ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ : ତର୍ଜମା ପରେ ହେବ ନିଷ୍ପତ୍ତି – ଆଇନମନ୍ତ୍ରୀ

ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ : ତର୍ଜମା ପରେ ହେବ ନିଷ୍ପତ୍ତି – ଆଇନମନ୍ତ୍ରୀ

ଭୁବନେଶ୍ୱର : ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା । ଯେତେବେଳେ ଆବଶ୍ୟକ ପଡେ ସେବେ ମରାମତି କଥା ଆସେ । ଏଏସ୍‌ଆଇ ଯେଉଁ ଚିଠି ଲେଖିଛନ୍ତି ତାକୁ ତର୍ଜମା କରିବା ପରେ ନିଷ୍ପତ୍ତି ନିଆଯିବ । ଆଲୋଚନା ପର୍ଯ୍ୟାଲୋଚନା ପରେ ହିଁ ନିଷ୍ପତ୍ତି ନିଆଯାଇ ପାରିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ।
ସେହିପରି ରତ୍ନଭଣ୍ଡାର ସୁରକ୍ଷିତ ଅଛି ତ ବୋଲି ପ୍ରଶ୍ନରେ ମନ୍ତ୍ରୀ ଉତ୍ତରରେ କହିଛନ୍ତି ଯେ, ଆପଣ ଦେଖିଛନ୍ତି ନା ମୁଁ ଦେଖିଛି । ରତ୍ନ ଭଣ୍ଡାର କଣ କିଏ ଦେଖିଛି । ସମସ୍ତ ଟିମ ସହିତ ଆଲୋଚନା ହେବା ପରେ ହିଁ ରତ୍ନଭଣ୍ଡାର ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯିବ ।

ims news

One thought on “ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ : ତର୍ଜମା ପରେ ହେବ ନିଷ୍ପତ୍ତି – ଆଇନମନ୍ତ୍ରୀ

  1. Woah! I’m reallly loving tthe template/theme of
    thhis site. It’s simple, yyet effective. A lot of timmes it’s vrry harfd
    too get that “perfect balance” etween supdrb usaability andd visual appearance.
    I must sayy you’ve one a fantgastic job with this.
    Also, the blog loads extremely faat ffor mme on Safari. Superb Blog!

Leave a Reply

Your email address will not be published. Required fields are marked *