ଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ୍ ଦଳ , ଜିତିଲା ଥୋମାସ କପ୍

ଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ୍ ଦଳ , ଜିତିଲା ଥୋମାସ କପ୍

ଭାରତ ଜିତିଲା ଥୋମାସ୍ କପ୍ । ଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ୍ ଦଳ । ପ୍ରଥମ ଥର ପାଇଁ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ୍ ଦଳର ଥୋମାସ୍ କପ୍ ହାସଲ । ଫାଇନାଲରେ ଇଣ୍ଡନେସିଆକୁ ୩-୦ରେ ପରାଜୟ କଲା ଭାରତ । ନକଆଉଟରେ ଚୀନ ଓ ଜାପାନକୁ ମାତ୍ ଦେଇଥିଲା ଭାରତୀୟ ବ୍ୟାଡମିଣ୍ଟନ୍ ଦଳ । ଦୀର୍ଘ ୭୩ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ବିଜୟ ହାସଲ କରିଛି ଭାରତ । ଟାଇଟଲ ଜିତାଇଲେ ଲକ୍ଷ୍ୟ ସେନ୍ , ସାତ୍ତିକ୍ ଚିରାଗ୍ , କିଦାମ୍ବି ଶ୍ରୀକାନ୍ତ ।

ims news

5 thoughts on “ଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ୍ ଦଳ , ଜିତିଲା ଥୋମାସ କପ୍

  1. Do you mnd iff I quote a coupple of youur posts as long as I provide credit aand sources back too your weblog?
    My website is in thhe ery same niche as yours and my users woulld trupy benefit
    from a lot of thhe information youu provide here.

    Please let me know if this ok with you. Cheers!

  2. An impressive share! I’ve just forwarded thhis onto a friend
    who wass doijng a little homework onn this. Andd hee acually orderewd me breakfadt due
    too the fact that I stumbled upoon iit ffor him…
    lol. So leet mee reword this…. Thank YOU ffor the meal!!
    Butt yeah, thanks ffor spending thee time tto discuss this issue
    hhere oon your webb page.

Leave a Reply

Your email address will not be published. Required fields are marked *