ଶିଶୁପୁତ୍ରର ଜନନୀ ହେଲେ କାଜଲ ଅଗ୍ରଓ୍ଵାଲ

ଶିଶୁପୁତ୍ରର ଜନନୀ ହେଲେ କାଜଲ ଅଗ୍ରଓ୍ଵାଲ

ମୁମ୍ବାଇ : ସାଉଥ୍ ଅଭିନେତ୍ରୀ କାଜଲ ଅଗ୍ରୱାଲ ମା’ ହୋଇଛନ୍ତି । ଶିଶୁ ପୁତ୍ରର ଜନନୀ ହୋଇଛନ୍ତି କାଜଲ । କାଲଜ ଅଗ୍ରୱାଲ ଓ ସ୍ୱାମୀ ଗୌତମ କିଚଲୁ ନିଜ ଘରକୁ କୁନି  ଅତିଥିଙ୍କୁ ସ୍ୱାଗତ କରିଛନ୍ତି ।ଏନେଇ କେଜଲଙ୍କ ସ୍ୱାମୀ ଗୌତମ ଇଷ୍ଟାଗ୍ରାମ ପେଜରେ ନିଜେ ବାପା ହେବା ନେଇ ଜଣାଇଛନ୍ତି । ଆଗରୁ କାଜଲ ନିଜ ପ୍ରେଗନାନ୍ସି ବିଷୟରେ ଫ୍ୟାନ ମାନଙ୍କୁ ଜଣାଇଥିଲେ । ଏହି ସମୟରେ ସ୍ୱାମୀ ଗୌତମ ମଧ୍ୟ କାଜଲଙ୍କ କେୟାର […]

admin

Leave a Reply

Your email address will not be published. Required fields are marked *