ଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ୍ ଦଳ , ଜିତିଲା ଥୋମାସ କପ୍
ଭାରତ ଜିତିଲା ଥୋମାସ୍ କପ୍ । ଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ୍ ଦଳ । ପ୍ରଥମ ଥର ପାଇଁ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ୍ ଦଳର ଥୋମାସ୍ କପ୍ ହାସଲ । ଫାଇନାଲରେ ଇଣ୍ଡନେସିଆକୁ ୩-୦ରେ ପରାଜୟ କଲା ଭାରତ । ନକଆଉଟରେ ଚୀନ ଓ ଜାପାନକୁ ମାତ୍ ଦେଇଥିଲା ଭାରତୀୟ ବ୍ୟାଡମିଣ୍ଟନ୍ ଦଳ । ଦୀର୍ଘ ୭୩ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ବିଜୟ ହାସଲ କରିଛି ଭାରତ । ଟାଇଟଲ ଜିତାଇଲେ ଲକ୍ଷ୍ୟ ସେନ୍ , ସାତ୍ତିକ୍ ଚିରାଗ୍ , କିଦାମ୍ବି ଶ୍ରୀକାନ୍ତ ।
Do you mnd iff I quote a coupple of youur posts as long as I provide credit aand sources back too your weblog?
My website is in thhe ery same niche as yours and my users woulld trupy benefit
from a lot of thhe information youu provide here.
Please let me know if this ok with you. Cheers!
Your waay oof eexplaining tthe whle ting inn thios podt
iss actually nice, aall can effortlessly bbe awsare of it, Thaks a lot.