ଖଟିଆରେ ଯିବାକୁ ପଡ଼ୁଛି ଡାକ୍ତରଖାନା, ଦାବି ପୂରଣ ନହେଲେ ବ୍ଲକ ଘେରାଉ
ଗଂଜାମ (ସିପ୍ରାରାଣୀ ତ୍ରିପାଠୀ): ବିପିଏଲ ହିତାଧିକାରୀ ୪୪କି.ମି. ଅତିକ୍ରମ କଲେ ମିଳୁଛି ବିପିଏଲ ଚାଉଳ। ସକାଳ ୬ଟାରୁ ବାହାରିଲେ ସନ୍ଧ୍ୟା ୬ଟାରେ ଫେରିବାକୁ ପଡ଼ୁଛି। ଗଞ୍ଜାମ ଜିଲ୍ଲା ସହଦେବ ଟିକରପଡ଼ା ପଞ୍ଚାୟତରେ ଗାଁକୁ ଯାତାୟତ ପାଇଁ ପାଦଚଲା ରାସ୍ତା ନଥିବାରୁ ଏଭଳି ଅବସ୍ଥା ଭୋଗିବାକୁ ପଡୁଛି ସାଧାରଣ ଜନତାଙ୍କୁ । ବର୍ଷା ହେଲେ ରାସ୍ତାରେ ଯାତାୟତ ସମ୍ଭବ ହୋଇପାରୁନାହିଁ। ଆଦିବାସୀ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଧାୟକ ଶକ୍ତି, ରାଜସ୍ବ ବିଭାଗର ମନ୍ତ୍ରୀ ଥାଇ ମଧ୍ୟ ସ୍ଥାନୀୟ ଅଧିବାସୀ ରାସ୍ତା, ବିଜୁଳି, ନଳକୂଅ ଏବଂ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏ ସମ୍ପର୍କରେ ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡା ପଞ୍ଚୟତ ଦାଦୁରୁମା କୁରୁମା, ଗୋଚ୍ଛାପଟାର ବାସିନ୍ଦାମାନେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି। ଫଳରେ ଗ୍ରାମବାସୀ ଦୁର୍ଗମ ଅଞ୍ଚଳର ବିପଦପୂର୍ଣ୍ଣ ଘାଟି ପାର ହୋଇ ଯିବାକୁ ପଡ଼ୁଛି। ପରିତାପର ବିଷୟ ସ୍ଥାନୀୟ ବିଧାୟକଙ୍କୁ ବାରମ୍ବାର ଗୁହାରି କଲେ ମଧ୍ୟ ସେମାନଙ୍କ ଦୁଃଖକୁ ବିଧାୟକ ଶୁଣିବା ପରିବର୍ତ୍ତେ ଭଣ୍ଡେଇ ଚାଲିଛନ୍ତି।
ଏପରିକି ଗାଁରେ କେହି ଅସୁସ୍ଥ ହେଲେ ଦୋଳା (ଖଟିଆ) ଦ୍ବାରା ନେବାକୁ ପଡୁଛି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ଅପହଞ୍ଚ ଅଞ୍ଚଳ ଅଛି ଯେଉଁଠି ଅଧିବାସୀ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି, ତାହା ଦାଦୁରୁମା, କୁରୁମା ଏବଂ ଗୋଚ୍ଛାପଟା ଗ୍ରାମର ଚିତ୍ର ସ୍ପଷ୍ଟ କରୁଛି l ଦିଗପହଣ୍ଡି ସଦର ମହକୁମାଠାରୁ ପ୍ରାୟ ୪୦କିମି ଦୂରରେ ଚାରିଟି ପାହାଡ଼ ଘେରା ଗ୍ରାମ ଦାଦୁରୁମା, ଗୋଚ୍ଛାପଟା ଗ୍ରାମରେ ପ୍ରାୟ ୪୦ ପରିବାର ବସବାସ କରୁଛନ୍ତି। ଏଠାରେ ପାନୀୟ ଜଳ, ବିଦ୍ୟୁତ୍ ଓ ରାସ୍ତା ନାହିଁ। ସୌରଶକ୍ତି ମାଧ୍ୟମରେ କିଛି ମାତ୍ରା ଅନ୍ଧାର ଦୂର କରାଯାଉଛି। ନିର୍ବାଚନ ଆସିଲେ ନେତାମାନେ ଭୋଟ ମାଗନ୍ତି। ସରିଲେ ସ୍ଥାନୀୟ ନେତା, ଜନପ୍ରତିନିଧି ଓ ମନ୍ତ୍ରୀ ସବୁ ଭୁଲିଯାଆନ୍ତି।
ସେହିପରି ଗାଁକୁ ଆମ୍ବୁଲାନ୍ସ ଆସୁନଥିବାରୁ ୪ଟି ପାହାଡ଼ ଦେଇ ଦୋଳା (ଖଟିଆ)ରେ ରୋଗୀଙ୍କୁ ମୋହନା ବ୍ଲକର ଡେଙ୍ଗେମା କାଇଟମା ପିଚୁ ରାସ୍ତା ଏବଂ ସେହି ବ୍ଲକର ହାଣ୍ଡିମା ଜାମାଡିହର ପିଚୁ ରାସ୍ତାକୁ ନେଉଛନ୍ତିl ଗ୍ରାମବାସୀ ପ୍ରତିମାସରେ ଚାଉଳ ଆଣିବାକୁ ଯାଇଥାଆନ୍ତି l ହେଲେ ଏହି ଗ୍ରାମରୁ ମୋହନା ବ୍ଲକର ଶିଙ୍କୁଳିଆ ପଦର ପଞ୍ଚାୟତକୁ ପାଖାପାଖି ୫କି.ମି. ଦୂରରେ ଅଛି l ଯଦି ଏଠାରେ ଚାଉଳ ମିଳିପାରନ୍ତା ତେବେ ସେମାନେ ଉପକୃତ ହୋଇପାରନ୍ତେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।
ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲାକୁ ୧ନମ୍ବରରେ ପରିଣତ କରିବା ପାଇଁ କହୁଥିଲେ ମଧ୍ୟ ସ୍ଥାନୀୟ ଜନସାଧାରଣଙ୍କ ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି ବୋଲି ବିଜେପିର ପୂର୍ବ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ କହିଛନ୍ତି। କହିଛନ୍ତି ଯଦି ଉନ୍ନୟନମୂଳକ ପଦକ୍ଷେପ ନିଆନଯାଏ, ତେବେ ଆଗାମୀ ଦିନରେ ବ୍ଲକ ସମ୍ମୁଖରେ ଧାରଣା ଏବଂ ଘେରାଉ ପାଇଁ ଚେତାବନୀ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୁଦାମ ଗୌଡ଼, ସେବକ ଦଳାଇ, ଚିନ୍ମୟ ରେଡି, ପାଣ୍ଡବ ପରିଡା, ପ୍ରତିଭା ଏବଂ ସ୍ଥାନୀୟ ବାସିନ୍ଦା ଲକ୍ଷ୍ମଣ, ସନାତନ, ସରୋଜ, ଚନ୍ଦ୍ର, ପବିତ୍ର ମଙ୍ଗରାଜ ଅନତ ଓ ରାଜେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ। ରାସ୍ତା ନ ଥିବାରୁ ଲୋକମାନେ ବୋହୁଅସୁବିଧାରେ ଥିବାବେଳେ ପ୍ରଶାସନ ଶୁଣୁନଥିବାରୁ ବ୍ଲକ ଘେରାଉ ହେବାପାଇଁ ଦାବି କରିଛନ୍ତି |


https://shorturl.fm/5q9lh
e3dy8l
https://shorturl.fm/pGs9j
https://shorturl.fm/p51cL
https://shorturl.fm/yfHHl
https://shorturl.fm/yRIYg
https://shorturl.fm/TAiBw
