ମୋ ବସରୁ ଚୋରି କରୁଥିବା ୨ ଲୁଟେରା ଧରାପଡ଼ିଲେ
ଭୁବନେଶ୍ଵର : ମୋ ବସରୁ ଚୋରି କରିଥିବା ୨ ଲୁଟେରାଙ୍କୁ କମିସନରେଟ୍ ପୁଲିସ ଗିରଫ କରିଥିବାର ସୂଚନା ମିଳିଛି । ଗିରଫ ଦୁଇ ଲୁଟେରା ହେଲେ ସଂଜୟ ସିଂହ ଓ ଗଣେଶ ପ୍ରଧାନ। ଉଭୟଙ୍କଠାରୁ ଚୋରି ମୋବାଇଲ ଫୋନ୍, ଲାପ୍ଟପ୍, ଟଙ୍କା ଓ ମନିପର୍ସ ଜବତ ହୋଇଛି।
ସୂଚନାଅନୁସାରେ ଗତକାଲି ରୁଟ ନମ୍ବର ୧୬ ନମ୍ବର ବସରେ ଜଣେ ଛାତ୍ରୀ ବାଣୀବିହାର ଛକରୁ ଉଠିଥିଲେ। ଅନ୍ୟ ଜଣେ ଛାତ୍ରୀ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ ଚଢ଼ିଥିଲେ। ଉଭୟ ପଳାଶୁଣୀ ଯିବାକୁ ଚଢିଥିବାବେଳେ ଅଧା ବାଟରେ ମୋ ବସରୁ ଲୁଟେରା ତାଙ୍କ ବ୍ୟାଗରୁ ମୋବାଇଲ ଲୁଟି ନେଇଥିଲେ। ଏନେଇ ଉଭୟ ଛାତ୍ରୀ ଥାନାରେ ଅଭିଯୋଗ କରିଥିଲେ।|
ଏହା ଆଗରୁ ବରମୁଣ୍ଡାରୁ କଟକ ଯାଉଥିବା ଆନନ୍ଦ ଗୌଡ଼ଙ୍କ ଠାରୁ ୧୫ହଜାର ୪ଶହ ଟଙ୍କା ଚୋରି ହୋଇଥିବା ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ମୁତାବକ ଗଞ୍ଜାମ ପୁରୁଷୋତ୍ତମପୁର ଅଞ୍ଚଳର ଆନନ୍ଦ ୧୯ ନମ୍ବର ରୁଟରେ ଚାଲୁଥିବା ମୋ ବସରେ କଟକ ଯାଉଥିଲେ। ଆଚାର୍ଯ୍ୟ ବିହାର ଛକରୁ ରସୁଲଗଡ଼ ମଧ୍ୟରେ ତାଙ୍କ ପକେଟରୁ କେହି ୧୫,୪୦୦ଟଙ୍କା ଚୋରି କରି ନେଇଥିଲା।


Appreciate thee recommendation. Lett mee try itt out.
xnxx
Simple, clean, and effective. I don’t like complicated setups, and this one gets the job done perfectly. Big thanks to ricowinlogin for the great service.