ରିଲିଜ ହେଲା ଅଡିଓ, ମୁକ୍ତିଲାଭ କରିବ ‘ତୁ ସେଇ ନୀଳନୟନା’

ରିଲିଜ ହେଲା ଅଡିଓ, ମୁକ୍ତିଲାଭ କରିବ ‘ତୁ ସେଇ ନୀଳନୟନା’

ଭୁବନେଶ୍ୱର(ନମିତା): ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ତୁ ସେଇ ନୀଳନୟନା’ର ଅଡ଼ିଓ ଭିନ୍ନ ଏକ ଅନ୍ଦାଜରେ ସିନେପଲିସ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିଲା |
ବଗନି ପଟନାୟକ ଫିଲ୍ମସର ପ୍ରଯୋଜକ,ବିନି ପଟନାୟକ ନିର୍ଦେଶକ,ପ୍ରେମଆନନ୍ଦ ଗୀତିକାର ଓ ବରିଷ୍ଠ ପ୍ରଯୋଜକ ପ୍ରଦୁମ୍ନ ଲେଙ୍କା ପ୍ରମୁଖ ଚଳଚ୍ଚିତ୍ରର ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଥିଲେ |

ବହୁତ ଜଲଦି ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି ‘ତୁ ସେଇ ନୀଳନୟନା’ | ଭିନ୍ନ ଏକ ପ୍ରେମ କାହାଣୀକୁ ନେଇ ତିଆରି ହୋଇଛି ଏହି ଫିଲ୍ମଟି, ଓଡ଼ିଆ ମନୋରଂଜନ ଜଗତର ଅଫେରା କିମ୍ବଦନ୍ତୀ କଳାକାର ପିଣ୍ଟୁ ନନ୍ଦଙ୍କୁ ଦେଖିବେ ଏକ ନୂଆ ଅବତାରରେ | ଉପଦେଷ୍ଟା ମନୋଜ ସ୍ୱାଇଁ କହିଛନ୍ତି ଦର୍ଶକଙ୍କୁ ନୂଆ ତଥା ଓଡ଼ିଆ ଛୁଙ୍କରେ ତିଆରି ପାରିବାରିକ ଫିଲ୍ମ ଦେବା ପାଇଁ ଆମେ ଚେଷ୍ଟା କରିଛୁ | ନିଆରା ଏକ କାହାଣୀ କୁ ନେଇ ତିଆରି ହୋଇଛି ଫିଲ୍ମ, ଏବଂ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଯୋର ଦେଇ କହିଛନ୍ତି ନିର୍ଦେଶକ ତ୍ରିପତି ସାହୁ |

ଏହି ଚଳଚ୍ଚିତ୍ର ସଂଗୀତ ସଜାଇଛନ୍ତି ଓଡ଼ିଶାର ଲୋକପ୍ରିୟ ସଂଗୀତ ନିର୍ଦେଶକ ପ୍ରେମାନନ୍ଦ ଏବଂ ସ୍ୱର ଦେଇଛନ୍ତି ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ସୋହିନୀ ମିଶ୍ର, ଆଶୁତୋଷ ଓ ଅମ୍ରିତା ନାୟକ | ଭଲ ପାଇବାର ସ୍ପର୍ଶରେ ପଥର କିପରି କୋମଳ ହୁଏ ତାହା ଏଇ ଫିଲ୍ମରେ ଦେଖିବାକୁ ମିଳିବ ବୋଲି କହିଛନ୍ତି ଫିଲ୍ମର ପୁରା ଟିମ |ଓଡିଶାର ଅଗଣିତ ପ୍ରେମୀ ମାନଙ୍କ ଚାହିଦା ପୁରଣ କରିବାକୁ ଖୁବଶୀଘ୍ର ଆସୁଅଛି ଫିଲ୍ମ ତୁ ସେଇ ନୀଳନୟନା , ବୋଲି ଚଳଚ୍ଚିତ୍ର ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଥିବା ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ଼ ପ୍ରଣୟ ଜେସି ସୂଚନା ଦେଇଛନ୍ତି |

ims news

35 thoughts on “ରିଲିଜ ହେଲା ଅଡିଓ, ମୁକ୍ତିଲାଭ କରିବ ‘ତୁ ସେଇ ନୀଳନୟନା’

  1. Hello there, I discovered your website by way of Google while searching for a similar matter, your web site got here up, it looks great. I’ve bookmarked it in my google bookmarks.

  2. F*ckin’ amazing issues here. I am very satisfied to peer your post. Thank you so much and i’m taking a look forward to touch you. Will you please drop me a e-mail?

  3. After study a few of the blog posts on your website now, and I truly like your way of blogging. I bookmarked it to my bookmark website list and will be checking back soon. Pls check out my web site as well and let me know what you think.

  4. Hi, Neat post. There is a problem with your website in internet explorer, would check this… IE still is the market leader and a good portion of people will miss your fantastic writing due to this problem.

  5. Howdy! Someone in my Facebook group shared this site with us so I came to check it out. I’m definitely loving the information. I’m book-marking and will be tweeting this to my followers! Great blog and wonderful style and design.

  6. hey there and thank you in your information – I have definitely picked up anything new from proper here. I did however experience a few technical points the usage of this site, as I experienced to reload the site a lot of times prior to I may just get it to load properly. I had been puzzling over in case your web hosting is OK? Now not that I am complaining, but sluggish loading cases times will often impact your placement in google and could injury your quality rating if advertising and ***********|advertising|advertising|advertising and *********** with Adwords. Anyway I am adding this RSS to my e-mail and can glance out for a lot extra of your respective fascinating content. Ensure that you replace this again soon..

  7. Great work! This is the type of information that should be shared around the net. Shame on the search engines for not positioning this post higher! Come on over and visit my website . Thanks =)

  8. This is very interesting, You’re a very skilled blogger. I’ve joined your feed and look forward to seeking more of your wonderful post. Also, I have shared your web site in my social networks!

  9. Hi there! This is kind of off topic but I need some advice from an established blog. Is it very hard to set up your own blog? I’m not very techincal but I can figure things out pretty quick. I’m thinking about setting up my own but I’m not sure where to start. Do you have any ideas or suggestions? Thank you

Leave a Reply

Your email address will not be published. Required fields are marked *