ବିଡବ୍ଲ୍ୟୁଏଫ୍ ମାନ୍ୟତାରେ ୧୫ତମ ସ୍ଥାନକୁ ଖସିଲେ ପିଭି ସିନ୍ଧୁ

ବିଡବ୍ଲ୍ୟୁଏଫ୍ ମାନ୍ୟତାରେ ୧୫ତମ ସ୍ଥାନକୁ ଖସିଲେ ପିଭି ସିନ୍ଧୁ

ଭୁବନେଶ୍ୱର (କାଳିଚରଣ ରଣଜିତ୍): ସଦ୍ୟ ପ୍ରକାଶିତ ବ୍ୟାଡମିଣ୍ଟନ ୱାଲ୍ସ ଫେଡେରେସନ (ବିଡବ୍ଲ୍ୟୁଏଫ୍) ମାନ୍ୟତାରେ ଭାରତୀୟ ଅଭିଜ୍ଞ ମହିଳା ଖେଳାଳି ତଥା ଦୁଇଥର ଅଲିମ୍ପିକ୍ସ ପଦକ ହାସଲକରି ଭାରତ ପାଇଁ ଗୌରବ ଆଣିଥିବା ପିଭି ସିନ୍ଧୁ ତଳକୁ ଖସିଛନ୍ତି। ଗୋଟିଏ ସ୍ଥାନ ତଳକୁ ଖସି ସେ ୧୫ତମ ସ୍ଥାନରେ ରହିଛନ୍ତି।

ଏପ୍ରିଲ୍‌ରେ ସେ ଶ୍ରେଷ୍ଠ-୧୦ରୁ ବାଦ୍ ପଡ଼ିଥିଲେ। ୧୩ଟି ଟୁର୍ଣ୍ଣାମେଣ୍ଟ ଖେଳି ସେ ୫୧,୦୭୦ ପଏଣ୍ଟ ହାସଲ କରିଛନ୍ତି। ଚଳିତ ସପ୍ତାହରେ ଆରମ୍ଭ ହେବାକୁ ଯାଉଥିବା କାନାଡା ଓପନ୍‌ ସୁପର-୫୦୦ ଟୁର୍ଣ୍ଣାମେଣ୍ଟରେ ସେ ଭାଗ ନେବେ। ଆଘାତ ସମସ୍ୟା କାରଣରୁ ଦୀର୍ଘ ୫ ମାସ ବ୍ୟାଡମିଣ୍ଟନରୁ ଦୂରେଇ ରହିବା ପରେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ, ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିପାରିନାହାନ୍ତି। ଗତବର୍ଷ ଅଗଷ୍ଟରେ ଅନୁଷ୍ଠିତ ବର୍ମିହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। ସେ ଏହି ପ୍ରତିଯୋଗିତାରେ ଆହତ ହୋଇଥିଲେ। ଚଳିତବର୍ଷ ସେ ମାଦ୍ରିଦ୍ ଓପନ୍‌ରେ ସେ ଫାଇନାଲରେ ପ୍ରବେଶ କରିଥିଲେ। ସେହିପରି ମାଲେସିଆ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟ ସେମିଫାଇନାଲରେ ମଧ୍ୟ ସେ ପ୍ରବେଶ କରିଥିଲେ।

