ହୋଟେଲ କର୍ମଚାରୀଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
ଭୁବନେଶ୍ୱର : ପାହାଳ ଥାନା ଅଞ୍ଚଳରେ ଏକ ହୋଟେଲର କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।
କିଛି ଦୁର୍ବୃତ୍ତ ହୋଟେଲ କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ କରିବା ସହ ଲହୁଲୁହାଣ କରିଛନ୍ତି । ଦୁର୍ବୃତ୍ତ ମାନେ ଗତକାଲି ବିଳମ୍ବିତ ରାତି ସାଢେ ଗୋଟାଏ ଓ ଦୁଇଟା ମଧ୍ୟରେ ହୋଟେଲ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇ କର୍ମଚାରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ତେବେ କେଉଁ କାରଣରୁ ଏପରି ଘଟଣାଘଟିଛି ତାହା ଜଣାପଡ଼ିନାହିଁ । ଏନେଇ ପାହାଳ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।


[9056]agam69 Login Link – Online Slots & TNG Deposit Malaysia,Access agam69 via the official login link to play online slots. Get the agam69 download APK for easy mobile play and fast casino deposit via touch n go. Join now! visit: agam69