କାମକୁ ଫେରିଲେ ବିବାହିତା ଆଲିଆ , ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଲେ

କାମକୁ ଫେରିଲେ ବିବାହିତା ଆଲିଆ , ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଲେ

ମୁମ୍ବାଇ : କପୁଲ ପରିବାରର ବୋହୂ ହୋଇଛନ୍ତି ଆଲିଆ ।  ରଣବୀର କପୁର ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆଲିଆ । ହେଲେ ବିବାହର ୫ ଦିନ ପରେ ଆଲିଆ ଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଆଲିଆ ନିଜର କୌଣସି ପ୍ରୋଜେକ୍ଟକୁ ନେଇ କାମକୁ ଯାଉଥିବା ଖବର ସାମ୍ନାକୁ ଆସିଛି । ଏହି ସମୟରେ ଆଲିଆ ପିଙ୍କ୍ କଲରର ସାଲୁଆର ସୁଟ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।ଏହା ସହିତ ଆଲିଆ ଏକ କଲରଫୁଲ୍ […]

admin

Leave a Reply

Your email address will not be published. Required fields are marked *