ଟି ଟ୍ୱଣ୍ଟି : ଭାରତ ନେଦରଲ୍ୟାଣ୍ଡ ମ୍ୟାଚ ଦିନ ହୋଇପାରେ ପ୍ରବଳ ବର୍ଷା

ଟି ଟ୍ୱଣ୍ଟି : ଭାରତ ନେଦରଲ୍ୟାଣ୍ଡ ମ୍ୟାଚ ଦିନ ହୋଇପାରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଟି-୨୦ ବିଶ୍ଵ କପ୍‌ରେ ନିଜର ପ୍ରଥମ ମୁକାବିଲାରେ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ମାତ୍ ଦେବା ପରେ ଭାରତର ନଜର ନେଦରଲାଣ୍ଡ ବିପକ୍ଷ ଦ୍ଵିତୀୟ ଟି-୨୦ ମ୍ୟାଚ୍‌ ଉପରେ ରହିଛି। ଗୁରୁବାର ଭାରତ ଏବଂ ନେଦରଲାଣ୍ଡ ମଧ୍ୟରେ ମ୍ୟାଚ୍ ଭାରତୀୟ ସମୟନୁସାରେ ଦିନ ୧୨ଟା ୩୦ରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳାଯିବ। ସେମି ଫାଇନାଲ୍ ରାସ୍ତା ସହଜ କରିବା ପାଇଁ ଭାରତ ଏହି ମ୍ୟାଚ୍‌କୁ ବଡ ବ୍ୟବଧାନରେ ଜିତିବାକୁ ଚାହିଁବ।

ମାତ୍ର ମେଲବୋର୍ଣ୍ଣ ପରି ସିଡନୀରେ ବି ମ୍ୟାଚ୍ ଉପରେ ବର୍ଷାର ବିପଦ ରହିଛି। ତେଣୁ ପ୍ରଶଂସକଙ୍କୁ ନିରାଶ ହେବାକୁ ବି ପଡିପାରେ। ଓ୍ଵେଦର ଡଟ୍ କମ୍ ଅନୁଯାୟୀ, ସିଡନୀରେ ଗୁରୁବାର ବର୍ଷା ହେବାର ସମ୍ଭାବନା ରହିଛି। ବାଦଲ ଛାଇ ରହିବ ଏବଂ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରାତିରେ ବି ପାଣିପାଗ ଏମିତି ରହିପାରେ। ଆର୍ଦ୍ରତା ୭୦ ପ୍ରତିଶତ ପର୍ଯ୍ୟନ୍ତ ରହିବ ଏବଂ ତାପମାତ୍ରା ୧୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ।

ims news

10 thoughts on “ଟି ଟ୍ୱଣ୍ଟି : ଭାରତ ନେଦରଲ୍ୟାଣ୍ଡ ମ୍ୟାଚ ଦିନ ହୋଇପାରେ ପ୍ରବଳ ବର୍ଷା

  1. Nice post. I was checking constantly this weblog and I am inspired! Very helpful info specifically the closing part 🙂 I handle such info a lot. I was seeking this particular information for a long time. Thanks and best of luck.

  2. Aw, this was a very nice post. In concept I would like to put in writing like this moreover – taking time and precise effort to make a very good article… however what can I say… I procrastinate alot and not at all appear to get one thing done.

  3. Usually I do not read article on blogs, but I would like to say that this write-up very forced me to try and do it! Your writing style has been amazed me. Thanks, quite nice post.

  4. Fantastic website you have here but I was wanting to know if you knew of any forums that cover the same topics talked about in this article? I’d really like to be a part of group where I can get feedback from other experienced individuals that share the same interest. If you have any suggestions, please let me know. Cheers!

  5. Pretty nice post. I just stumbled upon your blog and wanted to say that I’ve really enjoyed browsing your blog posts. In any case I will be subscribing to your feed and I hope you write again soon!

  6. Wow! This can be one particular of the most useful blogs We’ve ever arrive across on this subject. Actually Great. I am also a specialist in this topic so I can understand your effort.

Leave a Reply

Your email address will not be published. Required fields are marked *