କାଷ୍ଟିଂ କାଉଚ ଅଭିଯୋଗ ରେ ଫସିଲେ ପ୍ରଯୋଜକ ଅକ୍ଷୟ ପରିଜା

କାଷ୍ଟିଂ କାଉଚ ଅଭିଯୋଗ ରେ ଫସିଲେ ପ୍ରଯୋଜକ ଅକ୍ଷୟ ପରିଜା

ଭୁବନେଶ୍ବର: ଓଲିଉଡର ଜଣାଶୁଣା ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ପୀଡ଼ିତାଙ୍କର ଏକ ଭିଡିଓ ଭାଇରାଲ ମଧ୍ୟ ହୋଇଛି । ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ ଅଭିଯୋଗ ଆଣି କହିଛନ୍ତି ଯେ, ସିନେମା ଓ ବ୍ୟବସାୟରେ କାମ କରିବାର ସୁଯୋଗ ଦେବାକୁ କହି ଅକ୍ଷୟ ପରିଜା ତାଙ୍କୁ ଶାରିରୀକ ଶୋଷଣ କରିଛନ୍ତି । ତାଙ୍କ ଅଶ୍ଲୀଳ ଫଟୋ ରଖି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ସେ ଦଳିତ ଜାତିର ଝିଅ। ସେ ନୀଚ ଜାତିର ହୋଇଥିବାରୁ ତାଙ୍କୁ କେଉଁଠି କାମ ମିଳିବ ନାହିଁ ବୋଲି କହୁଥିଲେ । ଏପରିକି ତାଙ୍କର ଅନ୍ୟତ୍ର ବାହାଘର ଠିକ୍ ହୋଇଥିଲେ ବି କାହାକୁ ବାହାହେଲେ ଜୀବନରୁ ମାରି ଦେବି ବୋଲି ଅକ୍ଷୟ ପରିଜା ଧମକ ଦେଇଥିବା ଯୁବତୀ ଅଭିଯୋଗ କରିବା ପରେ ଓଲିଉଡରେ ଆଲୋଡ଼ନ ସୃଷ୍ଟି ହୋଇଛି।

ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ଓଲିଉଡରେ ପୁଣି ଥରେ କାଷ୍ଟିଂ କାଉଚ କଥା ଚର୍ଚ୍ଚାକୁ ଫେରିଛି । ଅନ୍ୟପକ୍ଷରେ ଯୁବତୀଙ୍କ ନାଁରେ ନୟାପଲ୍ଲୀ ଥାନାରେ ପାଲଟା ଅଭିଯୋଗ କରିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା। ଘରକୁ ଡିନର ପାଇଁ ଆମନ୍ତ୍ରଣ କରି ତାଙ୍କ ସହ ଭିଡିଓ କରିବା ପରେ ବ୍ଲାକମେଲିଂ କରାଯାଉଥିବା ଥାନାରେ ଜଣାଇଛନ୍ତି। ଏଥିପାଇଁ ତାଙ୍କ ଠାରୁ ୫କୋଟି ଟଙ୍କା ଦାବି କରାଯାଉଛି ଏବଂ ଟଙ୍କା ନଦେଲେ ଭିଡିଓ ଭାଇରାଲ କରିବାକୁ ଧମକ ଦିଆଯାଉଥିବା ଜଣାଇଛନ୍ତି।

ims news

10 thoughts on “କାଷ୍ଟିଂ କାଉଚ ଅଭିଯୋଗ ରେ ଫସିଲେ ପ୍ରଯୋଜକ ଅକ୍ଷୟ ପରିଜା

  1. Good day! This is my 1st comment here so I just wanted to give a quick shout out and tell you I truly enjoy reading your articles. Can you recommend any other blogs/websites/forums that deal with the same topics? Many thanks!

  2. Have you ever thought about publishing an e-book or guest authoring on other websites? I have a blog based upon on the same subjects you discuss and would really like to have you share some stories/information. I know my subscribers would enjoy your work. If you are even remotely interested, feel free to shoot me an e mail.

  3. I have been exploring for a bit for any high-quality articles or blog posts on this sort of area . Exploring in Yahoo I at last stumbled upon this website. Reading this information So i am happy to convey that I’ve a very good uncanny feeling I discovered just what I needed. I most certainly will make certain to do not forget this website and give it a look regularly.

  4. I don’t even know the way I ended up right here, but I believed this publish was good. I don’t understand who you are but certainly you’re going to a well-known blogger should you are not already 😉 Cheers!

  5. I was very pleased to find this web-site.I wanted to thanks for your time for this wonderful read!! I definitely enjoying every little bit of it and I have you bookmarked to check out new stuff you blog post.

Leave a Reply

Your email address will not be published. Required fields are marked *