ଟି-୨୦ ବିଶ୍ୱକପ ପୂର୍ବରୁ ପାକିସ୍ତାନକୁ ଶକ୍ତ ଧକ୍କା

ଟି-୨୦ ବିଶ୍ୱକପ ପୂର୍ବରୁ ପାକିସ୍ତାନକୁ ଶକ୍ତ ଧକ୍କା

ଭୁବନେଶ୍ୱର : ପାକିସ୍ତାନ କ୍ରିକେଟ୍ ଟିମ୍‌କୁ ଟି -୨୦ ବିଶ୍ୱକପ ପୂର୍ବରୁ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଏକ ନେଟ୍‌ ପ୍ରାକ୍ଟିସ୍‌ ବେଳେ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଶାନ୍ ମାସୁଦଙ୍କ ମୁଣ୍ଡରେ ଆଘାତ ଲାଗିଛି, ପରେ ତାଙ୍କୁ ସ୍କାନ୍ ପାଇଁ ଡାକ୍ତରଖାନା ନିଆଯାଇଛି। ମହମ୍ମଦ ନୱାଜଙ୍କ ଏକ ସଟ୍‌ ଯାଇ ମାସୁଦଙ୍କ ମୁଣ୍ଡର ଡାହାଣ ପାର୍ଶ୍ୱରେ ମାଡ ହୋଇଥିଲା। ଏହାପରେ ସେ ଆହତ ହେବା କାରଣରୁ ତାଙ୍କର ଚିକିତ୍ସା ଚାଲିଛି ।

ପାକିସ୍ତାନ କ୍ରିକେଟ ଟିମ୍ ଟି-୨୦ ବିଶ୍ବକପ୍‌ରେ ନିଜର ପ୍ରଥମ ମ୍ୟାଚ୍‌ ୨୩ ଅକ୍ଟୋବରରେ ଭାରତ ବିପକ୍ଷରେ ଖେଳିବ। ଗତ ମାସରେ ଇଂଲଣ୍ଡ ବିପକ୍ଷ ସିରିଜରେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ପାକିସ୍ତାନ ଦଳରେ ମାସୁଦଙ୍କ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ଫାଖର ଜମା। ଫଖର ମଧ୍ୟ ନିକଟରେ ଆହତ ଅବସ୍ଥାରୁ ସୁସ୍ଥ ହେବା ପରେ ଦଳକୁ ଫେରିଛନ୍ତି। ଉଭୟ ଖେଳାଳି ତୃତୀୟ ନମ୍ବରରେ ବ୍ୟାଟିଂ କରିବାକୁ ପ୍ରବଳ ଦାବିଦାର।

ସୋସିଆଲ ମିଡିଆରେ ଗୋଟିଏ ପରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଶାନ୍‌ ମାସୁଦ୍‌ ଆଘାତ ଲାଗିବା ପରେ ତଳେ ପଡିଥିବା ବେଳର ଫୁଟେଜ୍ ରହିଛି। ତାଙ୍କୁ ଚାରିପଟୁ ଟିମ୍‌ର ସାଥୀ ଖେଳାଳି ଘେରି ହୋଇ ରହିଥିବାର ଦେଖିବାକୁ ମିଳିଥିଲା। ଟିମ୍‌ର ମେଡିକାଲ ଷ୍ଟାଫ୍‌ ତାଙ୍କୁ ପ୍ରାଥମିକ ଉପଚାର ଦେଉଥିଲେ। ତେବେ ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ୩୩ ବର୍ଷୀୟ ମାସୁଦ ୧୨ଟି ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍‌ରେ ମୋଟ ୨୨୦ ରନ୍ କରିଥିଲେ। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍‌ ୧୨୫ ଥିଲା। ମାସୁଦ୍ ଟି-୨୦ ଇଣ୍ଟରନ୍ୟାସନାଲ କ୍ରିକେଟରେ ଏପର୍ଯ୍ୟନ୍ତ ଦୁଇଟି ଅର୍ଦ୍ଧଶତକ କରିଛନ୍ତି ।

ims news

14 thoughts on “ଟି-୨୦ ବିଶ୍ୱକପ ପୂର୍ବରୁ ପାକିସ୍ତାନକୁ ଶକ୍ତ ଧକ୍କା

  1. Write more, thats all I have to say. Literally, it seems as though you relied on the video to make your point. You obviously know what youre talking about, why waste your intelligence on just posting videos to your site when you could be giving us something enlightening to read?

  2. I have been exploring for a little for any high-quality articles or blog posts on this kind of area . Exploring in Yahoo I at last stumbled upon this website. Reading this info So i’m happy to convey that I’ve an incredibly good uncanny feeling I discovered exactly what I needed. I most certainly will make sure to do not forget this web site and give it a look on a constant basis.

  3. We are a group of volunteers and opening a new scheme in our community. Your website offered us with valuable information to work on. You’ve done an impressive job and our whole community will be thankful to you.

  4. Thank you for any other informative blog. The place else may I get that type of information written in such a perfect way? I’ve a challenge that I am simply now running on, and I’ve been on the glance out for such info.

  5. I’m not sure where you are getting your information, but great topic. I needs to spend some time learning much more or understanding more. Thanks for great information I was looking for this info for my mission.

  6. Thank you for another excellent article. Where else could anyone get that type of info in such an ideal way of writing? I have a presentation next week, and I am on the look for such info.

  7. Howdy just wanted to give you a quick heads up and let you know a few of the pictures aren’t loading correctly. I’m not sure why but I think its a linking issue. I’ve tried it in two different internet browsers and both show the same outcome.

Leave a Reply

Your email address will not be published. Required fields are marked *