ବିହାର ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରଶାନ୍ତ ସାଜିଛନ୍ତି ବାଧକ
ଭୁବନେଶ୍ୱର : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ତୁହାକୁ ତୁହା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ୍ କରି ତାଙ୍କ ଅଡ଼ୁଆ ବଢ଼ାଇ ଦେଇଛନ୍ତି । ପ୍ରଶାନ୍ତ କିଶୋର ଗତକାଲି ପୁଣିଥରେ ତାଙ୍କ ଦାବି ଦୋହରାଇ କହିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହାମେଣ୍ଟ ଛାଡ଼ି ଦେଇପାରନ୍ତି ଏବଂ ସେ ପୁଣିଥରେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟକୁ ଫେରି ପାରନ୍ତି। କିଶୋର କହିଛନ୍ତି, ବିହାର ମୁଖ୍ୟମନ୍ତ୍ରୀ ୨୦୧୫ ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ଲୋକଙ୍କଠାରୁ ଭୋଟ୍ ମାଗିଥିଲେ। କିନ୍ତୁ ସେ ଲୋକଙ୍କୁ ଠକି ୨ ବର୍ଷ ପରେ ପୁଣିଥରେ ବିଜେପି ସହ ମେଣ୍ଟ କରିଥିଲେ। ଏବେ ସେ ପୁଣିଥରେ ବିଜେପି ବିରୋଧୀ କହି ଛଳନା କରୁଥିବା ବେଳେ ଅସଲରେ ନୀତୀଶ ବିଜେପି ମେଣ୍ଟକୁ ଫେରିବା ପାଇଁ ଚାହୁଛନ୍ତି।
ସୂଚନାନୁସାରେ ପ୍ରଶାନ୍ତ କିଶୋର ଦୁଇଦିନ ତଳେ ମଧ୍ୟ ନୀତୀଶଙ୍କୁ ଟାର୍ଗେଟ୍ କରିଥିଲେ। କିଶୋର ବିହାରରେ ପଦଯାତ୍ରାରେ ଥିବା ସମୟରେ କହିଥିଲେ ନୀତୀଶ କୁମାର ବିଜେପି ସହ ସମ୍ପର୍କ ଚ୍ଛିନ୍ନ କରିଥିଲେ ମଧ୍ୟ ତାଙ୍କ ଦଳର ସାଂସଦ ତଥା ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ମାଧ୍ୟମରେ ବିଜେପି ସହ ସଲାସୁତରା କରିବାକୁ ଉଦ୍ୟମ ଚଳାଇଛନ୍ତି।
ପ୍ରଶାନ୍ତ କିଶୋର ନୀତୀଶଙ୍କ ରଣନୀତି ସଂପର୍କରେ ଭଲଭାବେ ଅବଗତ ଥିବାରୁ ତାଙ୍କର ବୟାନକୁ ରାଜନୈତିକ ମହଲରେ ଗମ୍ଭୀରତାର ସହ ନିଆଯାଉଛି । ଏହାକୁନେଇ ବିହାର ମହାମେଣ୍ଟରେ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି ଏବଂ ଆର୍ଜେଡିରେ ମଧ୍ୟ ନୀତୀଶ ବିରୋଧୀ ସ୍ବର ତେଜିବା ଆଶଙ୍କା କରାଯାଉଛି। ଅନ୍ୟପକ୍ଷେ ନୀତୀଶ କୁମାର ଆଜି ପ୍ରଶାନ୍ତ କିଶୋରଙ୍କୁ କଡ଼ା ଜବାବ ଦେଇଛନ୍ତି। ପ୍ରଶାନ୍ତ କିଶୋର କେବଳ ଆତ୍ମପ୍ରଚାର ପାଇଁ ଏଭଳି କଥା କହୁଛନ୍ତି ଏବଂ ସେ ଯାହା ଚାହୁଛନ୍ତି ତାହା ସ୍ପଷ୍ଟ କରନ୍ତୁ ବୋଲି ନୀତୀଶ କହିଛନ୍ତି।


Hello! I just would like to give a huge thumbs up for the great info you have here on this post. I will be coming back to your blog for more soon.
What i don’t realize is in fact how you’re not actually much more well-liked than you may be right now. You are so intelligent. You already know therefore considerably in relation to this topic, made me in my view imagine it from a lot of various angles. Its like men and women aren’t interested unless it¦s something to do with Woman gaga! Your individual stuffs nice. Always care for it up!
I saw a lot of website but I think this one has something extra in it in it
Tried mb66dangnhap the other day. It’s alright! Not my favorite, but also not the worst one ever. If you are looking for something specific, it can be great! To try it, go to mb66dangnhap.
I like this post, enjoyed this one appreciate it for posting.
I really appreciate this post. I’ve been looking everywhere for this! Thank goodness I found it on Bing. You’ve made my day! Thank you again!
Hey, you used to write excellent, but the last few posts have been kinda boringK I miss your tremendous writings. Past few posts are just a bit out of track! come on!
As a Newbie, I am continuously browsing online for articles that can aid me. Thank you
I have read some excellent stuff here. Definitely price bookmarking for revisiting. I wonder how a lot attempt you put to make any such great informative website.
naturally like your web site but you need to check the spelling on several of your posts. Several of them are rife with spelling problems and I to find it very troublesome to tell the reality then again I’ll certainly come back again.
Hi, Neat post. There’s a problem with your website in internet explorer, would check this… IE still is the market leader and a good portion of people will miss your excellent writing because of this problem.
I liked up to you’ll receive carried out right here. The comic strip is tasteful, your authored subject matter stylish. nevertheless, you command get got an edginess over that you would like be handing over the following. ill unquestionably come further previously again since precisely the same just about a lot regularly inside of case you defend this increase.
Thanks a lot for sharing this with all of us you really know what you’re talking about! Bookmarked. Please also visit my web site =). We could have a link exchange contract between us!