ଖଟିଆରେ ଯିବାକୁ ପଡ଼ୁଛି ଡାକ୍ତରଖାନା, ଦାବି ପୂରଣ ନହେଲେ ବ୍ଲକ ଘେରାଉ

ଖଟିଆରେ ଯିବାକୁ ପଡ଼ୁଛି ଡାକ୍ତରଖାନା, ଦାବି ପୂରଣ ନହେଲେ ବ୍ଲକ ଘେରାଉ

ଗଂଜାମ (ସିପ୍ରାରାଣୀ ତ୍ରିପାଠୀ): ବିପିଏଲ ହିତାଧିକାରୀ ୪୪କି.ମି. ଅତିକ୍ରମ କଲେ ମିଳୁଛି ବିପିଏଲ ଚାଉଳ। ସକାଳ ୬ଟାରୁ ବାହାରିଲେ ସନ୍ଧ୍ୟା ୬ଟାରେ ଫେରିବାକୁ ପଡ଼ୁଛି। ଗଞ୍ଜାମ ଜିଲ୍ଲା ସହଦେବ ଟିକରପଡ଼ା ପଞ୍ଚାୟତରେ ଗାଁକୁ ଯାତାୟତ ପାଇଁ ପାଦଚଲା ରାସ୍ତା ନଥିବାରୁ ଏଭଳି ଅବସ୍ଥା ଭୋଗିବାକୁ ପଡୁଛି ସାଧାରଣ ଜନତାଙ୍କୁ । ବର୍ଷା ହେ​ଲେ ରାସ୍ତାରେ ଯାତାୟତ ସମ୍ଭବ ହୋଇପାରୁନାହିଁ। ଆଦିବାସୀ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଧାୟକ ଶକ୍ତି, ରାଜସ୍ବ ବିଭାଗର ମନ୍ତ୍ରୀ ଥାଇ ମଧ୍ୟ ସ୍ଥାନୀୟ ଅଧିବାସୀ ରାସ୍ତା, ବିଜୁଳି, ନଳକୂଅ ଏବଂ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏ ସମ୍ପର୍କରେ ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡା ପଞ୍ଚୟତ ଦାଦୁରୁମା କୁରୁମା, ଗୋଚ୍ଛାପଟାର ବାସିନ୍ଦାମାନେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି। ଫଳରେ ଗ୍ରାମବାସୀ ଦୁର୍ଗମ ଅଞ୍ଚଳର ବିପଦପୂର୍ଣ୍ଣ ଘାଟି ପାର ହୋଇ ଯିବାକୁ ପଡ଼ୁଛି। ପରିତାପର ବିଷୟ ସ୍ଥାନୀୟ ବିଧାୟକଙ୍କୁ ବାରମ୍ବାର ଗୁହାରି କଲେ ମଧ୍ୟ ସେମାନଙ୍କ ଦୁଃଖକୁ ବିଧାୟକ ଶୁଣିବା ପରିବର୍ତ୍ତେ ଭଣ୍ଡେଇ ଚାଲିଛନ୍ତି।

ଏପରିକି ଗାଁରେ କେହି ଅସୁସ୍ଥ ହେଲେ ଦୋଳା (ଖଟିଆ) ଦ୍ବାରା ନେବାକୁ ପଡୁଛି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ଅପହଞ୍ଚ ଅଞ୍ଚଳ ଅଛି ଯେଉଁଠି ଅଧିବାସୀ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି, ତାହା ଦାଦୁରୁମା, କୁରୁମା ଏବଂ ଗୋଚ୍ଛାପଟା ଗ୍ରାମର ଚିତ୍ର ସ୍ପଷ୍ଟ କରୁଛି l ଦିଗପହଣ୍ଡି ସଦର ମହକୁମାଠାରୁ ପ୍ରାୟ ୪୦କିମି ଦୂରରେ ଚାରିଟି ପାହାଡ଼ ଘେରା ଗ୍ରାମ ଦାଦୁରୁମା, ଗୋଚ୍ଛାପଟା ଗ୍ରାମରେ ପ୍ରାୟ ୪୦ ପରିବାର ବସବାସ କରୁଛନ୍ତି। ଏଠାରେ ପାନୀୟ ଜଳ, ବିଦ୍ୟୁତ୍‌ ଓ ରାସ୍ତା ନାହିଁ। ସୌରଶକ୍ତି ମାଧ୍ୟମରେ କିଛି ମାତ୍ରା ଅନ୍ଧାର ଦୂର କରାଯାଉଛି। ନିର୍ବାଚନ ଆସିଲେ ନେତାମାନେ ଭୋଟ ମାଗନ୍ତି। ସରିଲେ ସ୍ଥାନୀୟ ନେତା, ଜନପ୍ରତିନିଧି ଓ ମନ୍ତ୍ରୀ ସବୁ ଭୁଲିଯାଆନ୍ତି।
ସେହିପରି ଗାଁକୁ ଆମ୍ବୁଲାନ୍ସ ଆସୁନଥିବାରୁ ୪ଟି ପାହାଡ଼ ଦେଇ ଦୋଳା (ଖଟିଆ)ରେ ରୋଗୀଙ୍କୁ ମୋହନା ବ୍ଲକର ଡେଙ୍ଗେମା କାଇଟମା ପିଚୁ ରାସ୍ତା ଏବଂ ସେହି ବ୍ଲକର ହାଣ୍ଡିମା ଜାମାଡିହର ପିଚୁ ରାସ୍ତାକୁ ନେଉଛନ୍ତିl ଗ୍ରାମବାସୀ ପ୍ରତିମାସରେ ଚାଉଳ ଆଣିବାକୁ ଯାଇଥାଆନ୍ତି l ହେଲେ ଏହି ଗ୍ରାମରୁ ମୋହନା ବ୍ଲକର ଶିଙ୍କୁଳିଆ ପଦର ପଞ୍ଚାୟତକୁ ପାଖାପାଖି ୫କି.ମି. ଦୂରରେ ଅଛି l ଯଦି ଏଠାରେ ଚାଉଳ ମିଳିପାରନ୍ତା ତେବେ ସେମାନେ ଉପକୃତ ହୋଇପାରନ୍ତେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲାକୁ ୧ନମ୍ବରରେ ପରିଣତ କରିବା ପାଇଁ କହୁଥିଲେ ମଧ୍ୟ ସ୍ଥାନୀୟ ଜନସାଧାରଣଙ୍କ ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି ବୋଲି ବିଜେପିର ପୂର୍ବ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ କହିଛନ୍ତି। କହିଛନ୍ତି ଯଦି ଉନ୍ନୟନମୂଳକ ପଦକ୍ଷେପ ନିଆନଯାଏ, ତେବେ ଆଗାମୀ ଦିନରେ ବ୍ଲକ ସମ୍ମୁଖରେ ଧାରଣା ଏବଂ ଘେରାଉ ପାଇଁ ଚେତାବନୀ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୁଦାମ ଗୌଡ଼, ସେବକ ଦଳାଇ, ଚିନ୍ମୟ ରେଡି, ପାଣ୍ଡବ ପରିଡା, ପ୍ରତିଭା ଏବଂ ସ୍ଥାନୀୟ ବାସିନ୍ଦା ଲକ୍ଷ୍ମଣ, ସନାତନ, ସରୋଜ, ଚନ୍ଦ୍ର, ପବିତ୍ର ମଙ୍ଗରାଜ ଅନତ ଓ ରାଜେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ। ରାସ୍ତା ନ ଥିବାରୁ ଲୋକମାନେ ବୋହୁଅସୁବିଧାରେ ଥିବାବେଳେ ପ୍ରଶାସନ ଶୁଣୁନଥିବାରୁ ବ୍ଲକ ଘେରାଉ ହେବାପାଇଁ ଦାବି କରିଛନ୍ତି |

