ଦଳରୁ ବହିସ୍କୃତ ହେଲେ ବିଜେଡିର ପୂର୍ବତନ ବିଧାୟକ

ଦଳରୁ ବହିସ୍କୃତ ହେଲେ ବିଜେଡିର ପୂର୍ବତନ ବିଧାୟକ

ଭୁବନେଶ୍ୱର: ଶେଷରେ ବିଜୁ ଜନତା ଦଳରୁ ବହିଷ୍କୃତ ହୋଇଛନ୍ତି ଧାମନଗର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ | ଆଜି ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ବିଜେଡିରୁ ବିଦା କରାଯାଇଛି | ସୂଚନାଅନୁସାରେ ଧାମନଗର ଉପନିର୍ବାଚନ ପାଇଁ ଏବେ ପ୍ରଚାର ଜୋରସୋରରେ ଚାଲିଥିବାବେଳେ ବିଜେଡି, ବିଜେପି, କଂଗ୍ରେସ ଭଳି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ଜୋରଦାର ପ୍ରଚାର କରୁଛନ୍ତି | ବିଜେଡି ଟିକେଟରୁ ବଂଚିତ ହେବା ପରେ ଅସନ୍ତୁଷ୍ଟ ଥିଲେ ରାଜେନ୍ଦ୍ର | ଆଉ ତାଙ୍କୁ ମନାଇବା ପାଇଁ ବିଜେଡି ପକ୍ଷରୁ ଉଦ୍ୟମ କରାଯାଇଥିଲେ ମଧ୍ୟ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ପ୍ରାର୍ଥୀପତ୍ର ଦାଖଲ ପରେ ବି ବିଜେଡି ଆଶା ରଖିଥିଲା ଯେ ରାଜୁ ଦାସ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ | କିନ୍ତୁ ବିଦ୍ରୋହୀ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ କିନ୍ତୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନଥିଲେ |

ପରିଶେଷରେ ଆଜି ତାଙ୍କୁ ବିଜେଡିରୁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଦଳରୁ ବହିଷ୍କାର କରାଯାଇଛି | ଉଲ୍ଲେଖଯୋଗ୍ୟ କି ଧାମନଗର ଉପନିର୍ବାଚନରେ ବିଜେପିରୁ ସୂର୍ଯ୍ୟବଂଶୀ ସୂରଜ, ବିଜେଡିରୁ ଅବନ୍ତୀ ଦାସ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ, ସ୍ୱାଧୀନ ଭାବେ ରାଜେନ୍ଦ୍ର ଦାସ, ପବିତ୍ର ମୋହନ ଦାସଙ୍କୁ ମିଶାଇ ମୋଟ୍‌ ୫ ଜଣ ରହିଛନ୍ତି। ବିଜେପି, ବିଜେଡି, କଂଗ୍ରେସ ତିନି ପ୍ରମୁଖ ଦଳର ଦଳୀୟ ଚିହ୍ନ ରହିଥିବା ବେଳେ ବିଜେଡିର ବିଦ୍ରୋହୀ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ନୌକା ଓ ଅନ୍ୟତମ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଚିହ୍ନରେ ନିର୍ବାଚନ ଲଢ଼ୁଛନ୍ତି । ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀରେ ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ଲଢେଇ ଜୋରଦାର ହେବ।

ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି, କଂଗ୍ରେସ ଓ ସ୍ଵାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଲଢେ଼ଇ ଜୋରଦାର ହେବ। କେହି କାହାକୁ ନିର୍ବାଚନୀ ଯୁଦ୍ଧ କ୍ଷେତ୍ରରେ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି | ଏହି ନିର୍ବାଚନ ମଣ୍ଡଳୀରୁ ୨୦୧୯ ରେ ବିଜେପି ଦଖଲରେ ଥିଲା। ଏଠାରୁ ବିଷ୍ଣୁ ସେଠୀ ବିଧାୟକ ଥିଲେ। ବିଷ୍ଣୁଙ୍କୁ ଅକାଳ ବିୟୋଗରେ ଏହି ଆସନଟି ଖାଲି ପଡିଥିଲା। ଏଥିପାଇଁ ହେଉଥିବା ଉପ ନିର୍ବାଚନରେ ବିଜେପି ଓ ବିଜେଡ଼ି ମଧ୍ୟରେ କଡା ମୁକାବିଲା ହେବାକୁ ଥିଲା। ମାତ୍ର ବିଜେଡ଼ି ଦଳର ଆଶାୟୀ ପ୍ରାର୍ଥୀ ପୂର୍ବତନ ବିଧାୟକ ରାଜୁ ଦାସଙ୍କୁ ଟିକଟରୁ ବଞ୍ଚିତ କରିବା ପରେ ବିଜେଡ଼ି ରାଜନୀତି ଏଠି ଅଡ଼ୁଆ ହୋଇଛି।

ims news

5 thoughts on “ଦଳରୁ ବହିସ୍କୃତ ହେଲେ ବିଜେଡିର ପୂର୍ବତନ ବିଧାୟକ”

  1. German teen picDallas cowboy cheerleader gay terrellMature lesbian bondage comicsJeanne beker sex scandalBig
    uncircumsized penisWant to see something nakedBondage board
    bondage cafeSexy porn tits ass picture galleriesThe naked public square newhouse xnxx Gay men dating washington dc
    frielJunior teen americaDoes advanced sexual performance
    workFilipina celebrities nakedBig boob huge cockSgt peckers lonely hearts gang
    bangFemdom hot tub xnxxindo.cc Nude amateur teeniesAmateur hotel tubesSwinging free
    pornNaked family beachUnder 18 boobs picGirls naked with means dongsIndexof /jillian lingerieCar vaginaNew rock song get
    nakedMoby dick movie oddities xnxx Pee on electrical
    groundIn india sex videoTara reeds breastKarina petroni assRatings
    vintage br111 hardwood flooringBoston mass lingerie modelingFord escort body parts replacementFree homemade amateur
    videosDavid dicks uncNeighbors who share fruit
    xxxHot college girls having group sex

Leave a Reply

Your email address will not be published. Required fields are marked *