ଟି ଟ୍ୱଣ୍ଟି : ଭାରତ ନେଦରଲ୍ୟାଣ୍ଡ ମ୍ୟାଚ ଦିନ ହୋଇପାରେ ପ୍ରବଳ ବର୍ଷା

ଟି ଟ୍ୱଣ୍ଟି : ଭାରତ ନେଦରଲ୍ୟାଣ୍ଡ ମ୍ୟାଚ ଦିନ ହୋଇପାରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଟି-୨୦ ବିଶ୍ଵ କପ୍‌ରେ ନିଜର ପ୍ରଥମ ମୁକାବିଲାରେ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ମାତ୍ ଦେବା ପରେ ଭାରତର ନଜର ନେଦରଲାଣ୍ଡ ବିପକ୍ଷ ଦ୍ଵିତୀୟ ଟି-୨୦ ମ୍ୟାଚ୍‌ ଉପରେ ରହିଛି। ଗୁରୁବାର ଭାରତ ଏବଂ ନେଦରଲାଣ୍ଡ ମଧ୍ୟରେ ମ୍ୟାଚ୍ ଭାରତୀୟ ସମୟନୁସାରେ ଦିନ ୧୨ଟା ୩୦ରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳାଯିବ। ସେମି ଫାଇନାଲ୍ ରାସ୍ତା ସହଜ କରିବା ପାଇଁ ଭାରତ ଏହି ମ୍ୟାଚ୍‌କୁ ବଡ ବ୍ୟବଧାନରେ ଜିତିବାକୁ ଚାହିଁବ।

ମାତ୍ର ମେଲବୋର୍ଣ୍ଣ ପରି ସିଡନୀରେ ବି ମ୍ୟାଚ୍ ଉପରେ ବର୍ଷାର ବିପଦ ରହିଛି। ତେଣୁ ପ୍ରଶଂସକଙ୍କୁ ନିରାଶ ହେବାକୁ ବି ପଡିପାରେ। ଓ୍ଵେଦର ଡଟ୍ କମ୍ ଅନୁଯାୟୀ, ସିଡନୀରେ ଗୁରୁବାର ବର୍ଷା ହେବାର ସମ୍ଭାବନା ରହିଛି। ବାଦଲ ଛାଇ ରହିବ ଏବଂ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରାତିରେ ବି ପାଣିପାଗ ଏମିତି ରହିପାରେ। ଆର୍ଦ୍ରତା ୭୦ ପ୍ରତିଶତ ପର୍ଯ୍ୟନ୍ତ ରହିବ ଏବଂ ତାପମାତ୍ରା ୧୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ।

ims news

5 thoughts on “ଟି ଟ୍ୱଣ୍ଟି : ଭାରତ ନେଦରଲ୍ୟାଣ୍ଡ ମ୍ୟାଚ ଦିନ ହୋଇପାରେ ପ୍ରବଳ ବର୍ଷା

  1. Thaks foor finallyy talking abbout > ଟି ଟ୍ୱଣ୍ଟି :
    ଭାରତ ନେଦରଲ୍ୟାଣ୍ଡ ମ୍ୟାଚ ଦିନ ହୋଇପାରେ
    ପ୍ରବଳ ବର୍ଷା – < Liked it! xnxx

  2. Do you mind if I quote a few of your posts as long as I provide credit and sources back to your blog? My blog site is in the exact same niche as yours and my users would really benefit from some of the information you provide here. Please let me know if this alright with you. Regards!

Leave a Reply

Your email address will not be published. Required fields are marked *