ନର୍ମଦା ନଦୀରେ ଖସିଲା ବସ, ୧୩ ମୃତ, ୧୫ ଗୁରୁତର | ଏପର୍ଯ୍ୟନ୍ତ ଜାରି ରହିଛି ଉଦ୍ଧାରକାର୍ଯ୍ୟ |

ନର୍ମଦା ନଦୀରେ ଖସିଲା ବସ, ୧୩ ମୃତ, ୧୫ ଗୁରୁତର | ଏପର୍ଯ୍ୟନ୍ତ ଜାରି ରହିଛି ଉଦ୍ଧାରକାର୍ଯ୍ୟ |

ଭୁବନେଶ୍ୱର : ଆଜି ସକାଳେ ମଧ୍ୟପ୍ରଦେଶ ଧାର ଜିଲ୍ଲା ଖଲଘାଟରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ପୋଲର ରେଲିଂ ଭାଙ୍ଗି ନର୍ମଦା ନଦୀକୁ ଖସିବା ଫଳରେ ବସରେ ଥିବା ୧୩ରୁ ଅଧିକ ଯାତ୍ରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ବସଟିରେ ପ୍ରାୟ ୫0 ରୁ ଉର୍ଦ୍ଧ ଯାତ୍ରୀ ରହିଥିଲେ | ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ୍ୟ ନଦୀରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ବସଟି ଇନ୍ଦୋରରୁ ମହାରାଷ୍ଟ୍ର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ରହିଛି |

ଘଟଣା ସ୍ଥଳରେ ଉପସ୍ଥିତ ଲୋକଙ୍କ କହିବା ଅନୁସାରେ ଉକ୍ତ ବସଟି ପୋଲ ଅତିକ୍ରମ କରୁଥିବା ସମୟରେ ତା ଆଗରେ ଆଉ ଏକ ବସ ଯାଉଥିଲା | ପ୍ରଥମେ ଦୁର୍ଘଟଣାଗ୍ରସ୍ତ ବସଟି ଆଗରେ ଯାଉଥିବା ବସ କୁ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲା | ଫଳରେ ଭାରସାମ୍ୟ ହରାଇ ପୋଲରୁ ଖସି ତଳେ ପଡ଼ି ଛିଟକି ଯାଇ ପାଣିରେ ପଡ଼ିଥିଲା । ଖବର ପାଇ ପୋଲିସ ପ୍ରଶାସନ ଏବଂ ରେସକ୍ୟୁ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବସରୁ ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି । ବସରେ ଥିବା ଆଉ କିଛି ଯାତ୍ରୀ ନଦୀର ପ୍ରଖର ସ୍ରୋତରେ ବହି ଯାଇଥିବା ଆଶଙ୍କା କରାଯାଉଛି । ତେଣୁ ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି |

ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀଙ୍କ ସମେତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଘଟଣା ସଂପର୍କରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଆଲୋଚନା କରିଛନ୍ତି । ମଧ୍ୟପ୍ରଦେଶ ସରକାର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଦେବାକୁ ଘୋଷଣା କରିଛନ୍ତି । ସେହିଭଳି ମହାରାଷ୍ଟ୍ର ସରକାର ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏ ସହାୟତା ଦେବେ ।

ims news

9 thoughts on “ନର୍ମଦା ନଦୀରେ ଖସିଲା ବସ, ୧୩ ମୃତ, ୧୫ ଗୁରୁତର | ଏପର୍ଯ୍ୟନ୍ତ ଜାରି ରହିଛି ଉଦ୍ଧାରକାର୍ଯ୍ୟ |”

  1. Symptom facial swellingIslands in the virgin islandsFacial drippingDe de masculina masturbation tecnicas videoFree interracial milfsAustin escort in texasNude photos of erika elenikaMetube pussyFree best fuck xnxx Eleven in cockFree
    manga comics xxxMobile free mp4 pornPhoto resort swingerReal teen xxx vidsInternal picture vaginaShaved
    yorkie https://xxxxvideos.cc/ Movie and picture sharing adultBlack in lady
    mature stockingRealistic sex toyHidden video cum shotArchive clip lesbianHow to draw teen titans starfireCelabrities
    pussyJennette mccurdy fake nudeBig cock tiny ass movies
    brazilianWhite girls anal black dick xnxx Holley xxxNude
    photos of mail order brides withBlack thumbnail xxxEscort girl tampaNatural breast makedTop ten free porn sites
    pornhubJapanese hentai translatedHydroxycut hardcore and ncaa bylawsClose up ass galleries

Leave a Reply

Your email address will not be published. Required fields are marked *