ଫାଇଭ ଟି ବିଦ୍ୟାଳୟ ରୁ ଖସିଲା ଛାତ, ଅଭିଭାବକ ଗୁରୁତର l

ଫାଇଭ ଟି ବିଦ୍ୟାଳୟ ରୁ ଖସିଲା ଛାତ, ଅଭିଭାବକ ଗୁରୁତର l

ଭୁବନେଶ୍ୱର: ରାଜ୍ୟ ସରକାର ଫାଇଭ ଟି ଅଧୀନରେ ବିଦ୍ୟାଳୟ ଗୁଡିକ ରୂପାନ୍ତରିତ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟ ଗୁଡିକ ସ୍ମାର୍ଟ କରିବାରେ ଲାଗିଛନ୍ତି l କିନ୍ତୁ ପିଲାଙ୍କ ଠାରୁ ଅଧିକ ଲାଭବାନ ହେଉଛନ୍ତି ଠିକାଦାର, କନିଷ୍ଠ ଯନ୍ତ୍ରୀ ଏବଂ କିଛି ସରକାରୀ ବାବୁ l ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁଗ ପଂଚାୟତ ଅନତର୍ଗତ ସୁଗ ସରକାରୀ ଉଚ୍ଚ ବିଦ୍ୟାଳୟରେ l ଏହି ବିଦ୍ୟାଳୟଟି ଫାଇଭ ଟି ଅଧୀନରେ ରୂପାନ୍ତରିତ ହେଇଥିବା ବେଳେ ଗତକାଲି ଯେତେ ବେଳେ ସ୍କୁଲ କମିଟି ଓ ଅଭିଭାବକ ମାନଙ୍କୁ ନେଇ ସୁରକ୍ଷା ବୈଠକ ଚାଲିଥିଲା,ସେହି ସମୟରେ ହଠାତ୍ ସ୍କୁଲ ର ଛାତ ଖସି ଜଣେ ଅଭିଭାବକ ଓ ଚାରିଜଣ ଛାତ୍ର ଆହତ ହେଇଥିଲେ l ଆହତ ଛାତ୍ରମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା ଏବଂ ଅଭିଭାବକ ଦୈତାରୀ ସାହୁଙ୍କ ହାତର ଆଙ୍ଗୁଠି ଭାଙ୍ଗିବା ସହିତ ମୁଣ୍ଡ ରେ ଗଭୀର ଆଘାତ ହେଇଥିବାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି ।

ims news

4 thoughts on “ଫାଇଭ ଟି ବିଦ୍ୟାଳୟ ରୁ ଖସିଲା ଛାତ, ଅଭିଭାବକ ଗୁରୁତର l”

  1. College bukkakePamela on boat sex porn videoSwinger grannysWatch the sex chronicles onlineBrittny spaers nakedJenifer anniston breast photosNude hairy man xnxx Demi moores sister nudeLarge mature nude womanMeridith viera breastsAsian restaurant naplesAdult entertainmemt website boyFree sex
    videos without credit cardsAdult ear infection treatmentsEuropean escorts phuket https://blog.jumpandread.com/ Original photos of nude house wivesGlory hole cream
    pie literoticaVintage coin-op games valuesTeen gets cherry popedFree and nude stream videosHelena bonham carter nude picturePenis penetrating vagina movies xnxx Afrcian pornArab
    ladies dating fuckingBlack hairy tongue causesMy gemen cock trassexualYoung
    athletic pussyGay men naked picturesFree sex milf storiesHairy guys
    without shirtsGina porn wildHelp for out of control
    violent teenWhite vaginal discharge causesBright eyes at the bottom
    of everything music videoShow boobs videoLady lita
    hypnotic pantyhoseBig tits cum coveredHairy mariam videoTeen gets fucked in thongCanadian condom couponToon porn the incredibles

Leave a Reply

Your email address will not be published. Required fields are marked *