ଲମତାପୁଟରୁ ୪୮୫ କେଜି ଗଂଜେଇ ଜବତ
ଭୁବନେଶ୍ୱର : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ବାଂଗରୁପଡା ନଦୀ ଘାଟରୁ ଲମତାପୁଟ ପୁଲିସ ଚଢ଼ାଉ କରି ପ୍ରାୟ ୨୦ ବସ୍ତା ଗଂଜେଇ ଜବତ କରିଛି। ଏହି ମାମଲାରେ ପୁଲିସ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତ ହେଲେ କଳାହାଣ୍ଡି ଜିଲ୍ଲାର ରାଉଳ ମେହେର। ୪୮୫ କେଜି ୪୦୦ ଗ୍ରାମର ଗଂଜେଇ ରହିଥିବା ବେଳେ ଏହା ଲମତାପୁଟଠାରୁ ମଧ୍ୟ ପ୍ରଦେଶ ଚୋରାଚାଲାଣ ହେଉଥିବା ଜଣାପଡ଼ିଛି।


[4944]Sbotop – Đăng nhập, tải app và hướng dẫn chơi baccarat online,Truy cập sbotop để trải nghiệm sảnh casino chuyên nghiệp. Hỗ trợ nạp tiền casino qua momo nhanh chóng và chia sẻ mẹo quay hũ nổ hũ hiệu quả. Tham gia ngay! visit: sbotop