୨୦ ରାଜ୍ୟର ୫୬ଟି ସ୍ଥାନରେ ‘ଅପରେସନ୍ ମେଘଚକ୍ର’
ଅନ୍ଲାଇନ୍ରେ ‘ସିଏସ୍ଏମ୍’ ମ୍ୟାଟେରିଆଲ୍ ପ୍ରସାରଣ କରୁଥିବା ବ୍ୟକ୍ତିବିଶେଷ ଓ ଗ୍ୟାଙ୍ଗ୍ ଏବଂ ନାବାଳିକା/ବାଳକମାନଙ୍କୁ ଶାରୀରିକ ଭାବେ ବ୍ଲାକ୍ମେଲ୍ କରୁଥିବା ଲୋକମାନଙ୍କୁ ଚିହ୍ନଟ କରିବା ପାଇଁ ‘ଅପରେସନ୍ ମେଘଚକ୍ର’ ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ, ପିଲାମାନଙ୍କ ସହିତ ଅନୈତିକ ଯୌନକ୍ରିୟାର ‘ଅଡିଓ-ଭିଜୁଆଲ୍’ ପ୍ରସାରଣ ନିମନ୍ତେ ‘କ୍ଲାଉଡ୍ ଷ୍ଟୋରେଜ୍ ଫ୍ୟାସିଲିଟି’ ବ୍ୟବହାର କରାଯାଉଥିବା କାରଣରୁ ଏହି ଅଭିଯାନର କୋଡ୍ୱାର୍ଡ ‘ମେଘ ଚକ୍ର’ ରଖାଯାଇଛି।
ପିଲାଙ୍କୁ ଯୌନ ଉତ୍ପୀଡ଼ନ ଦିଆଯାଉଥିବା ‘ମ୍ୟାଟେରିଆଲ୍’ ପ୍ରସାରଣ ଉପରେ ଦୃଷ୍ଟି ରଖିବାକୁ ‘ମେକାନିଜିମ୍’ ଉପରେ ସବିଶେଷ ବିବରଣୀ ଥିବା ରିପୋର୍ଟ ଦାଖଲ କରିବା ଲାଗି ଗତ ସପ୍ତାହରେ ସୁପ୍ରିମ୍ କୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।


The VIP treatment here is legit. I really appreciate how responsive the customer support is whenever I have a question about my bonus. Keep it up! phvipph
A very professional platform with a great atmosphere. I feel safe playing here and the bonuses are actually useful. Great job idlisboa77