ଭାରତୀୟ ଦଳରୁ ପାଣ୍ଡ୍ୟାଙ୍କ ସମେତ ତିନି ଖେଳାଳି ବାଦ୍
ଭୁବନେଶ୍ୱର : ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳା ପୂର୍ବରୁ ଭାରତୀୟ ଦଳକୁ ବଡ ଝଟକା। ଆହତଜନିତ ସମସ୍ୟା କାରଣରୁ ଦୁଇ ତାରକା ଖେଳାଳି ଦୀପକ ହୁଡ୍ଡା ଏବଂ ମହମ୍ମଦ ଶାମି ଦକ୍ଷିଣ ଆଫ୍ରିକା ସିରିଜ୍ରୁ ବାଦ୍ ପଡିଛନ୍ତି। ଅନ୍ୟପକ୍ଷେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିସିସିଆଇ ବିଶ୍ରାମ ଦେଇଛି। ଏହି ତିନି ଖେଳାଳି ଦଳରେ ନହେବା ସିରିଜ୍ରେ ଭାରତ ପାଇଁ ମୁସ୍କିଲ ପରିସ୍ଥିତି ସୃଷ୍ଟି କରିପାରେ।
ପିଟିଆଇ ଅନୁଯାୟୀ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ସ୍ପିନ ଅଲରାଉଣ୍ଡର ଶାହବାଜ ଅହମ୍ମଦଙ୍କୁ ଦଳରେ ସ୍ଥାନ ମିଳିଛି। ଦୀପକ ହୁଡ୍ଡାଙ୍କ ସ୍ଥାନରେ ଶ୍ରେୟସ ଆୟର ଏବଂ ମହମ୍ମଦ ଶାମିଙ୍କ ବଦଳରେ ଉମେଶ ଯାଦବଙ୍କୁ ଦଳରେ ସାମିଲ୍ କରାଯାଇଛି। ଉମେଶ ଯାଦବ ଦଳ ସହିତ ସୋମବାର ତିରୁଅନନ୍ତପୁରମ ପହଞ୍ଚିଛନ୍ତି।
ଦୀପକ ହୁଡ୍ଡାଙ୍କ ପିଠିରେ ଆଘାତ ଲାଗିଥିବା ରବିବାର ବିସିସିଆଇ ସୂଚନା ଦେଇଥିଲା। ଆହତ କାରଣରୁ ହୁଡ୍ଡା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ରେ ଚୟନ ପାଇଁ ଉପଲବ୍ଧ ନଥିଲେ। ଏବେ ଦୀପକ ହୁଡ୍ଡା ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ରିହାବରେ ରହି ପାରନ୍ତି।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେପ୍ଟେମ୍ବର ୨୮ରେ ପ୍ରଥମ ଟି-୨୦ ମୁକାବିଲା ଖେଳାଯିବ। ଦ୍ଵିତୀୟ ମୁକାବିଲା ଅକ୍ଟୋବର ୨ ଗୌହାଟୀ ଏବଂ ତୃତୀୟ ଟି-୨୦ ଅକ୍ଟୋବର ୪ ଇନ୍ଦୋରରେ ଖେଳାଯିବ। ଏହା ପରେ ଲକ୍ଷ୍ନୌରେ ଅକ୍ଟୋବର ୬ରେ ପ୍ରଥମ ଦିନିକିଆ, ଅକ୍ଟୋବର ୯ରେ ରାଞ୍ଚିରେ ଦ୍ଵିତୀୟ ଦିନିକିଆ ଏବଂ ଅକ୍ଟୋବର ୧୧ରେ ଦିଲ୍ଲୀରେ ତୃତୀୟ ଦିନିକିଆ ଖେଳାଯିବ। ଦିନିକିଆ ସିରିଜ୍ ପାଇଁ ଅଦ୍ୟାବଧି ଭାରତୀୟ ଦଳ ଘୋଷଣା ହୋଇ ନାହିଁ।


Really impressed with the graphics and the overall gameplay. It is super addictive in a good way. I am spending way too much time on phnustargameonline!
Really impressed with the VIP treatment here. Everything feels premium and the customer support team is super responsive. Keep up the good work guys. c168avip
Everything about this site is just easy and efficient. From registration to withdrawal, it is a breeze. ezbetcasino is my new favorite.
Been trying a few different sites lately but this one stands out for the odds. The betting options are huge. Definitely give unbet a try.
Finally found a platform that actually delivers on its promises. The rewards are fair and the community vibe is great. Highly recommend giving pamanuncleempire a shot.
Heard some good things about mc88club and decided to check it out. Pleasantly surprised by the vibe. Smooth experience overall. You just might find your new place to play at mc88club.