କିନ୍ତୁ ଚଳିତ ବର୍ଷ ସେ ଏକାଧିକ ଟୁର୍ଣ୍ଣାମେଣ୍ଟରେ ଆରମ୍ଭରୁ ପରାସ୍ତ ହୋଇ ବିଦାୟ ନେଇଥିଲେ। ଭାରତୀୟ ପୁରୁଷ ଯୁଗଳ ଯୋଡି ସାତ୍ତ୍ଵିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଙ୍ଗୀ ମାନ୍ୟତାର ୩ ନଂ ସ୍ଥାନରେ ରହିଛନ୍ତି । ପୁରୁଷ ଏକକ ମାନ୍ୟତାରେ ଏଚ୍ଏସ୍ ପ୍ରଣୟ ଶ୍ରେଷ୍ଠ ଭାରତୀୟ ଭାବେ ଅଷ୍ଟମ ସ୍ଥାନରେ ରହିଛନ୍ତି । ସେହିପରି ଲକ୍ଷ୍ୟ ସେନ ଓ କିଦାମ୍ବି ଶ୍ରୀକାନ୍ତ ଯଥାକ୍ରମେ ୧୯ ଓ ୨୦ତମ ସ୍ଥାନରେ ରହିଛନ୍ତି। ମହିଳା ଯୁଗଳରେ ତ୍ରିସା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ଗୋଟିଏ ସ୍ଥାନ ତଳକୁ ଖସି ୧୭ ତମ ସ୍ଥାନରେ ରହିଛନ୍ତି। ପୁରୁଷ ଯୁଗଳ ଯୋଡି ଏମ୍ଆର ଅର୍ଜୁନ ଓ ଧ୍ରୁବ କପିଳ ୨୬ତମ ସ୍ଥାନରେ ରହିଥିବା ବେଳେ ରୋହନ କପୁର ଓ ଏନ୍ ସିକ୍କି ରେଡୀ ୩୩ତମ ସ୍ଥାନରେ ରହିଛନ୍ତି।

ims news

16 thoughts on “ବିଡବ୍ଲ୍ୟୁଏଫ୍ ମାନ୍ୟତାରେ ୧୫ତମ ସ୍ଥାନକୁ ଖସିଲେ ପିଭି ସିନ୍ଧୁ

  1. Oh my goodness! an amazing article dude. Thank you Nevertheless I’m experiencing challenge with ur rss . Don’t know why Unable to subscribe to it. Is there anybody getting an identical rss downside? Anybody who is aware of kindly respond. Thnkx

  2. I was wondering if you ever thought of changing the layout of your site? Its very well written; I love what youve got to say. But maybe you could a little more in the way of content so people could connect with it better. Youve got an awful lot of text for only having one or two images. Maybe you could space it out better?

  3. You really make it seem really easy together with your presentation however I in finding this topic to be really something that I believe I would by no means understand. It kind of feels too complex and extremely vast for me. I’m having a look ahead to your subsequent post, I will attempt to get the cling of it!

  4. The next time I read a blog, I hope that it doesnt disappoint me as much as this one. I mean, I know it was my choice to read, but I actually thought youd have something interesting to say. All I hear is a bunch of whining about something that you could fix if you werent too busy looking for attention.

  5. Do you mind if I quote a couple of your articles as long as I provide credit and sources back to your website? My blog is in the very same area of interest as yours and my visitors would truly benefit from a lot of the information you provide here. Please let me know if this okay with you. Cheers!

  6. After study a number of of the weblog posts on your website now, and I actually like your means of blogging. I bookmarked it to my bookmark website checklist and might be checking again soon. Pls try my website as effectively and let me know what you think.

  7. I am typically to blogging and i actually admire your content. The article has really peaks my interest. I am going to bookmark your web site and preserve checking for brand spanking new information.

  8. I intended to create you the little word in order to give many thanks again for your amazing solutions you’ve provided above. It was open-handed with you to give publicly precisely what a few individuals might have advertised for an electronic book to make some dough on their own, and in particular given that you might have tried it if you considered necessary. The solutions also served to be the great way to comprehend some people have the same interest the same as my personal own to know the truth whole lot more with regard to this condition. I know there are several more pleasurable moments ahead for folks who read your blog post.

  9. Good day! This is kind of off topic but I need some help from an established blog. Is it tough to set up your own blog? I’m not very techincal but I can figure things out pretty fast. I’m thinking about making my own but I’m not sure where to start. Do you have any tips or suggestions? With thanks

Leave a Reply

Your email address will not be published. Required fields are marked *