ମରୁଆଁ ଗାଁରେ ନବବଧୁଙ୍କ ସନ୍ଦେହ ଜନକ ମୃତ୍ୟୂ !
ଭୁବନେଶ୍ୱର: ଯ୍ୟୌତୁକ ନିର୍ଯ୍ୟାତନା ଦେବା ସହ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ଝିଅର ପରିବାର ଲୋକେ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ମରୁଆଁ ଗ୍ରାମର ନରେନ୍ଦ୍ର ବନଗୁଲା ଙ୍କ ସ୍ତ୍ରୀ ବିଳାସିନୀ ବନଗୁଲା ଙ୍କ ସନ୍ଦେହ ଜନକ ମୃତ ଦେହ ଶାଶୁ ଘରୁ ଉଦ୍ଧାର ହୋଇଛି। ନରେନ୍ଦ୍ର ଙ୍କ କହିବା ଅନୁସାରେ ଗତକାଲି ରାତିରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ନରେନ୍ଦ୍ର ଶୋଇବାକୁ ଯାଇ ଥିଲେ । ବିଳମ୍ବିତ ରାତ୍ରୀ ରେ ନରେନ୍ଦ୍ର ତାଙ୍କ ସ୍ତ୍ରୀ ଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଝିଅର ମୃତ୍ଯୁ ହୋଇ ଯାଇଥିବା ନେଇ ଖପ୍ରାଖୋଲ ଥାନା ମହୁରୁଣ୍ଡି ଗାଁର ଡିଙ୍ଗର ବୁଡେକ ଆଜି ସକାଳେ ଖବର ପାଇଥିଲେ। ଝିଅର ବାପା ଡିଙ୍ଗରଙ୍କ କହିବା ଅନୁସାରେ, ଝିଅ ବିଳାସିନୀଙ୍କ ବିବାହ ମରୁଆଁ ଗାଁର ନରେନ୍ଦ୍ର ବନଗୁଲାଙ୍କ ସହିତ ଗତ ଫେବୃଆରୀ ୨୫ ତାରିଖରେ ସାମଜିକ ରୀତିନୀତି ରେ ହୋଇଥିଲା l ବିବାହର ୧୫ ଦିନ ପରେ ଜ୍ବାଇଁ ନରେନ୍ଦ୍ର ଏକ ବାଇକ୍ ପାଇଁ ବିଳାସିନୀଙ୍କ ଉପରେ ଶାରୀରିକ, ମାନସିକ ନିର୍ଯ୍ୟାତନା ଦେଇ ଆସୁଥିବାର ଅଭିଯୋଗ ହୋଇଥିଲା । ବିବାଦ ବଢିବାରୁ ଉଭୟ ପରିବାର ପକ୍ଷରୁ ଆପୋଷ ବୁଝାମଣା ହୋଇଥିଲା । ଆଜି ଝିଅ ର ମୃତ୍ୟୁ ଖବର ପାଇ ଝିଅ ର ବାପା ଓ ତାଙ୍କ ପରିବାର ସମ୍ପର୍କୀୟ ଙ୍କ ସହ ସକାଳେ ମରୁଆଁ ଗାଁରେ ପହଞ୍ଚିଥିଲେ । ଝୀଅ କୁ ହତ୍ୟା କରାଯାଇ ଥିବା ଅଭିଯୋଗ ନେଇ ପାଟଣାଗଡ଼ ଥାନାର ଦ୍ଵାରସ୍ଥ ହୋଇଥିବା ଜଣାପଡିଛି ।


Login is super fast and I never encounter any glitches. It is refreshing to find a site that actually works as intended. Go to pasar123login
Cacinoaguero is exactly what I was missing in my online routine. The mix of classic table games and quick sports markets keeps things fresh. I love how they send friendly reminders about new tournaments and the monthly reload bonus always shows up right when I need it. It really feels like a community where every member is welcome to join the fun. cacinoaguero
Very nice post. I justt tumbled upon yohr bloig annd waznted too saay thaat I’ve trduly enjolyed surfibg around youyr
log posts. In anny case I’ll be subscribing too yur fed and I hope youu wrfite again soon! xnxx
The APK installation was a breeze and the performance is top notch. Everything feels very responsive. Get the app at pkjjwinapk