ପ୍ରଥମ ଟ୍ବେଣ୍ଟି-୨୦ ଜିତିଲା ଭାରତ
ଭୁବନେଶ୍ୱର : ବୋଲରଙ୍କ କମାଲ ପରେ କେଏଲ୍ ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ଦମ୍ଦାର ଅର୍ଦ୍ଧଶତକ ବଳରେ ଭାରତ ବୁଧବାର ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟ୍ରେ ପରାସ୍ତ କରିଦେଇଛି। ବୋଲରମାନେ ଭ୍ରମଣକାରୀ ଦଳର ପାଳିକୁ ୧୦୬/୮ରେ ସୀମିତ ରଖିବା ପରେ ଭାରତ ୨ ୱିକେଟ୍ ବିନିମୟରେ ୨୦ ବଲ୍ ପୂର୍ବରୁ ବିଜୟ ହାସଲ କରିନେଇଥିଲା। ଦକ୍ଷିଣ ଆଫ୍ରିକା ଭଳି ଭାରତ ମଧ୍ୟ ଆରମ୍ଭରୁ ବିପର୍ଯ୍ୟୟ ସାମ୍ନା କରିଥିଲା। ଅଧିନାୟକ ରୋହିତ ଶର୍ମା ଖାତା ଖୋଲିବା ପୂର୍ବରୁ ଏବଂ ବିରାଟ କୋହଲି ୩ ରନ୍ କରି ଦଳୀୟ ସ୍କୋର୍ ୧୭ ବେଳକୁ ପାଭିଲିୟନ୍ ଫେରି ଯାଇଥିଲେ। ତେବେ ରାହୁଲ ଓ ସୂର୍ଯ୍ୟକୁମାର ଅତୁଟ ତୃତୀୟ ୱିକେଟ୍ରେ ୯୩ ରନ୍ ଯୋଡ଼ି ଭାରତକୁ ସହଜ ବିଜୟ ଭେଟି ଦେଇଥିଲେ। ଭାରତ ୧୬.୪ ଓଭରରେ ୨ ୱିକେଟ୍ ବିନିମୟରେ ୧୧୦ ରନ୍ କରି ବିଜୟ ସହ ଶୃଙ୍ଖଳା ଅଭିଯାନ ଆରମ୍ଭ କରିଥିଲା। ତାବ୍ରିଜ୍ ସାମ୍ସୀଙ୍କୁ ଛକା ମାରି ରାହୁଲ ଅର୍ଦ୍ଧଶତକ ପୂରଣ କରିବା ସହିତ ବିଜୟ ମୁଣ୍ଡି ମାରିଥିଲେ। ଏଥି ସହିତ ୩ ମ୍ୟାଚ୍ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ପାଇଯାଇଛି। ଚମତ୍କାର ବୋଲିଂ ପାଇଁ ଅର୍ଶଦୀପ ସିଂହଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଆସନ୍ତା ଅକ୍ଟୋବର ୨ ତାରିଖ ଦିନ ଗୁଆହାଟୀରେ ଦ୍ବିତୀୟ ମ୍ୟାଚ୍ ଖେଳାଯିବ।
ପୂର୍ବରୁ ଟସ୍ ଜିତି ରୋହିତ ଶର୍ମା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଯଶ୍ପ୍ରୀତ୍ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଥିଲା ବେଳେ ତାଙ୍କ ସ୍ଥାନରେ ଖେଳିଥିବା ଦୀପକ ଚହର ଏବଂ ଅର୍ଶଦୀପ ସିଂହ ବୋଲିଂ ଆକ୍ରମଣ ଆରମ୍ଭ କରିଥିଲେ। ଦୁହେଁ ମଧ୍ୟ ଦକ୍ଷିଣ ଆଫ୍ରିକାର ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଥିଲେ। ପ୍ରଥମ ଓଭରରେ ପ୍ରତିପକ୍ଷ ଅଧିନାୟକ ତେମ୍ବା ବଭୂମାଙ୍କୁ ଦୀପକ ବୋଲ୍ଡ କରିଦେଇଥିଲା ବେଳେ ପାଳିର ଦ୍ବିତୀୟ ତଥା ନିଜର ପ୍ରଥମ ଓଭରରେ ହିଁ ଅର୍ଶଦୀପ କମାଲ କରିଥିଲେ। ସେ ଘାତକ ବୋଲିଂ କରି ସେହି ଓଭରରେ ହିଁ କ୍ବିଣ୍ଟନ ଡି’କକ୍, ରିଲି ରୁସୋ ଓ ଡେଭିଡ ମିଲରଙ୍କୁ ଆଉଟ୍ କରିଥିଲେ। ଏହାର ପର ଓଭରରେ ପୁଣି ଦୀପକ ଚହର ନିଜ ଦ୍ବିତୀୟ ୱିକେଟ୍ ଭାବେ ତ୍ରିଷ୍ଟାନ ଷ୍ଟବ୍ସଙ୍କୁ ଆଉଟ୍ କରି ଭାରତ ସ୍ଥିତି ମଜବୁତ କରିଦେଇଥିଲେ। ଫଳରେ ପାଳିର ପ୍ରଥମ ୧୫ ବଲ୍ ମଧ୍ୟରେ ମାତ୍ର ୯ ରନ୍ରେ ୫ ୱିକେଟ୍ ହରାଇ ଦକ୍ଷିଣ ଆଫ୍ରିକା ସଂଘର୍ଷ କରିଥିଲା। ତେବେ ଅଭିଜ୍ଞ ଏଦେନ ମର୍କରାମ, ୱେନ୍ ପାର୍ନେଲ ଏବଂ କେଶବ ମହାରାଜଙ୍କ ଉପଯୋଗୀ ପାଳି ବଳରେ ଦକ୍ଷିଣ ଆଫ୍ରିକା ୧୦୦ ରନ୍ ଟପି ପାରିଥିଲା।
