ସାଇବର ଠକ ହେଲା ବିଫଳ
ଭୁବନେଶ୍ୱର :ପ୍ୟାନ କାର୍ଡ ଅପ୍ଟେଡ୍ କରିବାକୁ କହି ଜଣେ ମହିଳାଙ୍କଠାରୁ ୯୯ ହଜାର ଟଙ୍କା ଠକିନେଇଥିବା ସାଇବର ଠକ ପୁଲିସର ତ୍ବରିତ୍ ପଦକ୍ଷେପ ଲାଗି ଟଙ୍କା ହଡ଼ପ କରିବାରେ ବିଫଳ ହୋଇଛି। ବ୍ୟାଙ୍କରୁ ଟଙ୍କା ଉଠାଇନେବା ପୂର୍ବରୁ ପୁଲିସ ଆକାଉଣ୍ଟ ବ୍ଲକ୍ କରିଦେବାରୁ ସାଇବର ଠକର ଚାଲ୍ ଫେଲ୍ ମାରିଛି। ସାଇବର ଥାନା ପୁଲିସ ମହିଳାଙ୍କ ଆକାଉଣ୍ଟକୁ ଉକ୍ତ ଟଙ୍କାତକ ଫେରାଇଛି। ଅଭିଯୋଗ ମୁତାବକ ଗତ କିଛି ଦିନ ପୂର୍ବେ ଲକ୍ଷ୍ମୀପ୍ରିୟା ରାଉଳଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା।
ମୁମ୍ବାଇ ମୁଖ୍ୟାଳୟର ଜଣେ ଅଧିକାରୀ ବୋଲି ପରିଚୟ ଦେଇ ସାଇବର ଠକ ଏହି ଫୋନ୍ କରିଥିଲା। ପାନ୍ କାର୍ଡ ଅପ୍ଡେଟ୍ କରିବାକୁ କହିଥିଲା। ଲକ୍ଷ୍ମୀପ୍ରିୟା ସାଇବର ଠକର ଚାଲ୍ ବୁଝିନପାରି ତା’ କଥା ଅନୁସାରେ ମୋବାଇଲ୍ ଫୋନ୍ ଜରିଆରେ ସବୁ ତଥ୍ୟ ଦେଇଦେଲେ। ଏମିତିକି ଓଟିପି ମଧ୍ୟ ଦେଇଦେଲେ। ଏହା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯୯ ହଜାର ଟଙ୍କା କଟିଯାଇଥିଲା। ତେବେ ଏନେଇ ଲକ୍ଷ୍ମୀପ୍ରିୟା ସଙ୍ଗେସଙ୍ଗେ ସାଇବର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପୁଲିସ ତୁରନ୍ତ ଲକ୍ଷ୍ମୀପ୍ରିୟାଙ୍କ ଆକାଉଣ୍ଟ ଥିବା ବ୍ୟାଙ୍କ ସହ ଯୋଗାଯୋଗ କରି ଆକାଉଣ୍ଟକୁ ସିଜ୍ କରିଦେଇଥିଲା। ଫଳରେ ଟଙ୍କା କଟିବା ପୂର୍ବରୁ ଆକାଉଣ୍ଟ ଅଚଳ ହୋଇଯାଇଥିଲା।


I felt the luck the moment I signed up. The promotions are generous and lucky97 is definitely my new favorite spot.
Attractive section of content. I just stumbled upon your blog and in accession capital to assert that I get in fact enjoyed account your blog posts. Any way I’ll be subscribing to your feeds and even I achievement you access consistently quickly.
Just wanna comment that you have a very nice web site, I love the style and design it really stands out.
Amazing! Blogger, fantastic post thank you so much for sharing. if you have time, check out my blogs if you can at 2fa live
The login process is super fast and the security makes me feel safe with my deposits. I’m really enjoying my time on jiliph6loginapp so far.
I am glad to be a visitor of this arrant web site! , regards for this rare information! .
Hi my friend! I want to say that this post is awesome, nice written and include almost all vital infos. I’d like to see more posts like this.
Hi, just required you to know I he added your site to my Google bookmarks due to your layout. But seriously, I believe your internet site has 1 in the freshest theme I??ve came across. It extremely helps make reading your blog significantly easier.