ମାଗଣାରେ ଓଡ଼ିଆ ପଢିବେ ଛାତ୍ରଛାତ୍ରୀ

ମାଗଣାରେ ଓଡ଼ିଆ ପଢିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଉଚ୍ଚଶିକ୍ଷା ଅଧୀନରେ ଥିବା ସମସ୍ତ ଡିଗ୍ରୀ କଲେଜ ଏବୋ ସ୍ୱୟଂଚାଳିତ ମହାବିଦ୍ୟାଳୟର ଓଡ଼ିଆ ବା ସମ୍ମାନ (ଅନର୍ସ) ଗ୍ରହଣ କରି ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ପାଠପଢା ବାବଦକୁ କୌଣସି ଫି ଦେବାକୁ ପଡିବ ନାହିଁ । ଏହି ବିଭାଗର ଛାତ୍ରଛାତ୍ରୀଙ୍କୁ କେବଳ ହଷ୍ଟେଲ ଫି ଦେବାକୁ ପଡିବ । ଏହା ବ୍ୟତୀତ କଲେଜ କର୍ତ୍ତୃପକ୍ଷ ପିଲାମାନଙ୍କ ଠାରୁ ଆଉ କୌଣସି ବି ଫି ଆଦାୟ କରି ପାରିବେ ନାହିଁ ।

ଏନେଇ ୨୦୧୮ ମସିହା ଜାନୁଆରୀ ୧୯ ରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି । ଏହାସହିତ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରେ ପରୀକ୍ଷା, ସାର୍ଟିଫିକେଟ , ପରୀକ୍ଷା ଫି କୁ ଏହାକୁ ନେଇ ଦ୍ଵନ୍ଦ ରହିଥିବା ହେତୁ ଏହା କାର୍ଯ୍ୟକାରି ହୋଇପାରିନଥିଲା । କିନ୍ତୁ ବର୍ତମାନ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଓଡ଼ିଆ ବିଭାଗରେ ନାମ ଲେଖାଉଥିବା ପିଲାମାନଙ୍କୁ କେବଳ ହଷ୍ଟେଲ ଫି ଛଡା କୌଣସି ଫି ଦେବାକୁ ପଡିବ ନାହିଁ ।

ims news

3 thoughts on “ମାଗଣାରେ ଓଡ଼ିଆ ପଢିବେ ଛାତ୍ରଛାତ୍ରୀ”

  1. [5268]iwwin – Link vào trang chủ, tải app và hướng dẫn chơi casino,iwwin cung cấp link vào trang chủ chính thức, hướng dẫn tải app iwwin nhanh chóng cùng cách chơi baccarat online và luật chơi xóc đĩa online chi tiết. Truy cập ngay! visit: iwwin

  2. [4940]Card Time login at apk download | slots na madaling manalo,Gamitin ang card time para sa mabilis na gcash casino experience. Alamin din paano maglaro ng baccarat at tumaya sa slots na madaling manalo. Login na! visit: card time

Leave a Reply

Your email address will not be published. Required fields are marked *