ବାଲିଯାତ୍ରା ପାଇଁ ଏବେଠୁ ଯାତ୍ରା ପଡିଆରେ ଆନ୍ଧ୍ର ବ୍ୟବସାୟୀ

ବାଲିଯାତ୍ରା ପାଇଁ ଏବେଠୁ ଯାତ୍ରା ପଡିଆରେ ଆନ୍ଧ୍ର ବ୍ୟବସାୟୀ

ଭୁବନେଶ୍ୱର : ବାଲିଯାତ୍ରା ପାଇଁ ଆହୁରି ୧୪ ଦିନ ବାକି ଅଛି। କିନ୍ତୁ ଏବେଠାରୁ ସୁଦୂର ଆନ୍ଧ୍ରପ୍ରଦେଶରୁ ବ୍ୟବସାୟୀମାନେ ଆସିଲେଣି। ଚଳିତବର୍ଷ ଭଲ ବେପାର ହେବ ବୋଲି ସେମାନେ କହିଛନ୍ତି। ତେଣୁ ବର୍ତ୍ତମାନଠାରୁ ସେମାନେ ତାଙ୍କ ଦୋକାନକୁ ସଜାଡ଼ିବାରେ ଲାଗିପଡ଼ିଛନ୍ତି। ସେପଟେ ଯାତ୍ରା ପଡ଼ିଆର କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି।ବାଲିଯାତ୍ରା ସବୁ ବର୍ଗର କ୍ରେତା ଏବଂ ବିକ୍ରେତାଙ୍କ ପାଇଁ ସବୁଠାରୁ ଭଲ ପ୍ଲାଟଫର୍ମ। କିନ୍ତୁ ବାଲିଯାତ୍ରାରେ କ୍ଷୁଦ୍ର ବ୍ୟବସାୟୀ ଗୋଷ୍ଠୀ ପ୍ରକୃତ ଚମକ ଆଣନ୍ତି। ଏବେ ଠାରୁ ସୋ କେସ୍‌ ବ୍ୟବସାୟୀମାନେ ଆସି ବାଲିଯାତ୍ରା ପଡ଼ିଆରେ ତାଙ୍କର ପସରା ମେଲାଇଲେଣି। ବ୍ୟବସାୟୀଙ୍କ ପୂରା ପରିବାର ଏବେ ସୋ କେଶ୍‌ ତିଆରିରେ ବ୍ୟସ୍ତ ଅଛନ୍ତି। ପ୍ଲାଷ୍ଟିକ ଫୁଲଦାନୀ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ତିଆରି କରି ସେମାନେ ବିକ୍ରି ପାଇଁ ଅପେକ୍ଷା କରିଛନ୍ତି। ତେବେ ଏଥର ଭଲ ଦିପଇସା ବେପାର ହେବ ବୋଲି ବ୍ୟବସାୟୀମାନେ ଆଶାରଖିଛନ୍ତି।

ims news

10 thoughts on “ବାଲିଯାତ୍ରା ପାଇଁ ଏବେଠୁ ଯାତ୍ରା ପଡିଆରେ ଆନ୍ଧ୍ର ବ୍ୟବସାୟୀ”

  1. Thans ffor every otner ffantastic article. Where ellse
    mmay anone gett thaat kind off informatioin inn such aan idewl meghod oof writing?
    I hve a predsentation sibsequent week, annd I’m on thee
    look forr such information. xnxx

  2. Honestly, the sheer variety mentioned for phwin777 is impressive. It feels like a whole casino in one spot! For newcomers, keeping track of all those options can be overwhelming. I’ll check out phwin777 login first to get a feel for the navigation flow.

  3. [926]Bajee লগইন ও অ্যাপ ডাউনলোড | অনলাইনে স্লট গেম খেলুন,bajee login করুন এবং বিকাশ দিয়ে ক্যাসিনো ডিপোজিট করে লাইভ ক্যাসিনো গেম নিয়ম জেনে খেলা শুরু করুন। এখনই bajee app download করে নিন। visit: bajee

Leave a Reply

Your email address will not be published. Required fields are marked *