ଓଡ଼ିଶାରେ ଏକାଡେମି ଗଢ଼ି‌ବେ ଆଝାର୍‌

ଓଡ଼ିଶାରେ ଏକାଡେମି ଗଢ଼ି‌ବେ ଆଝାର୍‌

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍। ରାଜ୍ୟରେ ଏକ କ୍ରିକେଟ୍‌ ଏକାଡେମି ଗଠନ ଏବଂ ପ୍ରଶିକ୍ଷଣ ଢ଼ାଞ୍ଚା ପ୍ରସ୍ତୁତ କରିବାକୁ ସେ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି। ଏ ସମ୍ପର୍କରେ ଗଣମାଧ୍ୟମ ସହିତ ଆଲୋଚନା ବେଳେ ଆଝାରୁଦ୍ଧିନ୍ କହିଛନ୍ତି ଓଡ଼ିଶାରୁ ଅନ୍ତର୍ଜାତୀୟ ସ୍ତରର କ୍ରିକେଟର୍‌ ଗଢ଼ି ତୋଳିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଏଥିଲାଗି ଏକ କ୍ରିକେଟ୍‌ ଏକାଡେମି ପ୍ରତିଷ୍ଠା ଲାଗି କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଭିନିଲ କ୍ରିଷ୍ଣାଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଗସ୍ତ ଅବସରରେ ରାଜ୍ୟର ଦୁଇ ଅନ୍ତର୍ଜାତୀୟ କ୍ରିକେଟର୍‌ ଦେବାଶିଷ ମହାନ୍ତି ଓ ଶିବସୁନ୍ଦର ଦାସଙ୍କୁ ମଧ୍ୟ ଭେଟିବେ। ଆଝାର ବାରବାଟୀ ଷ୍ଟାଡିୟମ୍‌ର ଭିତ୍ତିଭୂମିକୁ ପ୍ରଶଂସା କରିଥିଲେ। ଏପରିକି ତାଙ୍କ ସମୟରେ ଏହି ଷ୍ଟାଡିୟମ୍‌ରେ ଖେଳିବାକୁ ପ୍ରତ୍ୟେକ ଖେଳାଳି ବ୍ୟାକୁଳ ରହୁଥିଲେ ବୋଲି କହିଥିଲେ। ତେବେ କଟକ ଭଳି ଭୁବନେଶ୍ବରର କ୍ରିକେଟ୍ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ରବିବାର ଅପରାହ୍ନରେ ଆଝାରୁଦ୍ଦିନ୍‌ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ତାଙ୍କ ଯୋଜନା ସମ୍ପର୍କରେ ବିସ୍ତୁତ ବିବରଣୀ ରଖିବେ ବୋଲି ଜଣାପଡ଼ିଛି।

ims news

7 thoughts on “ଓଡ଼ିଶାରେ ଏକାଡେମି ଗଢ଼ି‌ବେ ଆଝାର୍‌

  1. My developer is tryikng tto pesuade mme tto move
    to .net from PHP. I have alwayss disliked tthe ideea because oof thee
    costs. Butt he’s tryiong none the less. I’ve been uding WordPress oon variojs websitss for aboujt a year and am concerned about switching too another platform.
    I have hheard excelllent things about blogengine.net.
    Is there a way I cann transfer all my woordpress content intto it?

    Any kind of hslp would be realoly appreciated!

  2. Do you mind if I quote a ffew oof yopur articles ass loong as
    I provide credit annd sources back to youir site? My blog site is inn tthe esact
    same niche ass yoyrs andd mmy visitors woukd definitely benefit feom some oof thhe
    imformation youu provide here. Pleas let mme know iff thi okay wkth you.
    Cheers!

  3. Howdy! I know this iss kijda off topi butt I’d figured I’d ask.
    Wold you bee nterested iin exchanging lins or maybe guest autthoring a bloig poszt or
    vice-versa? My sitee goles ovver a lott of the samne subjects aas yours annd
    I think we could greatly beneit frtom each other.
    If you’re interested fel frdee to send mee aan email. I lok forward to hearing frlm you!
    Grat blog by the way!

Leave a Reply

Your email address will not be published. Required fields are marked *