ମର୍କରାମ ଓ ପାର୍ନେଲ ଷଷ୍ଠ ୱିକେଟ୍ରେ ୩୩, ପାର୍ନେଲ ଓ ମହାରାଜ ସପ୍ତମ ୱିକେଟ୍ରେ ୨୬ ଏବଂ ମହାରାଜ ଓ କାଗିସୋ ରବାଦା ଅଷ୍ଟମ ୱିକେଟ୍ରେ ୩୩ ରନ୍ ଯୋଡ଼ିବାରୁ ଦଳ ୮/୧୦୬ କରିନେଇଥିଲା। ଭାରତ ପକ୍ଷରୁ ତିନି ଦ୍ରୁତ ବୋଲର ଚହର, ଅର୍ଶଦୀପ ଓ ହର୍ଷଲ ପଟେଲ ମିଳିତ ଭାବେ ୭ ୱିକେଟ୍ ବାଣ୍ଟି ନେଇଥିଲା ବେଳେ ଅବଶିଷ୍ଟ ୱିକେଟ୍ଟି ଅକ୍ଷର ପଟେଲଙ୍କୁ ମିଳିଥିଲା। ହେଲେ ୱିକେଟ୍ଶୂନ୍ୟ ରହିଥିବା ରବିଚନ୍ଦ୍ରନ୍ ଅଶ୍ବିନ୍ ମାରାତ୍ମକ ବୋଲିଂ କରିଥିଲେ। ସେ ୪ ଓଭରରେ ମାତ୍ର ୮ ରନ୍ ବ୍ୟୟ କରି ଦକ୍ଷିଣ ଆଫ୍ରିକା ରନ୍ ଗତିରେ ଅଂଙ୍କୁଶ ଲଗାଇଥିଲେ।


The app version is a game changer. I can play wherever I go without any lag. Great job on yesspinapk
Everything works perfectly on my browser. No crashes and the loading time is minimal. parkjililogin is a solid choice for any player.
Really impressed with the security and transparency of this site. It feels safe and the winning process is straightforward. Cheers to idsahabat11.
Love the variety of games available here. jili90casino always keeps things exciting with their latest updates.
Really impressed with the variety of games available here. I hit a decent streak last night and the withdrawal process was straightforward. Give ph333casinoph a try.
Solid platform with great security. I feel safe depositing my funds here and the withdrawal process is quick. Give br1pra1 a shot.
Sites that i can find swingersBoston gay basketballLatex batman cape with scalloped edgesFlorida largest nudist colonyMiss teen wisconsin denise
millerSale adult dvdsFace fucking xxx xnxx Free pussy
eating galleriesAnal free sex shemaleFres sex storiesYoung
shemale fuckingFree gay naked men sex clpsMosley sex scandelBlonde hotel fuckingDildo
vibrator toy partyHandjob videMiss nude universe pageant
https://beta.xnxxtubexxx.cc/ Nude toons videosBreast implant surgery davidsonvilleBunny stripperAdult draco fan fiction ronMichell pfieffer nudeFantasyland adult rheatersBank detroit spermGay interracial fucking and cocksucking xnxx Moms teaching teens
kayla savannah trailerCum loving sissySex patricia heatonStrip house
restaurant new york cityBoy free gallery teenLesbien sex storiesBikini community
contest thong typeGay priset blogCartoon porn free simpsonsAsian guys
singing the backstreet boys