କରୋନା କବଳରେ ବିରାଟ

କରୋନା କବଳରେ ବିରାଟ

ଲିସେଷ୍ଟରସାୟାର: ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍ ଲାଗି ଭାରତ ସଂପ୍ରତି ପ୍ରସ୍ତୁତି କରୁଛି। ସେପଟେ ଦଳର ପ୍ରମୁଖ ଖେଳାଳି ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ବିସିସିଆଇ ତାଙ୍କୁ ବିଶ୍ରାମ ଦେଇଥିଲା। ଏହି ସୁଯୋଗରେ ସେ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଛୁଟି କଟାଇବାକୁ ମାଳଦ୍ବୀପ ଚାଲିଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କୁ କୋଭିଡ୍ ହୋଇଥିବା ଜଣାପଡ଼ିଥିଲା। ତେବେ ଏବେ କୋହଲି ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଯାହା ଭାରତୀୟ ଦଳ ପାଇଁ ଏକ ବହୁତ ବଡ଼ ଶୁଭସଙ୍କେତ ହୋଇଛି। କୋହଲି ମଧ୍ୟ ଏବେ ଭାରତୀୟ ଦଳ ସହ ପ୍ରସ୍ତୁତି କରୁଛନ୍ତି। ନିଜ ଟ୍ବିଟର ପୃଷ୍ଠାରେ ମଧ୍ୟ ସେ ଏହାର ଫଟୋ ପ୍ରକାଶ କରିଛନ୍ତି। ତା ତଳେ ଲେଖିଛନ୍ତି ଯେ ‘ଅଭ୍ୟାସ ବହୁତ ଭଲ ଚାଲିଛି। ଖୁସିରେ ରୁହ’। ଏହା ପୂର୍ବରୁ ସ୍ପିନର ଆର ଅଶ୍ବିନଙ୍କୁ କୋଭିଡ୍ ହୋଇଥିବାର ଖବର ପଦାକୁ ଆସିଥିଲା। ଏହି କାରଣରୁ ଅଶ୍ବିନ ଦଳ ସହ ଇଂଲଣ୍ଡ ଯାଇପାରି ନଥିଲେ। ସଂପ୍ରତି ସେ ସଙ୍ଗରୋଧରେ ଅଛନ୍ତି। ଅଶ୍ବିନ ଖୁବଶୀଘ୍ର ଦଳ ସହ ଯୋଗଦେବେ।

ims news

3 thoughts on “କରୋନା କବଳରେ ବିରାଟ

  1. Downloading the app was a breeze and the performance has been rock solid ever since. I love how it saves my preferences and loads my history instantly so I never miss a hot game. The support team is super responsive and they actually follow up to make sure I am happy with my experience. A smooth and trustworthy betting companion for daily play planbetapk

  2. Finding a casino site that actually delivers fair spins and quick cashouts is a true blessing these days. The jili77casinologin portal gives me direct access to all my favorite slots without any confusing redirects. Payout requests go through without constant status checks and the game library keeps getting better. jili77casinologin

Leave a Reply

Your email address will not be published. Required fields are marked *