ବିଡବ୍ଲ୍ୟୁଏଫ୍ ମାନ୍ୟତାରେ ୧୫ତମ ସ୍ଥାନକୁ ଖସିଲେ ପିଭି ସିନ୍ଧୁ
ଭୁବନେଶ୍ୱର (କାଳିଚରଣ ରଣଜିତ୍): ସଦ୍ୟ ପ୍ରକାଶିତ ବ୍ୟାଡମିଣ୍ଟନ ୱାଲ୍ସ ଫେଡେରେସନ (ବିଡବ୍ଲ୍ୟୁଏଫ୍) ମାନ୍ୟତାରେ ଭାରତୀୟ ଅଭିଜ୍ଞ ମହିଳା ଖେଳାଳି ତଥା ଦୁଇଥର ଅଲିମ୍ପିକ୍ସ ପଦକ ହାସଲକରି ଭାରତ ପାଇଁ ଗୌରବ ଆଣିଥିବା ପିଭି ସିନ୍ଧୁ ତଳକୁ ଖସିଛନ୍ତି। ଗୋଟିଏ ସ୍ଥାନ ତଳକୁ ଖସି ସେ ୧୫ତମ ସ୍ଥାନରେ ରହିଛନ୍ତି।
ଏପ୍ରିଲ୍ରେ ସେ ଶ୍ରେଷ୍ଠ-୧୦ରୁ ବାଦ୍ ପଡ଼ିଥିଲେ। ୧୩ଟି ଟୁର୍ଣ୍ଣାମେଣ୍ଟ ଖେଳି ସେ ୫୧,୦୭୦ ପଏଣ୍ଟ ହାସଲ କରିଛନ୍ତି। ଚଳିତ ସପ୍ତାହରେ ଆରମ୍ଭ ହେବାକୁ ଯାଉଥିବା କାନାଡା ଓପନ୍ ସୁପର-୫୦୦ ଟୁର୍ଣ୍ଣାମେଣ୍ଟରେ ସେ ଭାଗ ନେବେ। ଆଘାତ ସମସ୍ୟା କାରଣରୁ ଦୀର୍ଘ ୫ ମାସ ବ୍ୟାଡମିଣ୍ଟନରୁ ଦୂରେଇ ରହିବା ପରେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ, ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିପାରିନାହାନ୍ତି। ଗତବର୍ଷ ଅଗଷ୍ଟରେ ଅନୁଷ୍ଠିତ ବର୍ମିହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। ସେ ଏହି ପ୍ରତିଯୋଗିତାରେ ଆହତ ହୋଇଥିଲେ। ଚଳିତବର୍ଷ ସେ ମାଦ୍ରିଦ୍ ଓପନ୍ରେ ସେ ଫାଇନାଲରେ ପ୍ରବେଶ କରିଥିଲେ। ସେହିପରି ମାଲେସିଆ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟ ସେମିଫାଇନାଲରେ ମଧ୍ୟ ସେ ପ୍ରବେଶ କରିଥିଲେ।
କିନ୍ତୁ ଚଳିତ ବର୍ଷ ସେ ଏକାଧିକ ଟୁର୍ଣ୍ଣାମେଣ୍ଟରେ ଆରମ୍ଭରୁ ପରାସ୍ତ ହୋଇ ବିଦାୟ ନେଇଥିଲେ। ଭାରତୀୟ ପୁରୁଷ ଯୁଗଳ ଯୋଡି ସାତ୍ତ୍ଵିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଙ୍ଗୀ ମାନ୍ୟତାର ୩ ନଂ ସ୍ଥାନରେ ରହିଛନ୍ତି । ପୁରୁଷ ଏକକ ମାନ୍ୟତାରେ ଏଚ୍ଏସ୍ ପ୍ରଣୟ ଶ୍ରେଷ୍ଠ ଭାରତୀୟ ଭାବେ ଅଷ୍ଟମ ସ୍ଥାନରେ ରହିଛନ୍ତି । ସେହିପରି ଲକ୍ଷ୍ୟ ସେନ ଓ କିଦାମ୍ବି ଶ୍ରୀକାନ୍ତ ଯଥାକ୍ରମେ ୧୯ ଓ ୨୦ତମ ସ୍ଥାନରେ ରହିଛନ୍ତି। ମହିଳା ଯୁଗଳରେ ତ୍ରିସା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ଗୋଟିଏ ସ୍ଥାନ ତଳକୁ ଖସି ୧୭ ତମ ସ୍ଥାନରେ ରହିଛନ୍ତି। ପୁରୁଷ ଯୁଗଳ ଯୋଡି ଏମ୍ଆର ଅର୍ଜୁନ ଓ ଧ୍ରୁବ କପିଳ ୨୬ତମ ସ୍ଥାନରେ ରହିଥିବା ବେଳେ ରୋହନ କପୁର ଓ ଏନ୍ ସିକ୍କି ରେଡୀ ୩୩ତମ ସ୍ଥାନରେ ରହିଛନ୍ତି।


Just found this legit secure spot for safe gaming in SEA! The encryption and RNG tech here are seriously impressive for peace of mind. Check out shoulder bets game before you play anywhere else!
экскурсия с пхукета экскурсии пхукет русскоговорящие
пхукет аренда авто цена авто в аренду на пхукете
лучшие экскурсии на пхукете 2026 экскурсии на пхукете на русском
Подробности на странице: https://prompolstroy.ru
дешевая накрутка пф яндекс пф продвижение
уничтожение клопов эффективно уничтожение клопов в квартире с гарантией
червячный редуктор масло купить где купить масло в редуктор
принтер сканер kyocera принтер копир kyocera
Be careful with any platform; the high RTP sounds appealing, but always manage funds responsibly. Check 7000bat লিংক first for due diligence.
Top quality gaming experience and the customer support is very helpful. Give evojililogin a try
выкуп недвижимости в москве выкуп квартир оценка квартиры