ରାଜଧାନୀରେ ଗଡ଼ିଲା ବିଦ୍ୟୁତ୍ ଚାଳିତ ବସ୍

ରାଜଧାନୀରେ ଗଡ଼ିଲା ବିଦ୍ୟୁତ୍ ଚାଳିତ ବସ୍

ଭୁବନେଶ୍ୱର : ଗତ ଶନିବାର ଠାରୁ ଦି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (ସି.ଆର୍.ୟୁ.ଟି.) ତରଫରୁ ରାଜଧାନୀ ଭୁବନେଶ୍ୱର ରେ ୧୦ଟି ଜିରୋ ଏମିସନ୍ ବିଦ୍ୟୁତ୍ ଚାଳିତ ବସ୍ ଚଳାଚଳ ଆରମ୍ଭ ହୋଇଛି । ଭୁବନେଶ୍ୱର ସହର ଭିତରେ ସି.ଆର.ୟୁ.ଟି ଟ୍ରାଏଲ ପାଇଁ ପ୍ରଥମେ ୧୦ଟି ବସ୍ ଚଳାଚଳ ଆରମ୍ଭ କରିଛି । ସି.ଆର୍.ୟୁ.ଟି. ର ସାଧାରଣ ସଂଚାଳକ ଶ୍ରୀମତୀ ଦୀପ୍ତି ମହାପାତ୍ରଙ୍କ ସୂଚନା ଅନୁସାରେ ଟ୍ରାଏଲ ରେ ସଫଳ ହେଲେ ଜୁଲାଇ ଶେଷ ସପ୍ତାହ ବେଳକୁ ପାଖାପାଖି ୫୦ଟି ବିଦ୍ୟୁତ୍ ଚାଳିତ ବସ୍ ରାଜଧାନୀର ବିଭିନ୍ନ ରୁଟ୍ ରେ ଚଳାଚଳ କରିବା ପାଇଁ ସି.ଆର.ୟୁ.ଟି ଯୋଜନା ରଖିଛି । ଏହି ବସ ଗୁଡିକ ବିଦ୍ୟୁତ୍ ଚାଳିତ ହୋଇଥିବାରୁ ବସ ଗୁଡିକ ଚାର୍ଜ୍ କରିବା ପାଇଁ ଭୁବନେଶ୍ୱର ପଟିଆରେ ଏକ ଅସ୍ଥାୟୀ ଚର୍ଜୀଙ୍ଗ୍ ଷ୍ଟେସନ ନିର୍ମାଣ କରାଯାଇଛି ।

ଏହି ବିଦ୍ୟୁତ ଚାଳିତ ବସ୍ ଗୁଡିକରେ ଏସି, ସିସିଟିଭି କ୍ୟାମେରା ସହିତ ପ୍ରତି ସିଟ୍ ରେ ମୋବାଇଲ୍ ଚାର୍ଜ୍ ପାଇଁ ୟୁ.ଏସ୍.ବି. କେବୁଲ୍ ର ମଧ୍ୟ ବ୍ୟବସ୍ଥା ରହିଛି । ଏହି ବସ ଗୁଡିକ ମୁଖ୍ୟତଃ ପ୍ରଦୂଷଣ କୁ ରୋକିବା ସହିତ ପେଟ୍ରୋଲ ଏବଂ ଡିଜେଲ ସଂରକ୍ଷଣରେ ସହାୟକ ହେବ ବୋଲି ସି.ଆର.ୟୁ.ଟି. ତରଫରୁ ସୂଚନା ରହିଛି।

ଅନ୍ୟ ବିଦ୍ୟୁତ୍ ଚାଳିତ ଗାଡି ଭଳି ଏହି ବସ୍ ଗୁଡିକରେ ବିନା ଗିଅର ରହିଛି ଏବଂ ରିଭର୍ସ, ନିଉଟ୍ରାଲ ଓ ଡ୍ରାଇଭ୍ ପାଇଁ ୩ଟି ସୁଇଚ୍ ରହିଛି । କୋଭିଡ ମହାମାରୀ ପ୍ରଭାବ ପରେ ମୋ ବସ୍ ର ଚଳାଚଳ ଟିକେ କମିଯାଇଥିବା ଜଣାପଡୁଛି । ତେବେ ବର୍ତ୍ତମାନ ରାଜଧାନୀର ୧୭ ଟି ରୁଟ୍ ରେ ପ୍ରାୟ ୧୦୯ ଟି ମୋ ବସ୍ ଯାତାୟାତ କରୁଛି ।

ims news

8 thoughts on “ରାଜଧାନୀରେ ଗଡ଼ିଲା ବିଦ୍ୟୁତ୍ ଚାଳିତ ବସ୍”

  1. Whiskeytown fuckerMature milf grannyStriptease porn videosCustomer contest adultSarah
    palin sex picturesGemma gregory jones nudeCatherine bell lingerie xnxx
    Bound free movie pornMilf seducing partner huge boobs videoSpider
    gag bondageBiography elizabeth i the virgin queenCurious
    girls play with pussysYou teen titsEastern european mature tubeAfrica university student sex
    tape tubeBlack secretion from vagina https://xnxxgratis.com/
    Escort services miamiFemale escorts in the carribbeanCartoon hardcore picture pornFutuba teen nudeHazel tucker escort infoFree toon video
    pornVintage power wagon for saleRugby penis xnxx Mature white women and
    black meatAccuchek stripsInternal video o female orgasmAdult
    toy store texasCalendar girls nude photosHow many percent gays in philippinesVintage 16 gal ithaca shotgunsFlorida resort teen clubsLady sonia blowjobBlack ass woopinAdult book in jersey new storeSexy ass cum

Leave a Reply

Your email address will not be published. Required fields are marked *