ପଦଯାତ୍ରା ବୈଠକରେ ପ୍ରତିନିଧିଙ୍କୁ ନବୀନଙ୍କ ମନ୍ତ୍ର
ଭୁବନେଶ୍ବର: ପଦଯାତ୍ରା ପ୍ରସ୍ତୁତି ବୈଠକରେ ନିର୍ବାଚିତ ପ୍ରତିନିଧିଙ୍କୁ ମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ। ସେ କହିଛନ୍ତି, ‘ଜନସମ୍ପର୍କ ପଦଯାତ୍ରାରେ ସଫଳ କରିବାକୁ ଆପଣ ଯେଉଁ ଯୋଜନା କରିଛନ୍ତି ତାହାକୁ ସ୍ଵାଗତ କରୁଛି। ବିଜେଡ଼ି ଏକ ଆଞ୍ଚଳିକ ଦଳ। ଏକ ଆଞ୍ଚଳିକ ଦଳ ଭାବେ ଓଡ଼ିଶାର ସ୍ଵାର୍ଥ ଓ ସ୍ୱାଭିମାନକୁ ସବୁବେଳେ ଗୁରୁତ୍ଵ ଦେଇଛୁ ଓ ଦେଇ ଚାଲିବୁ। ଆମ ଦଳ ସବୁବେଳେ ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇ ରହି ଆସିଛି। ପଞ୍ଚାୟତ ଓ ପୌର ନିର୍ବାଚନ ସରିଗଲା। ନିର୍ବାଚନ ସମୟରେ ରାଜନୀତି ହୁଏ। ନିର୍ବାଚନ କରିବା ପରେ ସମସ୍ତେ ଏକାଠି ହୋଇ ଲୋକଙ୍କ ପାଇଁ କାମ କରିବା ଦରକାର। ବିଜେଡି ପଞ୍ଚାୟତ,ପୌର ଓ ସାଧାରଣ ନିର୍ବାଚନରେ ଏହି ନୀତି ଅପଣେଇଛି। ସେଥିପାଇଁ ଲୋକ ବାରମ୍ବାର ଆଶୀର୍ବାଦ ଦେଇ ଆଶୁଛନ୍ତି। ବିଜେଡି ପାଇଁ ଲୋକଙ୍କ ସେବା ମୁଖ୍ୟ। ରାଜନୀତି ଏକ ମାଧ୍ୟମ ମାତ୍ର। ସମସ୍ତେ ମନେ ରଖିବା ଆବଶ୍ୟକ। ଓଡ଼ିଶାବାସୀଙ୍କ ଆଶୀର୍ବାଦଙ୍କୁ ସାଥିରେ ନେଇ ଦଳ ସବୁ କାମ କରୁଛି। ପଦଯାତ୍ରା ବି ବିପୁଳ ସଫଳତା ହାସଲ କରିବ। ଏଥିପାଇଁ ସମସ୍ତେ ଏକାଠି କାମ କରିବା ଉଚିତ।’
ସେହିପରି ପଦଯାତ୍ରା ପ୍ରସ୍ତୁତି ବୈଠକରେ ବିଜେଡି ମୁଖ୍ୟାଳୟ ସଂପାଦକ ସଞ୍ଜୟ ଦାସବର୍ମା ନିଜର ଉଦବୋଧନ ଦେଇ ସଂଘୀୟ ବ୍ୟବସ୍ଥାରେ ଓଡ଼ିଶାର ହକ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ‘ ବିଜେଡି ଶାସନକୁ ଆସିବା ବେଳେ ଦୁର୍ନୀତି ଭ୍ରଷ୍ଟାଚାରରେ ବୁଡ଼ିଥିଲା ରାଜ୍ୟ। ଏଥିରୁ ମୁକୁଲେଇ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ବାରମ୍ବାର ଦାବି କରିଛି ଓଡ଼ିଶା। ମୁଖ୍ୟମନ୍ତ୍ରୀ ଗତ ନୀତି ଆୟୋଗ ବୈଠକରେ ସ୍ଵତନ୍ତ୍ର ଫୋକାସ୍ ରାଜ୍ୟ ମାନ୍ୟତା ଦେବାକୁ ଦାବି କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଉଛି। ବାତ୍ୟା ବିରୋଧୀ ଭିତ୍ତିଭୂମି ନେଇ ଦାବି କରିଥିଲେ ନବୀନ। ରେଳବାଇ କ୍ଷେତ୍ରରେ ବି ଓଡ଼ିଶାକୁ ଅବହେଳା କରାଯାଇଛି। ରାଜ୍ୟରୁ ୨୦ ହଜାର କୋଟି ଟଙ୍କା ରାଜସ୍ବ ନେଉଥିଲେ ବି ସେହି ଅନୁସାରେ ପ୍ରାପ୍ୟ ମିଳୁନି। ଏହି ହକ ପାଇଁ ଓଡ଼ିଶା ଲଢେଇ ଜାରି ରଖିଛି। ଆଗକୁ ପଦଯାତ୍ରା ଜରିଆରେ ଏହି ପ୍ରସଙ୍ଗ ଉଠାଇବାକୁ ଆହ୍ବାନ କରୁଛୁ। ଆମେ ଆଶା କରୁଛୁ ଆମର ଏହି ପଦଯାତ୍ରା ସଫଳ ହେବ।’


Super smooth gameplay and the interface is very user friendly. I had a bit of a lucky streak yesterday and the withdrawal was processed almost instantly. Highly recommend pk777zc to anyone looking for a reliable platform.
[2409]8mbets Login Link | Legit Online Slots at GCash App,Gamitin ang 8mbets login link para sa legit online slots GCash. Download 8mbets APK at alamin kung paano maglaro ng baccarat. Mag-register na rito! visit: 8mbets
Rappelz boobsYounguest nudesSomething is wrong within my vaginaAnal schoogirlJeff ma card counting asianPlaces to have teen partiesAutorun thumb driveReal
life gays xnxx No grab titsHuge breast development gallerysGirls
having anal sex videosErotica hardCum barfing hentaiFree windows media player xxxFree clips hairyThings for teens in tucson https://novoporno.cc/ Adult vaccination recommendationsCartoon families as sex
slaves videosHigh profile bollywood escort dubaiFuck rachael
rayAmasing penetrationCrazy 3d xxx samplesSusie erdmann nudeFree young gay male pornBest christmas presents for
teen girlsHorny young wives sex xnxx Erotic romantic moviesThomas theodore
waldorf sexKendra ever have sex with hefAshley blue hardcore galleriesBoy gril sex mudNiles on frazier is gaySexy smilRetro british
porn moviesMandingo deepthroatLatest celebrity nudesCauses of melasma facial swellingExam gyno virginFamiy
nudist picsFamily sex pic gallery
The variety of games here is impressive. I spent a few hours exploring and everything just works perfectly. Great vibes over at bdjoya9best.