାନ ଆସାମରେ ୨୦୧୦ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ୨୦୧୨ରୁ ବନ କର୍ମଚାରୀଙ୍କୁ ଏହି ଅଧିକାର ଦିଆଯାଇଛି।ଏହି ଆଇନ୍ ଲାଗୁ ହେବା ପରେ ଯଦି କୌଣସି ସ୍ଥାନରେ ବନ କର୍ମଚାରୀମାନେ ବନ୍ୟଜନ୍ତୁ କିମ୍ବା ନିଜ ସୁରକ୍ଷା ପାଇଁ ସନ୍ଦିଗ୍ଧଙ୍କ ଉପରେ ଗୁଳି ଚାଳନା କରନ୍ତି, ତେବେ ସେମାନଙ୍କୁ ସୁରକ୍ଷା ମିଳିବ। ଯେପର୍ଯ୍ୟନ୍ତ ବିଚାର ବିଭାଗୀୟ ତଦନ୍ତରେ ଗୁଳିକାଣ୍ଡକୁ ବେଆଇନ୍ ଦର୍ଶାଯାଇ ନ ଥିବ ବ ସେ ପର୍ଯ୍ୟନ୍ତ ଗୁଳିଚାଳନା କରିଥିବା ବନ କର୍ମଚାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ ଏଥିରେ ବ୍ୟବସ୍ଥା ରହିଛି।


https://shorturl.fm/VJCWB
https://shorturl.fm/77LzR
https://shorturl.fm/b6kDu
https://shorturl.fm/AevMN
https://shorturl.fm/nxrgB
https://shorturl.fm/KiNMv
https://shorturl.fm/gy3cQ
https://shorturl.fm/fUQcv
https://shorturl.fm/R9J1o
https://shorturl.fm/eg8tf
https://shorturl.fm/esh1Y
https://shorturl.fm/kcP1S
https://shorturl.fm/5A4LF
https://shorturl.fm/XHLkr
https://shorturl.fm/mDeU6
https://shorturl.fm/ZfZOi
https://shorturl.fm/n1VVS
https://shorturl.fm/5Xw2X
https://shorturl.fm/NJMoZ
I was just looking for this information for a while. After 6 hours of continuous Googleing, finally I got it in your web site. I wonder what’s the lack of Google strategy that do not rank this type of informative sites in top of the list. Usually the top websites are full of garbage.
Some times its a pain in the ass to read what website owners wrote but this website is really user pleasant! .
I respect your piece of work, regards for all the interesting articles.
I really like your writing style, wonderful info , thankyou for posting : D.
Good write-up, I am regular visitor of one’s blog, maintain up the excellent operate, and It is going to be a regular visitor for a long time.
https://shorturl.fm/iQtS6
https://shorturl.fm/BBFly
https://shorturl.fm/YiOlP
https://shorturl.fm/Q4FWt
https://shorturl.fm/Dfdy4
https://shorturl.fm/OgQGq
https://shorturl.fm/4aIRS
I am extremely inspired along with your writing skills as well as with the format for your weblog. Is that this a paid theme or did you modify it yourself? Anyway stay up the excellent quality writing, it’s uncommon to see a great weblog like this one nowadays..
https://shorturl.fm/PzPBi
you might have an amazing weblog here! would you wish to make some invite posts on my weblog?
https://shorturl.fm/JyM4s
https://shorturl.fm/nZmLB
Amazing! This blog looks exactly like my old one! It’s on a entirely different topic but it has pretty much the same page layout and design. Excellent choice of colors!
For the latest 188bet link, I use link188betmoinhat. Always up-to-date. Saves me a lot of hassle each time. Check it out here: link188betmoinhat
Slots are so much fun, but getting started can be tricky! I really appreciate platforms like abc8 casino making it beginner-friendly with clear steps – account verification seems key for security, right? Great guide!
Lovely just what I was looking for.Thanks to the author for taking his clock time on this one.