ବିଶ୍ୱ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଆଜି ଶେଷ ଦିନ

ବିଶ୍ୱ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଆଜି ଶେଷ ଦିନ

ଭୁବନେଶ୍ୱର : ସମ୍ବଲପୁରର ବିଶ୍ଵ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ସୋମବାର, ମେ’ ୬ ତାରିଖ ହେଉଛି ଶେଷ ଦିନ। ଦେବ ଦମ୍ପତିଙ୍କ ବିବାହ ପରେ ଗତ ରବିବାର ମଧ୍ୟରାତ୍ରିରୁ ବିରାଟ ପଟୁଆରରେ ନଗର ପରିକ୍ରମା କରିଥିଲେ ଦେବ ଦମ୍ପତି ମହାଦେବ ଏବଂ ମାତା ପାର୍ବତୀ।

ଆଜି ପୁଣି ଦେବ ଦମ୍ପତି ନଗର ପରିକ୍ରମା କରିବେ। ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର କଳାକାର ସାମିଲ ହୋଇଛନ୍ତି। କୋଭିଡ ଯୋଗୁଁ ଦୁଇ ବର୍ଷ ଧରି ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇନଥିଲା ଶୀତଷଷ୍ଠୀ ଯାତ୍ରା। ଦୁଇ ବର୍ଷ ପରେ ଏହି ଉତ୍ସବ ପାଳନ କରାଯାଉଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ମହାଦେବ ଏବଂ ମା’ ପାର୍ବତୀଙ୍କ ଯୁଗଳ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିଛନ୍ତି ଭକ୍ତ।

ims news

One thought on “ବିଶ୍ୱ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଆଜି ଶେଷ ଦିନ

  1. [3862]Roobet অ্যাকাউন্ট খোলা এবং বিকাশ দিয়ে অনলাইন ক্যাসিনো গেম,roobet অ্যাপ download করে লাইভ ক্যাসিনো খেলার নিয়ম জানুন এবং সেরা অনলাইন স্লট গেম উপভোগ করুন। আজই সহজে রেজিস্ট্রেশন করে খেলা শুরু করুন। visit: roobet

Leave a Reply

Your email address will not be published. Required fields are marked *