ସାଓମି ପରେ ଏବେ ଭିଭୋର ପାଳି:ଚୀନ ମୋବାଇଲ କମ୍ପାନିଙ୍କ ଉପରେ ସରକାରଙ୍କ ସତର୍କ ଦୃଷ୍ଟି

ସାଓମି ପରେ ଏବେ ଭିଭୋର ପାଳି:ଚୀନ ମୋବାଇଲ କମ୍ପାନିଙ୍କ ଉପରେ ସରକାରଙ୍କ ସତର୍କ ଦୃଷ୍ଟି

ଭୁବନେଶ୍ୱର : ଚୀନ ମୋବାଇଲ କମ୍ପାନି ସାଓମିର ବେଆଇନ ଆର୍ଥିକ କାରବାର ଧରା ପଡ଼ିବା ପରେ ଏବେ ଅନ୍ୟ ଚୀନ ମୋବାଇଲ ଓ ଟେଲିକମ କମ୍ପାନିଙ୍କ କାରବାର ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ଭାରତ ସରକାର । ଭିଭୋ ଓ ଜେଡଟିଇର ଭାରତୀୟ ୟୁନିଟ ଗୁଡ଼ିକ ମଧ୍ୟ ଆର୍ଥିକ ଅନିୟମିତତା ଓ ବିଦେଶୀ ମୁଦ୍ରା ଆଇନର ଉଲ୍ଲଙ୍ଘନ କରୁଥିବା ନେଇ ସରକାର ତଦନ୍ତ ଆରମ୍ଭ କରିଛନ୍ତି ।

ଜାତୀୟ ସ୍ତରର ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭିଭୋ ଓ ଜେଡଟିଇ ଆର୍ଥିକ ଅନିୟମିତତାରେ ଲିପ୍ତ ଥିବା କେତେକ ଗୋପନ ସୁତ୍ରରୁ ସରକାରଙ୍କୁ ସୂଚନା ମିଳିବା ପରେ କର୍ପୋରେଟ ବ୍ୟାପାର ମନ୍ତ୍ରାଳୟ ସତର୍କ ହୋଇଉଠିଛି । ମନ୍ତ୍ରାଳୟ ପକ୍ଷରୁ ଏହି ଦୁଇ କମ୍ପାନିର ଅଡିଟ ରିପୋର୍ଟ ଯାଞ୍ଚ କରାଯାଉଛି ।

ଭିଭୋର ମାଲିକାନା ସତ୍ତ୍ବ ଓ ଆର୍ଥିକ ଅନିୟମିତତା ସମ୍ପର୍କରେ ସରକାରଙ୍କୁ ସୂଚନା ମିଳିବା ପରେ ଗତ ଏପ୍ରିଲ ମାସରେ ହିଁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଫାଇନାନ୍ସିଆଲ ରିପୋର୍ଟିଂ ସମୟରେ ଏହି କମ୍ପାନି ତଥ୍ୟ ଲୁଚାଇଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ଜେଡଟିଇର ଆକାଉଣ୍ଟ ଯାଞ୍ଚ କରି ଜରୁରୀକାଳୀନ ଭିତ୍ତିରେ ରିପୋର୍ଟ ପ୍ରଦାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ୨୦୨୦ ଜୁନରେ ହୋଇଥିବା ଗଲଓ୍ବାନ ସଂଘର୍ଷ ପରେ ଭାରତ ଚୀନ କମ୍ପାନିଗୁଡ଼ିକ ଉପରେ ସତର୍କ ଦୃଷ୍ଟି ରଖିଛି । ଚଳିତ ମାସରେ ସରକାର ଚୀନ ମୋବାଇଲ କମ୍ପାନି ସାଓମିର ବ୍ୟାଙ୍କ ଖାତାକୁ ନିଜ ନିୟନ୍ତ୍ରଣକୁ ଆଣିଥିଲେ । ବିଦେଶୀ ମୁଦ୍ରା ଆଇନର ଉଲ୍ଲଙ୍ଘନ ଅଭିଯୋଗରେ ସରକାର ଏହି ପଦକ୍ଷେପ ନେଇଥିଲେ ।

ims news

One thought on “ସାଓମି ପରେ ଏବେ ଭିଭୋର ପାଳି:ଚୀନ ମୋବାଇଲ କମ୍ପାନିଙ୍କ ଉପରେ ସରକାରଙ୍କ ସତର୍କ ଦୃଷ୍ଟି”

  1. Skinny mature thumbnailsVictoria mae porn starPlugger comic strip katzEskimo
    mother fuckersBreast pictures bigPhila eroticNext door neighbor nakedGranny eroticaWhite
    trailer park sex xnxx Gay area dublinJamie lynn spears butt nakedBest porn streamsClip free mpgs
    porn sex trulyMiss dc teen usaMost brutal porn vidSt fiber optic strip chartsLeft
    thumb cmc excisionFree nude beach photo gallery xxxcams.cc
    Freaky people sexyEscorts erie paMailman porn freeVoyeurism celbsRebuild manitou
    swinger 3-way spvFree teen sex porn leafJapanesse movie porn trailer xnxx
    Guy handjobsClub pleasure stripNorridge bottom holmfirthBreast busterStr8 men gayBlew out pussyMilla
    the thrilla sucking cockCancun pleasure principleEigenface
    based facial recognitionPhotos of sex man and women

Leave a Reply

Your email address will not be published. Required fields are marked *