ଆଖିଧରା ପାଇଁ ଆସିବ ମାର୍ଗଦର୍ଶିକା

ଆଖିଧରା ପାଇଁ ଆସିବ ମାର୍ଗଦର୍ଶିକା

ଭୁବନେଶ୍ୱର(ସରିତା ଦାସ୍): ଆଖିଧରା ରୋଗ ଧୀରେ ଧୀରେ ବ୍ୟାପିବାରେ ଲାଗିଛି। ସମ୍ବଲପୁର ସଦର ମେଡିକାଲ ଓ ଭିମାସରରେ ଆଖିଧରା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି|
ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଏବେ ୬୦ପ୍ରତିଶତରୋଗୀକେବଳ ଆଖୀ ଧରା ସଂକ୍ରମିତ ବୋଲି ଜଣାପଡିଛି |ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ପୂର୍ବ ତୁଳନାରେ ଏହି ଆଖି ଧରା ରୋଗୀଙ୍କ ସଂଖ୍ୟା ଦୁଇଗୁଣା ରେ ପହଞ୍ଚିଯିବା ଡ଼ାକ୍ତର କହିଛନ୍ତି|
ଏବେ ସଂକ୍ରମିତ ସଂଖ୍ୟା ବଢୁଥିବାରୁ ରାଜ୍ୟ ମାଗ୍ରଦର୍ଶୀକା ଜାରି କରିପାରନ୍ତି। ଏହା ଏକ ଭୂତାଣୁ ଜନିତ ରୋଗ। ଭୂତାଣୁ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ ହୋଇଥିବାରୁ ସତର୍କ ରହିବାକୁ ପଡିବ। ତେଣୁ ସ୍କୁଲରେ ଯେଉଁ ପିଲାଙ୍କୁ ବ୍ୟାପୁଛି ତାଙ୍କ ବାପା ମାଆଙ୍କୁ ଅନୁରୋଧ ସେ ପିଲା ମାନଙ୍କୁ ସ୍କୁଲ ନ ଛାଡିବାକୁ|

ims news

21 thoughts on “ଆଖିଧରା ପାଇଁ ଆସିବ ମାର୍ଗଦର୍ଶିକା

  1. Magnificent web site. Lots of useful information here. I’m sending it to several friends ans also sharing in delicious. And obviously, thanks for your effort!

  2. A formidable share, I just given this onto a colleague who was doing a bit of evaluation on this. And he in actual fact purchased me breakfast as a result of I found it for him.. smile. So let me reword that: Thnx for the deal with! However yeah Thnkx for spending the time to discuss this, I feel strongly about it and love reading extra on this topic. If potential, as you change into expertise, would you thoughts updating your weblog with extra details? It’s extremely useful for me. Large thumb up for this blog publish!

  3. I have learn some excellent stuff here. Definitely value bookmarking for revisiting. I surprise how a lot effort you put to create this type of magnificent informative site.

Leave a Reply

Your email address will not be published. Required fields are marked *