ଆହତ ପରେ ଆମେରିକାରେ ଶାହରୁଖ ଖାନ୍‌ଙ୍କ ଅସ୍ତ୍ରୋପଚାର ହୋଇଛି

ଆହତ ପରେ ଆମେରିକାରେ ଶାହରୁଖ ଖାନ୍‌ଙ୍କ ଅସ୍ତ୍ରୋପଚାର ହୋଇଛି

ନୂଆଦିଲ୍ଲୀ( ନମିତା): ଶାହରୁଖ ଖାନ୍‌ ଆମେରିକାର ଲସ୍ ଏଞ୍ଜେଲ୍‌ସରେ ସୁଟିଂ ବେଳେ ଦୁର୍ଘଟଣାର ଶିକାର ହେବା ପରେ ଅସ୍ତ୍ରୋପଚାର ହୋଇଥିଲା | ପେଶାଗତ ଦୃଷ୍ଟିରୁ ବର୍ଷଟି ଶାହରୁଖ ଖାନ୍‌ଙ୍କର ଖୁବ୍ ଭଲରେ ଆରମ୍ଭ ହୋଇଥିଲା|

ତାଙ୍କର ପଠାନ ଚଳଚ୍ଚିତ୍ରଟି ବେଶ୍ ହିଟ୍ ହୋଇଥିଲା। ଏହାପରେ ନୟନତାରା ଓ ବିଜୟ ଶେତୁପଥୀଙ୍କ ସହ ଅଟଲିଙ୍କ ‘ଜବାନ’ରେ ତାଙ୍କୁ ଦେଖିବାକୁ ମିଳିବ। ଏଥି ସହ ଚଳିତ ବର୍ଷ ରିଲିଜ ହେବାକୁ ଯାଉଥିବା ତାପସୀ ପାନ୍ନୁଙ୍କ ସହ-ଅଭିନୀତ ରାଜକୁମାର ହିରାନିଙ୍କ ‘ଡୁନକୀ’ରେ ବି ଶାହରୁଖଙ୍କୁ ଦେଖିବାକୁ ମିଳିବ।ଙ୍କର ଅସ୍ତ୍ରୋପଚାର ହୋଇଥିଲା। ତା’ପରେ ସେ ଭାରତ ପ୍ରତ୍ୟାବର୍ତ୍ତନ କରି ନିଜ ଘରେ ରହି ଧୀରେ ଧୀରେ ସୁସ୍ଥ ହେଉଥିବା ଜଣାପଡ଼ିଛି। ଖବର ଅନୁସାରେ ଲସ୍‌ ଏଞ୍ଜେଲ୍‌ସରେ ସୁଟିଂ ବେଳେ ଶାହରୁଖ ଖାନ୍‌ଙ୍କ ନାକରେ ଆଘାତ ଲାଗିଥିଲା। ନାକରୁ ପ୍ରବଳ ରକ୍ତ ବୋହିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ନାକରେ ଏକ ଛୋଟିଆ ଅସ୍ତ୍ରୋପଚାର କରାଯାଇଥିଲା। ଏବେ ନାକରେ ତାଙ୍କର ଏକ ବ୍ୟାଣ୍ଡେଜ ବନ୍ଧା ହୋଇଥିବା ଦେଖିବାକୁ ମିଳୁଛି |

ims news

96 thoughts on “ଆହତ ପରେ ଆମେରିକାରେ ଶାହରୁଖ ଖାନ୍‌ଙ୍କ ଅସ୍ତ୍ରୋପଚାର ହୋଇଛି

  1. You’ve made some good points there. I looked on the internet for
    additional information about the issue and found most people will go along with your views on this web site.

  2. I used to be recommended this web site by means of my
    cousin. I am not positive whether this submit
    is written via him as no one else realize such specified about my difficulty.
    You’re amazing! Thank you!

  3. I have read a few good stuff here. Certainly price bookmarking for revisiting.
    I wonder how much effort you put to create the sort of fantastic informative site.

Leave a Reply

Your email address will not be published. Required fields are marked *