ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ

ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ

ଭୁବନେଶ୍ୱର : ଗତ ସପ୍ତାହରେ ଅଷ୍ଟ୍ରେଲିଆର ସିଡ୍‌ନିରେ ଆଗ୍ରା ନିବାସୀ ଜଣେ ଭାରତୀୟ ଛାତ୍ର ୧୧ ଥର ଛୁରି ଭୁଷାଖାଇ ସାଙ୍ଘାତିକ ଅସୁସ୍ଥ ହୋଇପଡ଼ିଥିବା ବେଳେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏହା ବର୍ଣ୍ଣବୈଷମ୍ୟ ଆକ୍ରମଣ ବୋଲି ଛାତ୍ରଙ୍କର ପରିବାର ଲୋକେ ଅଭିଯୋଗ କରୁଛନ୍ତି

ସଂଗୃହୀତ ସୂଚନା ଅନୁସାରେ, ସିଡ୍‌ନିସ୍ଥିତି ‘ୟୁନିଭର୍ସିଟି ଅଫ୍‌ ନିଉ ସାଉଥ୍‌‌ ୱେଲ୍‌ଜ୍‌’ସ୍ଥିତ ବିଶ୍ବବିଦ୍ୟାଳୟରେ ‘ପିଏଚ୍‌ଡି’ କରୁଥିବା ୨୮ ବର୍ଷିୟ ଶୁଭମ୍‌ ଗର୍ଗଙ୍କୁ ଅକ୍ଟୋବର ୬ ତାରିଖ ଦିନ ଆକ୍ରମଣ କରାଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି। ‘ଆଇଆଇଟି-ମାଡ୍ରାସ୍‌’ରୁ ସ୍ନାତକ ହାସଲ କରିଥିବା ଶୁଭମ ସେପ୍ଟେମ୍ବର ପହିଲାରେ ଅଷ୍ଟ୍ରେଲିଆ ଯାଇଥିଲେ। ଉତ୍ତର ପ୍ରଦେଶର ଆଗ୍ରାରେ ଥିବା ତାଙ୍କର ପିତାମାତା ଅଷ୍ଟ୍ରେଲିଆ ଯିବା ନିମନ୍ତେ ଭିସା ପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ, ଏଯାବତ୍‌ ଭିସା ପାଇ ନାହାନ୍ତି।

ଅଷ୍ଟ୍ରେଲୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅକ୍ଟୋବର ୬ ତାରିଖ ରାତି ପ୍ରାୟ ୧୦.୩୦ରେ ରାସ୍ତାରେ ଯାଉଥିବା ବେଳେ ଉକ୍ତ ଲୋକଟି ତାଙ୍କ ପାଖକୁ ଆସିଥିଲେ। ସେ ତାଙ୍କୁ ଧମକ ଦେଇ ଟଙ୍କା ମାଗିଥିଲେ। ସେ ମନା କରିବାରୁ ଆକ୍ରମଣକାରୀ ତାଙ୍କୁ ବହୁବାର ଛୁରି ଭୁସି ଘଟଣାସ୍ଥଳରୁ ପଳାଇଯାଥିଲେ। ଶୁଭମ୍‌ଙ୍କ ମୁହଁ, ଛାତି ଓ ପେଟରେ ଏକାଧିକ କ୍ଷତ ହୋଇଛି। ସୂଚନା ଅନୁସାରେ ନିକଟରେ ଥିବା ଗୋଟିଏ ଘରକୁ ଯାଇ ସାହାଯ୍ୟ ଲୋଡ଼ିବା ପରେ ତାଙ୍କୁ ଚିକିତ୍ସା ନିମିତ୍ତ ଡାକ୍ତରଖାନାକୁ ନିଆଯାଇଥିଲା।

ଏହି ମାମଲାରେ, ହତ୍ୟା ଉଦ୍ୟମ ଅଭିଯୋଗରେ ଜଣେ ୨୭ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ଘଟଣା ପୂର୍ବରୁ ଉଭୟ ଉଭୟଙ୍କୁ ଚିହ୍ନି ନ ଥିଲେ ବୋଲି ଆମେ ସୁନିଶ୍ଚିତ ବୋଲି ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଛି ।।।।

ims news

14 thoughts on “ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ

  1. I’ll right away grab your rss feed as I can’t find your email subscription link or newsletter service. Do you’ve any? Please let me know in order that I could subscribe. Thanks.

  2. Hey there! Quick question that’s entirely off topic. Do you know how to make your site mobile friendly? My web site looks weird when viewing from my apple iphone. I’m trying to find a template or plugin that might be able to resolve this problem. If you have any recommendations, please share. With thanks!

  3. Thank you a lot for giving everyone an exceptionally pleasant possiblity to check tips from this web site. It can be very nice plus full of a great time for me and my office peers to visit your site nearly three times in 7 days to read the new stuff you have got. And indeed, I am also at all times happy with your dazzling tricks served by you. Selected two tips in this article are essentially the most efficient we’ve ever had.

  4. We are a gaggle of volunteers and opening a brand new scheme in our community. Your website offered us with useful info to work on. You have performed a formidable task and our whole neighborhood will be thankful to you.

  5. hey there and thanks on your information – I have certainly picked up anything new from right here. I did however experience some technical points the use of this web site, since I experienced to reload the site many times previous to I could get it to load correctly. I were considering if your web host is OK? No longer that I am complaining, however sluggish loading circumstances instances will often have an effect on your placement in google and can injury your quality ranking if ads and ***********|advertising|advertising|advertising and *********** with Adwords. Well I’m adding this RSS to my e-mail and can glance out for a lot more of your respective exciting content. Make sure you update this again soon..

  6. Can I just say what a relief to find someone who actually knows what theyre talking about on the internet. You definitely know how to bring an issue to light and make it important. More people need to read this and understand this side of the story. I cant believe youre not more popular because you definitely have the gift.

Leave a Reply

Your email address will not be published. Required fields are marked *