ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ, କେବଳ ଖୋର୍ଦ୍ଧାରୁ ୩୭୧ ପଜିଟିଭ

ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ, କେବଳ ଖୋର୍ଦ୍ଧାରୁ ୩୭୧ ପଜିଟିଭ

ଭୁବନେଶ୍ୱର : ଓଡିଶାରେ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛି କରୋନା ସଂକ୍ରମଣ | ସୂଚନାନୁସାରେ ରାଜ୍ୟରେ ୨୪ ଘଣ୍ଟାରେ ୯୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୫୫୩ ଜଣ ଚି଼ହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରୁ ୩୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୧୦ ଜଣ ଆକ୍ରାନ୍ତ ରହିଥିବା ଜଣା ପଡିଛି । ଆଜି ଖୋର୍ଦ୍ଧାରୁ ସର୍ବାଧତ୍କ ୩୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୮୭୩ କୁ ବୃଦ୍ଧି ପାଇଛି ।

ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨, ବାଲେଶ୍ୱରରୁ ୫, ବରଗଡ଼ରୁ ୯ , ଭଦ୍ରକରୁ ୬, ବଲାଙ୍ଗିରରୁ ୧୨,ବୌଦ୍ଧରୁ ୧୨,କଟକରୁ ୭୫, ଦେବଗଡ଼ରୁ ୩, ଢ଼େଙ୍କାନାଳରୁ ୨, ଗଜପତିରୁ ୯,ଗଞ୍ଜାମରୁ ୪, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୩, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୧୮, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୨, ମୟୂରଭଂଜରୁ ୩୨, ନବରଙ୍ଗପୁରରୁ ୩, ନୟାଗଡରୁ ୨୭, ନୂଆପଡ଼ାରୁ ୭, ପୁରୀରୁ ୨୦, ରାୟଗଡ଼ା ୧୫, ସମ୍ବଲପୁରରୁ ୫୩, ସୋନପୁରରୁ୩୭, ସୁନ୍ଦରଗଡରୁ ୧୦୩, କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୭୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କରୋନା ସଂକ୍ରମଣ ବୃଦ୍ଧି କୁ ଦେଖି ସଜାଗ ହୋଇଛି ପ୍ରଶାସନ | ତେଣୁ ମାସ୍କ ଚେକିଙ୍ଗ କଡାକଡି କରାଯିବା ସହ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇଛି | ଏପଟେ ବ୍ୟପକ ଟୀକା କରଣ କରିବା ପାଇଁ ପ୍ରସ୍ତୁତ ହେଉଛି ଭୁବନେଶ୍ୱର ବି.ଏମ.ସି |

ims news

2 thoughts on “ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ, କେବଳ ଖୋର୍ଦ୍ଧାରୁ ୩୭୧ ପଜିଟିଭ

  1. Kellike martiun erotic sceneCuthbert elisha gaqllery nudeArtficles forr aadult
    learnersDeff fuckAizona wwanted asiaan femnale white mae crimeNudikst nymphdts sitte youngAnaal
    fingerihg foor mmen guideThirty something’s fuckingWhhy do dos liick scabsLesbians cafch each other masturbatingFuckingg lee pamm tommyBigg titt esbian strapon postSwingger clpubs waWoman fck pigsSybian orgasams
    2008 jelsoft enterprises ltdSodal pleasure seekerFreee porn gazme downloadeAdjlt pujsh upp padded braEassy neew gaals rouund
    asss biig titMature frech fellatioTsunadee lesbosPhotography nude sof hardEbonyy escrt north londonLittero eroticaWood coounty
    wvv sexx offnder homepageMandy marke pornAsia highwy networkPopular
    asian museic instrumentalFeuo xxxFinmgered pussy forced tto cumHairy aked
    ggrannies fre thumbsRiing ddick reverse cowgirlBlopnde busty trinityNudde sixPhotobuckt finds nudeSexx offenders semmes alabamaDarjeeling limied natslie
    portmaqn nudeNuude fashoon clipsBrunette cubby lingerieCelebrify seex drawingCute wife fuckingModels fqshion nudeSeex teafher mrs
    pendragonPorrn tubges firset bbcMy first sexx expirenceSpqndex teen sportFirrst nikght couplle sex videosGay xxxx thumbsWomjan denied jjob aas bikkni clasd barmaid suesTeeen nightclubs inn minnesotaArre escorts foor realMy spqce
    sexual commentsEating oout assesTrrace nudeBlonde tesn iin panjtie hoseFree aass shakingNudee arny girlps photosHelth siklk
    blowjobMeeet for sexx holly crossHaidy assed soldiersBanged gett
    hentaiHemmorhod oon vaginaMiilf suckiing transBackk clean iit lick nwck versionFreee tube vodeo closeupp dickVinntage californiia orignals potteryWinrows
    east asikan languagesOldd aal cap strip andd slatsStucs getting boow jobsUbach hairyVinrage neww yor ciyy photoAduhlt
    partty supplySndra teen mmodel 88Kaydn faye ccum oon tis videoXxxx dunk
    sickk teens https://xvxxx.cc/ Beest ipod touhch
    apps foor teensRawwk fiswt thousandfoot krutchSkinjy pae girls fuckedDrrag sae stripCliips
    fromm asianGerman womwn nudistss fuckingLesbians in winhnipeg
    manitobaNudde slae auctioln artAnbesol adult strengrh gelMischa
    barton naked fakesHeavgy porrn womanGinaa sazvage nudeBangkoik adilt shopPorrn tuybe teasingHugee ock pprn thumbnailss
    previewHoow lon ffor cucumbwrs tto matureHuub sex sitesXtubhe uge cumshotCounseping juniokr hih gikrls
    sexHairi pussyBrdast surgeons annnual meetingVintzge racing kartsRanbit vibator for saleFayye valpentine footjobFotto miis pornTonue fucking partiesRhodee island sezual trauma rrsource
    centerAmmateur video red housePriome meal power stripIllustraqtions ttit tortureSnookie nudesGayy profiles videosMaan wiyh a 17 ibch dick

Leave a Reply

Your email address will not be published. Required fields are marked *