୨୩ରୁ ଆରମ୍ଭ ହେବ ବର୍ଷା

୨୩ରୁ ଆରମ୍ଭ ହେବ ବର୍ଷା

ଭୁବନେଶ୍ୱର : ବାତ୍ୟା ଯୋଗୁ ଆଗାମୀ ୨୩ ରାତିରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶା ଉପରେ ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ୨୩ ତାରିଖ ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ।

୨୫ ତାରିଖ ରାତିରୁ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ ଓ ପୁରୀ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ସେହିଭଳି ୨୬ ତାରିଖରେ ମଧ୍ୟ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି

ims news

7 thoughts on “୨୩ରୁ ଆରମ୍ଭ ହେବ ବର୍ଷା”

  1. Rubber dildo pantiesImmoral sisters hentai episodeMaster spanks padawanBig
    dicks blond chicksPee she summerNude kate winslet thumbnailSmall penis
    chastity strap-onYoung adult stories to read onlineHidden hunk chubby gayFishnets porn star xnxx Hentai pc wallpapersPython strip comments from text fileHot shot pest stripMorehouse college gayHot
    male doctor sex videosGirls with bush xxxFreee young sex videoMisty s orgasmVintage
    primer booksShitting slut https://amp.xnxxtubexxx.cc/ Escorted 2008 phpbb groupRicardo rosado sex abuse oneida countyDenise richards and neve campbell
    sexDigital strip searchFree naked photo gallerInjuries to the penisVirgin dentataGorham adult education xnxx
    Black booty cum shotBound teen titsAdult mastiffs
    vailableSexy mature women nakedPipe gourmande porno gratuitHardcore rap groupsAdult industry researchXxx story cheerleader’s lamentPut wife’s face on pornstar bodyCartoons on adult swimWpmen shaved headsTeen clubs in memphisMaking a chick cumTeacher and stident fuckingVenezuela lesbianMatt bockner
    gayKara asian sexChurchs gaysAnn angel full nude tube videosFree download gay porn

  2. [1369]espacejeux login করুন | বিকাশ দিয়ে সেরা স্লট গেম সাইট,espacejeux login করুন এবং সেরা স্লট গেম উপভোগ করুন। বিকাশ দিয়ে অনলাইন ক্যাসিনো পেমেন্ট এবং espacejeux app download করার সহজ উপায় জানুন। আজই যোগ দিন। visit: espacejeux

Leave a Reply

Your email address will not be published. Required fields are marked *