https://shorturl.fm/pXIyK
https://shorturl.fm/yfbsj
https://shorturl.fm/PfBsU
https://shorturl.fm/0dKCR
https://shorturl.fm/ySdBH
https://shorturl.fm/f8AmK
https://shorturl.fm/w24pk
https://shorturl.fm/wNg5p
https://shorturl.fm/KAuVk
https://shorturl.fm/xokeJ
https://shorturl.fm/30R9r
https://shorturl.fm/lzKMH
https://shorturl.fm/0klP9
https://shorturl.fm/o7wj1
https://shorturl.fm/rcVGi
https://shorturl.fm/q2IcW
https://shorturl.fm/LvC5p
https://shorturl.fm/dxRNe
Hi are using WordPress for your site platform? I’m new to the blog world but I’m trying to get started and create my own. Do you require any coding expertise to make your own blog? Any help would be really appreciated!
https://shorturl.fm/yF452
so much excellent info on here, : D.
Well I definitely liked studying it. This post offered by you is very helpful for good planning.
https://shorturl.fm/NBPds
https://shorturl.fm/6NTOS
https://shorturl.fm/gZash
https://shorturl.fm/6T6kI
https://shorturl.fm/omvWo
https://shorturl.fm/haVt3
https://shorturl.fm/eZEi9
https://shorturl.fm/iHquv
https://shorturl.fm/yDf0E
https://shorturl.fm/Unirb
https://shorturl.fm/03RLs
https://shorturl.fm/RXdhR
Hello just wanted to give you a quick heads up. The text in your article seem to be running off the screen in Safari. I’m not sure if this is a formatting issue or something to do with web browser compatibility but I thought I’d post to let you know. The design and style look great though! Hope you get the issue resolved soon. Many thanks
https://shorturl.fm/O2f1S
Hello, I think your site might be having browser compatibility issues. When I look at your blog site in Firefox, it looks fine but when opening in Internet Explorer, it has some overlapping. I just wanted to give you a quick heads up! Other then that, terrific blog!
https://shorturl.fm/mx3km
Hi there! Someone in my Myspace group shared this website with us so I came to check it out. I’m definitely loving the information. I’m bookmarking and will be tweeting this to my followers! Excellent blog and superb style and design.
https://shorturl.fm/bp8rC
https://shorturl.fm/b56Yg
https://shorturl.fm/Blxhc
https://shorturl.fm/xc60H
https://shorturl.fm/Fg8xG
https://shorturl.fm/HXyLc
88jl44 – never heard of it before, but I’m always down to try something new! Wish me luck, guys! Check them out 88jl44
Solid analysis! Understanding risk tolerance is key, and a platform like abc8ph seems to prioritize a smooth onboarding process – crucial for new players finding their footing. Good read!
Thanx for the effort, keep up the good work Great work, I am going to start a small Blog Engine course work using your site I hope you enjoy blogging with the popular BlogEngine.net.Thethoughts you express are really awesome. Hope you will right some more posts.