ମାନସିକ ଅନଗ୍ରସର ନାବାଳିକାକୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା କରିଥିବା ଅପରାଧୀକୁ ଫାଶୀଦଣ୍ଡରେ ଦଣ୍ଡିତ କଲେ ସୁପ୍ରିମ୍ କୋର୍ଟ
ଭୁବନେଶ୍ୱର: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ଜନୈକା ନାବାଳିକାକୁ ଅପହରଣ କରିନେବା ପରେ ଦୁଷ୍କର୍ମ କରି ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡକୁ ଆଜି (ଶୁକ୍ରବାର) ଦିନ କାଏମ ରଖିଛନ୍ତି। ପୀଡ଼ିତା ସାଢେ ସାତ ବର୍ଷର ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ପରେ ହତ୍ୟା ଅପରାଧକୁ ନିଷ୍ଠୁର ଏବଂ ଅମାନବୀୟ ବୋଲି ଉଳ୍ଲେଖକରି ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖିବା ପାଇଁ ଆଗତ ଏକ ମାମଲାକୁ ଖାରଜ କରି ଦେଇଛନ୍ତି।
ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ ଏଏମ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଦୀନେଶ ମହେଶ୍ୱରୀ ଏବଂ ଜଷ୍ଟିସ ସିଟି ରବିକୁମାରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାରେ ଅଭିଯୁକ୍ତ ମନୋଜ ପ୍ରତାପ ସିଂଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ରାଜସ୍ଥାନ ହାଇକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ମୃତ୍ୟୁଦଣ୍ଡକୁ ନିଶ୍ଚିତ କରିଛନ୍ତି ଏବଂ ରାଜସ୍ଥାନ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନକୁ ଖାରଜ କରି ଦେଇଛନ୍ତି।


[2860]kt333 লগইন ও অ্যাপ ডাউনলোড | বিকাশ ক্যাসিনো ডিপোজিট গাইড,kt333 লগইন করে অনলাইন স্লট গেম নিয়ম জানুন এবং বিকাশ দিয়ে ক্যাসিনো ডিপোজিট করুন। সেরা লাইভ ক্যাসিনো বোনাস পেতে আজই জয়েন করুন। visit: kt333