ବର୍ଷା ଯୋଗୁଁ ଭାଙ୍ଗିଲା ମେଡିକାଲ କଲେଜ ପାଚେରୀ, ଜଣେ ମୃତ
ଭୁବନେଶ୍ୱର : ପାଚେରୀ ଭୁଶୁଡିଯିବାରୁ ଯୁବ ବ୍ୟବସାୟୀଙ୍କର ମୃତ୍ୟୁ | ସୂଚନା ଅନୁସାରେ କୋରାପୁଟ ସହରରେ ଗତ ରାତିରେ ପ୍ରବଳ ବର୍ଷା ହେବା କାରଣରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ପାଚେରୀ ଭାଙ୍ଗି ଯିବାରୁ ସହରର ଜଣେ ଯୁବ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଯାଇଛି |
ମୃତ ଯୁବକ ଜଣକ ଜଣେ ହୋଟେଲ ବ୍ୟବସାୟୀ ହୋଇଥିବାବେଳେ ସେ ସେହି ବାଟ ଦେଇ ଗଲାବେଳେ ତାଙ୍କ ଉପରେ ପାଚେରୀ ପଡିଯିବାରୁ ସେ ଗୁରୁତର ହୋଇଥିଲେ । ଏହାପରେ ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି | ଏହାଛଡା ଦିଲ୍ଲୀପ କୁମାର ଲେଙ୍କା ନାମକ ବ୍ୟକ୍ତିଙ୍କର କାରଟି ମଧ୍ୟ କ୍ଷତିଗସ୍ତ ହୋଇଥିବା ଜଣାପଡିଛି ।


The app version is so much better than the browser. Installation was a breeze and the graphics are top notch. Great job on 7gameasiaapk.
Super impressed with the bonus options here. I managed to hit a nice streak today. Definitely spending more time on 7c7770login from now on.