ଜନ୍ମଦିନରେ ଆୟୁଷ ରିଲିଜ କଲେ ଚତୁର୍ଥ ଚଳଚିତ୍ରର ଟିଜର

ଜନ୍ମଦିନରେ ଆୟୁଷ ରିଲିଜ କଲେ ଚତୁର୍ଥ ଚଳଚିତ୍ରର ଟିଜର

ଭୁବନେଶ୍ୱର : ଅଭିନେତା ଆୟୁଷ ଶର୍ମା ଲଭରାତ୍ରୀରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ନିକଟରେ ସେ ତାଙ୍କର ତୃତୀୟ ଚଳଚ୍ଚିତ୍ରର ଟିଜର ରିଲିଜ୍‌ କରିଥିଲେ। ଯାହା ଦର୍ଶକଙ୍କ ଦ୍ୱାରା ଭଲଭାବେ ଗ୍ରହଣ କରାଯାଇଥିଲା। ଏଭଳି ପରିସ୍ଥିତିରେ ତାଙ୍କ ଜନ୍ମଦିନର ବିଶେଷ ଅବସରରେ ଆୟୁଷ ତାଙ୍କର ଚତୁର୍ଥ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି। ଆୟୁଷ ଶର୍ମା ନୂଆ ଚଳଚ୍ଚିତ୍ରକୁ ବର୍ତ୍ତମାନ AS04 କୁହାଯାଉଛି । ଏହାର ଟିଜରକୁ ଦେଖିଲେ ଲାଗୁଛି ଯେ ଫିଲ୍ମରେ ଖୁବ୍‌ ଆକ୍ସନ ଦେଖିବାକୁ ମିଳିବ। ଏହି ଫିଲ୍ମଟି ୨୦୨୩ରେ ରିଲିଜ୍‌ ହେବ।

ଆୟୁଷ ଶର୍ମା ଗିଟାର ବଜାଉ ଥିବାବେଳେ ଟିଜର ଆରମ୍ଭ ହେଉଛି । ଯେତେବେଳେ ଅସ୍ତ୍ରଶସ୍ତ୍ର ଧରି କିଛି ଲୋକ ତାଙ୍କୁ ଆକ୍ରମଣ କରିବାକୁ ଆସନ୍ତି। ସେତେବେଳେ ଆୟୁଷ ଲୋକଙ୍କୁ ଦେଖିବା ପରେ ମଧ୍ୟ ଆଶ୍ଚର୍ଯ୍ୟ ହୁଅନ୍ତି ନାହିଁ । ବରଂ ନିଜ ସ୍ଵାଗରେ ସହିତ ଗିଟାର ବଜାଇବା ଜାରି ରଖିଥାନ୍ତି। ଏହା ପରେ ଆୟୁଷ ସମସ୍ତ ଲୋକଙ୍କୁ ପିଟିକି ମାରି ପକାଆନ୍ତି। ଟିଜର ବିଷୟରେ ଆୟୁଷ ଶର୍ମା କହିଛନ୍ତି, “AS04 ଏକ ଉତ୍ସାହଜନକ ପ୍ରୋଜେକ୍ଟ ଏବଂ ବିଶେଷ କରି ମୋ ଜନ୍ମଦିନରେ ଏହାକୁ ଲଞ୍ଚ କଲି । ଜନ୍ମଦିନର ସବୁଠାରୁ ସର୍ବୋତ୍ତମ ଉପହାର। ଫିଲ୍ମର ଧାରା ମୋ ପାଇଁ ନୂଆ ଏବଂ ମୁଁ ଏହା ଉପରେ କାମ କରିକି ବହୁତ ଖୁସି ଏବଂ ମଜା ଆସୁଛି । ମୁଁ ଭିନ୍ନ ଚେହେରା, ଶୈଳୀ ଏବଂ ବ୍ୟକ୍ତିତ୍ୱ ସହିତ ଏକ ମଜାଦାର ଚରିତ୍ର ନିଭାଉଛି।

ims news

11 thoughts on “ଜନ୍ମଦିନରେ ଆୟୁଷ ରିଲିଜ କଲେ ଚତୁର୍ଥ ଚଳଚିତ୍ରର ଟିଜର”

  1. [9494]Nicebet Login PH | Legit Online Slots at GCash Casino,Gamitin ang nicebet login ph para sa legit online slots GCash. Mag-download ng APK at alamin kung paano maglaro ng baccarat. Sali na sa aming live casino! visit: nicebet

  2. Thhis desgn is wicked! Yoou certainly now how tto keewp a reacer entertained.
    Betweden yohr wit annd your videos, I wwas almost
    moverd to stazrt myy ownn blog (well, almost…HaHa!) Fantastkc job.
    I rally loved wha you had to say, and moree thjan that,
    hhow yyou presentedd it. Tooo cool! xnxx

  3. Just found this legit platform for safe gaming with real support! The secure login and GCash deposits feel super safe here at arenalive game. Totally different from sketchy sites out there, so I’m finally ready to try some slots without worry.

  4. I don’t even understand how I finished up right here, but I assumed this put up used to be great. I don’t recognise who you are however definitely you’re going to a well-known blogger if you are not already 😉 Cheers!

Leave a Reply

Your email address will not be published. Required fields are marked *