ims news

78 thoughts on “ଖଟିଆରେ ଯିବାକୁ ପଡ଼ୁଛି ଡାକ୍ତରଖାନା, ଦାବି ପୂରଣ ନହେଲେ ବ୍ଲକ ଘେରାଉ

  1. Hi are using WordPress for your site platform? I’m new to the blog world but I’m trying to get started and create my own. Do you require any coding expertise to make your own blog? Any help would be really appreciated!

  2. Hello just wanted to give you a quick heads up. The text in your article seem to be running off the screen in Safari. I’m not sure if this is a formatting issue or something to do with web browser compatibility but I thought I’d post to let you know. The design and style look great though! Hope you get the issue resolved soon. Many thanks

  3. Hello, I think your site might be having browser compatibility issues. When I look at your blog site in Firefox, it looks fine but when opening in Internet Explorer, it has some overlapping. I just wanted to give you a quick heads up! Other then that, terrific blog!

  4. Hi there! Someone in my Myspace group shared this website with us so I came to check it out. I’m definitely loving the information. I’m bookmarking and will be tweeting this to my followers! Excellent blog and superb style and design.

  5. Thanx for the effort, keep up the good work Great work, I am going to start a small Blog Engine course work using your site I hope you enjoy blogging with the popular BlogEngine.net.Thethoughts you express are really awesome. Hope you will right some more posts.

  6. My spouse and i were so more than happy Michael managed to deal with his analysis from the precious recommendations he received through the web pages. It is now and again perplexing to just happen to be offering helpful hints that many some people might have been making money from. We keep in mind we’ve got the writer to thank for this. The most important illustrations you’ve made, the easy web site menu, the friendships you can make it easier to promote – it is all extraordinary, and it is leading our son in addition to our family consider that that content is interesting, which is certainly really indispensable. Thanks for all!

  7. Thanks so much for providing individuals with a very memorable opportunity to read from this blog. It’s always very nice plus stuffed with a lot of fun for me and my office colleagues to visit your site at the least 3 times weekly to find out the new guidance you will have. Not to mention, I’m certainly astounded with your great things served by you. Selected two points in this article are particularly the finest we have ever had.

  8. Howdy this is kinda of off topic but I was wondering if blogs use WYSIWYG editors or if you have to manually code with HTML. I’m starting a blog soon but have no coding know-how so I wanted to get advice from someone with experience. Any help would be greatly appreciated!

  9. I want to get across my affection for your kind-heartedness giving support to individuals that really need assistance with this one area. Your personal commitment to getting the solution all-around was definitely invaluable and have specifically helped folks much like me to reach their ambitions. This invaluable report entails a great deal a person like me and further more to my colleagues. Thanks a ton; from everyone of us.

  10. What i do not realize is if truth be told how you’re now not really a lot more neatly-liked than you might be right now. You are so intelligent. You recognize therefore significantly on the subject of this matter, made me in my view consider it from numerous various angles. Its like women and men aren’t fascinated until it’s one thing to do with Woman gaga! Your own stuffs great. All the time handle it up!

  11. Hello! I could have sworn I’ve been to this blog before but after browsing through some of the post I realized it’s new to me. Anyways, I’m definitely happy I found it and I’ll be book-marking and checking back frequently!

Leave a Reply

Your email address will not be published. Required fields are marked *